Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସୁବର୍ଣ୍ଣପୁର କଲେଜରୁ ୭୦ ଲକ୍ଷ ଗାୟବ ଘଟଣାରେ ୪ ଜଣଙ୍କୁ ଗିରଫକଲା ସୁବର୍ଣ୍ଣପୁର ପୋଲିସ
ସୁବର୍ଣ୍ଣପୁର,୨୧/୮- ସୋନପୁର କଲେଜର ଏକାଉଣ୍ଟ ରୁ ୭୦ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ଜାଲଚେକ ମାଧ୍ୟମରେ ଉଠାଇନେବା ଅଭିଯୋଗରେ ସୋନପୁର ପୋଲିସ ପଶ୍ଚିମବଙ୍ଗର କୋଚ ବିହାରରୁ ୪ ଜଣ ଅଭିଯୁକ୍ତକୁ ଗିରଫ କରିବାସହ ୧୮ ଲକ୍ଷ ୯୮ ହଜାର ୫୦୭ ଟଙ୍କା ଥିବା ଆକାଉଣ୍ଟକୁ ଫ୍ରିଜ କରାଯାଇଥିବା ସୁଚନା ମିଳିଛି ।!-->…
Read More...
Read More...
ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ
ଘୁ ଉଦୟଗିରି:ଚଳିତ ବର୍ଷ ଘୁ.ଉଦୟଗିରି ସହରରେ ଶାରଦୀୟ ଦୁର୍ଗା ପୂଜା ନିମନ୍ତେ କମିଟି ପକ୍ଷରୁ ଭଞ୍ଜ ମାର୍କେଟ ସମ୍ମୁଖରେ ଅସ୍ଥାୟୀ ଦୁର୍ଗା ମଣ୍ଡପ ଠାରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ।ଦୀର୍ଘ ଦୁଇବର୍ଷ ଧରି କରୋନା କଟକଣା ଭିତରେ ଆବଦ୍ଧ ଭିତରେ ମଣ୍ଡପ ଭିତରେ ଭକ୍ତଙ୍କୁ ଦର୍ଶନ ନ ଦେଇ କେବଳ!-->…
Read More...
Read More...
୨୩ରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୨୩ରୁ ୩ ଦିନ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା। ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ। ତେବେ ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜରେ ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି। ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଆଜି ସୂଚନା!-->…
Read More...
Read More...
ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ
ବୌଦ୍ଧ,୨୧/୮- ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଆଜି ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ମାସ ୧ ତାରିଖ ଗୁରୁବାର ଦିନ ଭାଦ୍ରବ ଶୁକ୍ଳ ପକ୍ଷ ପଂଚମୀ ସକାଳ ୧୦ ଟା ୫୪ ମିନିଟରୁ ୧୧ଟା ୧୦ ମିନିଟ ମଧ୍ୟେ!-->…
Read More...
Read More...
କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଫୁଲବାଣୀ: କନ୍ଧମାଳ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ଜିଲ୍ଲା ବରିଷ୍ଠ ସଚେତନ ନାଗରିକ ସଂଘ ଓ ମହାନଦୀ ଚକ୍ଷୁ ଚିକିତ୍ସାଳୟ, ସୋନପୂରର ମିଳିତ ଆନୁକୁଲ୍ୟରେ ଚଳିତ ଅଗଷ୍ଟ ମାସ ୨୧ ତାରିଖ (ରବିବାର) ଆଜି ଫୁଲବାଣୀ ସହର ସ୍ଥିତ ନାରାୟଣୀ ଯାତ୍ରା ମଣ୍ଡପ ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ!-->…
Read More...
Read More...
ବାଲେଶ୍ୱର ଜିଲ୍ଲାପାଳଙ୍କୁ ଏସ୍ଆର୍ସିଙ୍କ କ୍ଷମତା
ଭୁବନେଶ୍ୱର: ସୁବର୍ଣ୍ଣରେଖା ନଦୀରେ ଆଜି ପ୍ରବଳ ବନ୍ୟା ହେବାର ସମ୍ଭାବନା ଥିବାରୁ ବାଲେଶ୍ୱର ଜିଲ୍ଲାପାଳଙ୍କ କ୍ଷମତାକୁ ବଢ଼ାଇ ଦିଆଯାଇଛି। ତାଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି)ଙ୍କ କ୍ଷମତା ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଏହି କ୍ଷମତା ଦିଆଯାଇଥିବା!-->…
Read More...
Read More...
ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା:ଏସ୍ଆର୍ସି
ଭୁବନେଶ୍ୱର : ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ସମ୍ଭାବନା ରହିଛି ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା।
୨୦୦୮ରେ ସୁବର୍ଣ୍ଣରେଖାରେ ସବୁଠୁ ବଡ଼ ବନ୍ୟା ଆସିଥିବା କୁହାଯାଉଥିବା ବେଳେ ଏଥର ତା’ଠାରୁ ଅଧିକ!-->!-->!-->…
Read More...
Read More...
ବନ୍ୟା ପ୍ରଭାବିତ ଅଂଚଳ ବୁଲିଦେଖିଲେ ବାଲିଗୁଡା ବିଧାୟକ
ଫୁଲବାଣୀ/ବାଲିଗୁଡା:- ବନ୍ୟାଞ୍ଚଳ ଗସ୍ତରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର । ଦୁର୍ଦ୍ଦିନ ସମୟରେ ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ଚେଷ୍ଟାଜାରି ରଖିଛନ୍ତି ବିଧାୟକ କହଁର ।ଚାରିଦିନ ଧରି ଅହରହ ବର୍ଷାରେ ଜିଲାର ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।!-->…
Read More...
Read More...
ଗଛ ପଡି ଭାଙ୍ଗିଲା ଘର, ଖୋଲା ଆକାଶ ତଳେ ପରିବାର
ଦଶପଲ୍ଲା : ଲଗାଣ ବର୍ଷା ଯୋଗୁଁ ଗତ ୭ ଦିନ ଧରି ଗଣିଆ ବ୍ଳକର ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଆଡକଟା ପଞ୍ଚାୟତ ସିତୁଳିଆ ସାହିରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ଅଜୁ ଗଡତିଆଙ୍କ ଚାଳ ଘର ଉପରେ ଗଛ ପଡ଼ି!-->…
Read More...
Read More...
କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଗୋପ ଓ କଣାସ ବନ୍ୟାଞ୍ଚଳ ପରିଦର୍ଶନ
ପୁରୀ : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲାର ଗୋପ ଓ କଣାସ ବ୍ଲକ ର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ । ଗୋପ ବ୍ଲକର ଖଣ୍ଡିଆକୁଦ ସ୍ଥିତ ଘାଇ ସ୍ଥଳକୁ ଆୟୁକ୍ତ ବୁଲି ଦେଖିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।!-->…
Read More...
Read More...