Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂତନ ଅଧ୍ୟକ୍ଷ ଭାବେ ପ୍ରଭାତ ଶତପଥୀଙ୍କ ଦାୟିତ୍ୱ ଗ୍ରହଣ
ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ସ୍ଥିତ ଗନ୍ଧରାଡି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଭାବେ ଆଜି ପ୍ରଭାତ କୁମାର ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ପଣ୍ଡାଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯେ ଜୁନ ୩୦ ତାରିଖରେ!-->…
Read More...
Read More...
୨ ବାଇକ ମୁହାଁମୁହିଁ ଧକ୍କା ; ୨ମୃତ,ଜଣେ ଗୁରୁତର
ବୌଦ୍ଧ: ବୌଦ୍ଧ-ବଲାଙ୍ଗୀର ଜାତୀୟ ରାଜପଥ ନଂ. ୫୭ର ଖୁଣ୍ଟବନ୍ଧ ଛକ ନିକଟରେ ଆଜି ଦିନ ପ୍ରାୟ ୨ଟା ସମୟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ବାଇକ ଚାଳକ ମୃତ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଖବର ଦେବାରୁ ତିନି ଜଣଙ୍କୁ ବୌଦ୍ଧ!-->…
Read More...
Read More...
ସୁବର୍ଣ୍ଣପୁରଠାରେ ତ୍ରିରଙ୍ଗା ଯାତ୍ରା
ସୁବର୍ଣ୍ଣପୁର : ଆଜାଦି କା ଅମୃତ ମହୋତ୍ସବ ଅବସରରେ ଆଜି ସହରର ବାଲାଜୀ ମନ୍ଦିର ପରିସରରୁ ତ୍ରିରଙ୍ଗା ଯାତ୍ରାର ଏକ ବିଶାଳ ପଟୁଆର ଯୁବନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ବାହାରି ସ୍ଥାନୀୟ ବ୍ଲକଛକ ସନ୍ନିକଟସ୍ଥ ବଜାର ସହ ନଗର ପରିକ୍ରମା କରିଥିଲେ । ଏହି ଯାତ୍ରାରେ ପ୍ରଥମେ!-->…
Read More...
Read More...
ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥାବସ୍ଥା
ନୂଆଦିଲ୍ଳୀ: ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ଖୁସି ଖବର। ଦିଲ୍ଲୀ ଏମ୍ସରୁ ଖବର ମିଳିଛି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଛି। ପୂର୍ବାପେକ୍ଷା ତାଙ୍କ ଶରୀରରେ ଚିକିତ୍ସାର ପ୍ରଭାବ ଦେଖା ଦେଉଛି ବୋଲି ତାଙ୍କର ଚିକିତ୍ସା କରୁଥିବା ଏମ୍ସର ଡାକ୍ତରୀ!-->…
Read More...
Read More...
ନବଦମ୍ପତିଙ୍କୁ ରାଜ୍ୟ ସରକାର ଦେବେ ଗିଫ୍ଟ, ସେପ୍ଟେମ୍ବରରୁ ଲାଗୁ ହେବ ଏହି ଯୋଜନା
ଭୁବନେଶ୍ବର: ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର ଏନଆରଏଚଏମ୍ ତରଫରୁ ଦିଆଯିବ “ନବଦମ୍ପତି ଗିଫ୍ଟ”। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଓ ଏନଆରଏଚଏମ୍ ନିର୍ଦେଶିକା ଶାଲୀନି!-->…
Read More...
Read More...
ସେପ୍ଟେମ୍ବରକୁ ଘୁଞ୍ଚିଲା ୟୁଜିସି ନେଟ୍ ୨ୟ ପର୍ଯ୍ୟାୟ ପରୀକ୍ଷା
ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନେଟ୍ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ସେପ୍ଟେମ୍ବରକୁ ଘୁଞ୍ଚିଛି । ଚଳିତ ମାସ ୧୨ରୁ ୧୪ ଭିତରେ ପରୀକ୍ଷା ନହୋଇ ସେପ୍ଟେମ୍ବରରେ ହେବ । ସମୁଦାୟ ୬୪ଟି ବିଷୟର ପରୀକ୍ଷା କରାଯିବ ।ସେପ୍ଟେମ୍ବର ୧୧ରେ କେଉଁ ସହରରେ ପରୀକ୍ଷା ହେବ!-->…
Read More...
Read More...
ସୁଙ୍ଗୁଡା ପଞ୍ଚାୟତ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ବାଇକ୍ ଶୋଭାଯାତ୍ରା
ଚଣ୍ଡିଖୋଲ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କା ଅମୃତ ମହୋତ୍ସବ । ଏହି ଅବସରରେ ସୁଙ୍ଗୁଡା ପଞ୍ଚାୟତ ସରପଞ୍ଚ ଅଞ୍ଜୁଲତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ସଚେତନତା ବାଇକ ଶୋଭାଯାତ୍ରା ପଞ୍ଚାୟତ ପରିକ୍ରମା କରିଥିଲା । ଏହି ସଚେତନତା ଯାତ୍ରାରେ ପୂର୍ବତନ ସରପଞ୍ଚ!-->…
Read More...
Read More...
ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ପୁଲିସ ଅଫିସରଙ୍କୁ ମିଳିବ ପଦକ
ଭୁବନେଶ୍ୱର: ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ପୁଲିସ ଅଫିସରଙ୍କୁ ପଦକ ଦିଆଯିବା ନିମନ୍ତେ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ପୁଲିସ୍ ଅଧିକାରୀ ରହିଥିବା ଜଣାଯାଇଛି। ଆସନ୍ତା ୧୫ ତାରିଖରେ ଗଣତନ୍ତ୍ର ଦିବସ ଅବସରରେ ଏହି ଦକ୍ଷମ!-->…
Read More...
Read More...
ଉପରମୁଣ୍ଡରୁ ବନ୍ୟାଜଳ ହଠାତ ମାଡ଼ି ଆସିବାରୁ ହୀରାକୁଦର ସ୍ଥିତି ଚିନ୍ତାଜନକ
ସମ୍ବଲପୁର:ଉପରମୁଣ୍ଡରୁ ବିପୁଳ ପରିମାଣରେ ବନ୍ୟାଜଳ ନିଷ୍କାସନ ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ହଠାତ ତୀବ୍ରତାର ସହ ବୃଦ୍ଧିପାଇଛି ଓ ସେହି ଅନୁରୂପେ ମହାନଦୀର ଜଳ ମଧ୍ୟ ନିଷ୍କାସିତ ହେଉଛି । ଶୁକ୍ରବାର ମଧ୍ୟାହ୍ନ ୧୨ଟା ସୁଦ୍ଧା ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ଅନୁସାରେ!-->…
Read More...
Read More...
ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ କଣ୍ଟାବାଞ୍ଜି ଏସବିଆଇ ଶାଖା ପକ୍ଷରୁ ସଚେତନ ରାଲି
କଣ୍ଟାବାଞ୍ଜି : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ଅଗଷ୍ଟ ମାସ ୧୩ ରୁ ୧୫ ଚାଲିଥିବା ହର ହର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ନାରାକୁ ରାଲି ମାଧ୍ୟମରେ ଜନ ସଗେତନତା କରିଛନ୍ତି କଣ୍ଟାବାଞ୍ଜି ଏସବିଆଇ ମୁଖ୍ୟ ଓ ସହାୟକ ଶାଖା ସମୂହ, ଏସବିଆଇ ଲୋଗୋ ରହିଥିବା ବ୍ୟାନର,!-->…
Read More...
Read More...