Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ; ଏନ୍ଏମ୍ଏ ସୁପାରିଶକୁ ଶ୍ରୀମନ୍ଦିର ପ୍ରଶାସନ ବିରୋଧ
ପୁରୀ : ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନ୍ଏମ୍ଏ ଦେଇଥିବା ସୁପାରିଶକୁ ବିରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ରାଜ୍ୟ ସଂସ୍କୃତି ବିଭାଗକୁ ଏକ ଚିଠି ଲେଖି ଅବଗତ କରାଇଛି । ପୂର୍ବରୁ ୨୦୧୪ ମସିହାରେ ଏନ୍ଏମ୍ଏ ନୂଆ ପ୍ରଶାସନିକ କୋଠା ପାଇଁ!-->…
Read More...
Read More...
ବାଉଁଶ ହସ୍ତଶିଳ୍ପର ପୁଞ୍ଜସ୍ତରୀୟ କର୍ମଶାଳା
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ନିୟନ୍ତ୍ରିତ ବଜାର କମିଟି ପରିସରରେ ଓଡିଶା ବାଉଁଶ ଉନ୍ନୟନ ସଂସ୍ଥାର ଆର୍ଥିକ ସହଯୋଗରେ ଆଜି ଏକ ବାଉଁଶ ହସ୍ତଶିଳ୍ପର ପୁଞ୍ଜସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସହକାରୀ ନିର୍ଦ୍ଦେଶକ (ହସ୍ତଶିଳ୍ପ!-->…
Read More...
Read More...
ଘୁ.ଉଦୟଗିରି ବ୍ଲକର ଦୁର୍ଗମ ଅଞ୍ଚଳ ହସ୍ତିନାପୁରରେ ପରିବର୍ତ୍ତନ ମେଳା
ଘୁ ଉଦୟଗିରି: ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ପଞ୍ଚାୟତର ଏକ ଅପହଞ୍ଚ ଇଲାକା ଯେଉଁଠିକୁ ରାସ୍ତା ନାହିଁ ଯେଉଁ ଗାଁକୁ ଆଜି ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡିନି ସେଇ ଗାଁ ହେଉଛି ହସ୍ତିନାପୁର । ସେହି ଗାଁରେ ଆଜି ପରିବର୍ତ୍ତନ ମେଳା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ!-->…
Read More...
Read More...
ବର୍ଷାରେ ଧୋଇନେଲା ଶଙ୍ଖ
ଘୁ ଉଦୟଗିରି:ଲଘୁଚାପ ଜନିତ ବର୍ଷାରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଞ୍ଜିବାଡ଼ି ପଂଚାୟତ ମୁଣ୍ଡାଗୁଡା ଧରମପୁର ରାସ୍ତାର ଆମଲିପଡା ନିକଟସ୍ଥ ଶଙ୍ଖ ବର୍ଷା ପାଣିରେ ପୁରା ଭାଙ୍ଗି ଧୋଇ ନେଇଛି । ଯାହାଫଳରେ ଯାତାୟାତ ପୁରା ବନ୍ଦ ହୋଇଯାଇଛି । ଶଙ୍ଖଟି କାମ ହେବାର ବର୍ଷେ ନ ପୂରୁଣୁ ଟିକିଏ ବର୍ଷା!-->…
Read More...
Read More...
କୁଡୁତୁଲି ସରପଞ୍ଚଙ୍କୁ ଆକ୍ରମଣ, ଦୁଇ ଆକ୍ରମଣକାରୀ ଗିରଫ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୁଡୁତୁଲି ସରପଞ୍ଚ ଚୈତନ୍ୟ ମଲ୍ଲିକଙ୍କୁ ମଦ ବିକ୍ରେତାଙ୍କ ମାଡ ମାରିଥିବା଼ ଅଭିଯୋଗ ହୋଇଛି । ଘଟଣାରେ ଦୁଇଜଣ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ ପୁଲିସ କରିଥିବା ଜଣାପଡିଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ୬ଟା ୩୦!-->…
Read More...
Read More...
ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳିତ
ପାରଳାଖେମୁଣ୍ଡି : ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ଭାରତ ସ୍କାଉଟ ଗାଇଡ଼ସ, ଓଡିଶା ଆନୁକୂଲ୍ୟରେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦଶ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ସ୍କାଉଟ ଓ ଗାଇଡ଼ସ ଛାତ୍ର /ଛାତ୍ରୀ ମାନଙ୍କୁ ନେଇ ଏକ!-->…
Read More...
Read More...
ଅହିଂସା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ସ୍ମରଣ ଉଦ୍ଦେଶ୍ୟରେ ସାରା ରାଜ୍ୟରେ ଗତ ୧୫ ଅଗଷ୍ଟରୁ ଅହିଂସା ରଥ ପରିକ୍ରମା କରୁଛି । ଏହି କ୍ରମରେ ଅହିଂସା ରଥ ସହରର ଫରେଷ୍ଟ ଗେଟ ନିକଟରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା!-->…
Read More...
Read More...
ଗରିବ ଅସହାୟକଙ୍କ କାହାଣୀ କହିଲା ନାଟକ ‘ଭୋକ’
ପାରଳାଖେମୁଣ୍ଡି,୨୨/୯- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି କ୍ରିଏଟିଭ ଆର୍ଟସ୍ ପକ୍ଷରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନାଟକ ଭୋକ ମଞ୍ଚସ୍ଥ ହୋଇଯାଇଛି । କାହାଣୀଟି ଏପରି, ରିକ୍ସା ଆଉ ଚାଲୁନି କିନ୍ତୁ ରିକ୍ସା ଉପରେ ଭରସା କରି ବଞ୍ଚୁଥିବା ମଣିଷ ଅସହାୟ ହୋଇପଡୁଚି । ଭୋକ ବିକଳରେ ଅପରାଧ କରି!-->…
Read More...
Read More...
ଏକ କୁଇଣ୍ଟାଲ୍ ରୁପା ଇଟା ସହ ୧୨ ଲକ୍ଷ ଟଙ୍କା ଜବତ: ଦୁଇ ଅଟକ
କଟକ: କଟକରୁ ଜବତ ହୋଇଛି ଶହେ କେଜି ରୁପା ଇଟା, ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇଛି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା ଟାଙ୍ଗି ଟୋଲ ଗେଟରୁ ଏହା ଜବତ ହୋଇଛି। ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚାର କରୁଛି ଜିଏସଟି ଏବଂ ଅବକାରୀ!-->…
Read More...
Read More...
ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କଲା କଂଗ୍ରେସ
ନୂଆଦିଲ୍ଲୀ: ଅକ୍ଟୋବର ୧୭ ତାରିଖରେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ କରାଯିବ ବୋଲି ଆଜି କଂଗ୍ରେସ ପାର୍ଟି ଜାରି କରିଥିବା ବିଜ୍ଞପ୍ତିରେ ଉଲ୍ଲେଖ ଅଛି।
ଏହି ନିର୍ବାଚନ ନିମନ୍ତେ ସେପ୍ଟେମ୍ବର ୨୪ରୁ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ସମୟ!-->!-->!-->…
Read More...
Read More...