Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ରମନ୍ତ୍ରୀଙ୍କୁ ତୀବ୍ର ବିରୋଧ କରାଯିବ : ଅରୁଣ ସାହୁ
ଦଶପଲ୍ଲା : ଆଜି ପୂର୍ବତନ ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଅରୁଣ ସାହୁ ଏକ ପ୍ରେସ ମିଟ କରି କେନ୍ଦ୍ରମନ୍ତ୍ରୀଙ୍କ ରିଭ୍ୟୁ ମିଟିଂକୁ ତୀବ୍ର ବିରୋଧ କରାଯିବ ବୋଲି କହିଛନ୍ତି । ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ କାର୍ଯ୍ୟାଳୟରେ କେନ୍ଦ୍ର ଖାଦ୍ୟ ଯୋଗାଣ ଗ୍ରାମୀଣ ବିକାଶ ମନ୍ତ୍ରୀ ସାଧ୍ୱୀ!-->…
Read More...
Read More...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ୨୬ ବିଧାୟକ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଓଡ଼ିଶାର ବିଧାୟକ। ସେଥିପାଇଁ ଆସନ୍ତାକାଲି ଏହି ୨୬ ବିଧାୟକ ଦିଲ୍ଲୀ ଅଭିମୁଖେ ବାହାରିବେ। ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ସମସ୍ତ ବିଧାୟକ ଦିଲ୍ଲୀ ଯିବେ।ଏହି ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ଜଣ, କଂଗ୍ରେସର ୩ ଜଣ,!-->…
Read More...
Read More...
ଲେଖକ ସାମ୍ମୁଖ୍ୟର ମାସାନ୍ତ ଆସର ଅନୁଷ୍ଠିତ
ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସଭାପତି ରବିନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆସରରେ ସମ୍ପାଦକ ବନ ବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ କବୟିତ୍ରୀ ଅଧ୍ୟାପିକା ହରପ୍ରିୟା!-->…
Read More...
Read More...
ଫୁଲବାଣୀର ରାଜା ମାର୍କେଟର ନୂତନ କର୍ମକର୍ତ୍ତା ଚୟନ
ଫୁଲବାଣୀ:-ଫୁଲବାଣୀ ରାଜା ମାର୍କେଟ କମିଟିର ନିର୍ବାଚନ ମାର୍କେଟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ରାଜା ମାର୍କେଟ କମିଟିର ପରାମର୍ଶଦାତା ଅରୁଣ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟର ହିସାବ ଦିଆଯାଇଥିଲା । ତା'ପରେ!-->…
Read More...
Read More...
ବିପଦସଙ୍କୁଳ ଅବସ୍ଥାରେ ୩ଫେଜ ବିଦ୍ୟୁତ୍ ତାର, ଆଶଙ୍କାରେ ଜନସାଧାରଣ
ଘୁ.ଉଦୟଗିରି: ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ସାରଙ୍ଗଧରପୁର ଗ୍ରାମର ପଛପଟେ ୩ଫେଜର ଅର୍ଥାତ୍ ୧୧୦୦୦ ଭୋଲ୍ଟେଜ୍ ବିଦ୍ୟୁତ ତାର କଲିନାଜୁ, ଝିମାଙ୍ଗିଆ, ଝିମା, ପଡ଼ିକିଆ, ଡକେଡି, ପାଙ୍ଗାନାଜୁ ଓ ସାରଙ୍ଗଧରପୁର୍କୁ ବିତରଣ ହେଉଥିବା ଟ୍ରାନ୍ସଫର୍ମରକୁ ସଂଯୋଗ!-->…
Read More...
Read More...
ଅଗ୍ନିକାଣ୍ଡରେ ୧୦ ବଖରା ଘର ଭସ୍ମୀଭୂତ
ପୁରୀ : ପିପିଲି ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୦ ବଖରା ଘର ଭସ୍ମୀଭୂତ । ଗତକାଲି ରାତି ପ୍ରାୟ ୧ଟା ସମୟରେ କିଛି ଦୁର୍ବୃତ୍ତ ପୂର୍ବ ଶତ୍ରୁତାକୁ ନେଇ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ଘରର ଆସବାବପତ୍ର ସହିତ,ଧାନ, ଚାଉଳ, ମୁଗ ବ୍ୟାପକ ନଷ୍ଟ!-->…
Read More...
Read More...
ଜି. ଉଦୟଗିରି ବ୍ରାହ୍ମଣ ସମିତି ଓ ପର୍ଶୁରାମ ବାହିନୀ ମିଳିତ ସାଧାରଣ ବୈଠକ, ସମ୍ବର୍ଦ୍ଧିତ ହେଲେ ଏନଏସି ଅଧ୍ୟକ୍ଷା,…
ଜି. ଉଦୟଗିରି : ଜି. ଉଦୟଗିରି ବ୍ରାହ୍ମଣ ସମିତି ଓ ପର୍ଶୁରାମ ବାହୀନି ମିଳିତ ସାଧାରଣ ବୈଠକ ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣ ସମିତି ସଭାପତି ବିନୋଦ ବିହାରୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବରିଷ୍ଠ ସଭ୍ୟ ରାଜେନ୍ଦ୍ର ମହାପାତ୍ର ପ୍ରଦୀପ!-->…
Read More...
Read More...
ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟିତ
ଜହ୍ନାପଙ୍କ,୩୧/୭: ଆଜି ଜଙ୍ଗଲ ପରିବେଶ, ସୂଚନା ଓ ଲୋକ ସମ୍ପର୍କ ତଥା ଗ୍ରାମ୍ୟ ଜଳ ଯୋଗାଣ ଓ ପଂଚାୟତରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ । ପ୍ରଥମେ ଖୁଂଟବନ୍ଧ ଗ୍ରାମୀଣ ପାଠାଗାର, ଲଷ୍ମୀପ୍ରସାଦ ପଂଚାୟତ ହନୁମାନ ବନ୍ଧରେ!-->…
Read More...
Read More...
ପୋଖରୀରେ ବୁଡି ଅଜା-ନାତି ମୃତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ କାନାଗୁଡ଼ାର ଛଞ୍ଚାଣକୋଟ ଠାରେ ଥିବା ଏକ ପୋଖରୀରେ ବୁଡି ଅଜା ଓ ନାତିଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ରବିବାର କାନାଗୁଡ଼ାର ଲବ ହରିଜନ(୬୨) ବିଲକୁ ଯାଇଥିଲେ । ତାଙ୍କ ନାତି ସୁରଜ ମଧ୍ୟ ଅଜା ସହିତ ଘରକୁ!-->…
Read More...
Read More...
ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ
ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ତପସ୍ୱିନୀ ଠାରେ ଆଜି ଅନୁଷ୍ଠିତ ଏକ ଜାତୀୟ ସମାବେଶରେ ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ ହୋଇଯାଇଛି । ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟର ଗୋଁଣ୍ଡ ବହୁଳ ୨୦ଟି ଜିଲ୍ଲାରେ ବସବାସ କରୁଥିବା ୨୦୧୧ ଜନଗଣନା ଅନୁସାରେ!-->…
Read More...
Read More...