Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁରୀରେ ଭୁଶୁଡିଲା ଛାତ: ୪ ଶ୍ରମିକ ଉଦ୍ଧାର, ଏବେବି ଫଶିଛନ୍ତି ଜଣେ ଶ୍ରମିକ
ପୁରୀ : ପୁରୀ ମଶାଣି ଚଣ୍ଡୀ ଛକରେ ଅଭାବନୀୟ ଘଟଣା । ଏକ ଘର୍ ନିର୍ମାଣ ଚାଲିଥିବା ବେଳେ ଘର ଛାତ ଭୁଶୁଡ଼ି ପଡ଼ିବାରୁ ୫ଜଣ ଶ୍ରମିକ ଆହତ ହୋଇଛନ୍ତି । ତେବେ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ରାଜ ମସ୍ତ୍ରୀ ଭରତ ଜେନାଙ୍କୁ ଉଦ୍ଧାର ଚାଲିଛ଼ି । ବିଭୂତି ମିଶ୍ର ନାମକ ଜଣେ ବ୍ୟକ୍ତି ଙ୍କ ଘର!-->…
Read More...
Read More...
ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏଣିକି ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ରାଜଧାନୀରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇଲେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସିର ଲକ୍ଷ୍ୟ ପୋଷ୍ଟର ମୁକ୍ତ ହେବ ସ୍ମାର୍ଟସିଟି । ଏନେଇ ଟ୍ୱିଟ ଯୋଗେ ସାଧାରଣ ଲୋକଙ୍କୁ!-->…
Read More...
Read More...
ଦଶପଲ୍ଲାକୁ ଆସିବେ ନୂଆ ବିଡିଓ
ଦଶପଲ୍ଲା : ରାଜ୍ୟରେ ଆଜି ବିଭିନ୍ନ ବ୍ଲକ୍ ଓ ତହସିଲରେ କାର୍ଯ୍ୟ କରୁଥିବା ନିର୍ଦ୍ଦେଶନାମା ଓଏଏସ୍ ଅଧିକାରୀମାନଙ୍କର ବଦଳି ପ୍ରକାଶ ପାଇଥିବା ବେଳେ ଏଥିରେ ଦଶପଲ୍ଲା ବ୍ଲକ୍ରେ ବିଡିଓ ବିଶ୍ୱରଂଜନ ବିଶ୍ୱାସଙ୍କ ବଦଳି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ତାଙ୍କର କଟକ ଜିଲ୍ଲା ବାରଙ୍ଗକୁ ବଦଳି!-->…
Read More...
Read More...
ବନ୍ଧୁକ ଦେଖାଇ ଲୁଟ, ଭୀମା ପାହାଡରେ ଅସୁରକ୍ଷିତ ପର୍ଯ୍ୟଟକ
ବଲାଙ୍ଗୀର: ଐତିହାସିକ ପର୍ଯ୍ୟଟନ ସ୍ଥଳି ଭୀମ ପାହାଡରେ ବନ୍ଧୁକ ମୁନରେ ଦାମୀ କ୍ୟାମେରା ଲୁଟି ନେଲେ ଦୁର୍ବୃତ୍ତ । କିଛି ଦିନ ପୂର୍ବରୁ ହରିଶଙ୍କର ଠାରେ ମଦୁଆଙ୍କ ଉପଦ୍ରବ ହେତୁ ସ୍ଥାନୀୟ ଲୋକଙ୍କ ମାଡପିଟ ଭିଡିଓ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଥିଲା । ଭୀମ ପାହାଡ ପର୍ଯ୍ୟଟନ କ୍ଷେତ୍ରର!-->…
Read More...
Read More...
ନାହିଁ ନାହିଁରେ ଚାଲିଛି ରାଇକିଆ ଉପ ଡାକଘର, ମିଳୁନି ଉପଯୁକ୍ତ ସେବା, ବଢୁଛି ଜନ ଅସନ୍ତୋଷ
ଘୁ.ଉଦୟଗିରି,୨୦/୭: କେନ୍ଦ୍ର ସରକାର ଜନସାଧାରଣଙ୍କ ଆବଶ୍ୟକତା ଉପଲବ୍ଧ କରି ଗ୍ରାମାଞ୍ଚଳରେ ଉପଯୁକ୍ତ ଆଉ ହାତପାହାନ୍ତାରେ ସେବା ପାଇବା ପାଇଁ ମୁଖ୍ୟ ଡାକଘର ସହିତ ଉପ ଡାକଘର କରିଛନ୍ତି । କିନ୍ତୁ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଜନସାଧାରଣ ଉପଯୁକ୍ତ ସେବା!-->…
Read More...
Read More...
ସମ୍ବଲପୁର ଜିଲ୍ଲାରେ ୬୫ କରୋନା ସଂକ୍ରମିତ ଓ ଜଣେ ମୃତ
ସମ୍ବଲପୁର: ଦୀର୍ଘ ଦିନ ପରେ କରୋନାର ପ୍ରତ୍ୟାବର୍ତ୍ତନ ଓ ନିରନ୍ତର ସଂକ୍ରମଣ ବୃଦ୍ଧି ଏଠାରେ ଚିନ୍ତାର କାରଣ ହୋଇଛି । ରାଜ୍ୟ ସରକାରଙ୍କ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ ଘଣ୍ଟାରେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମିତ ୬୫ ଜଣଙ୍କୁ ଚିହ୍ନଟ କରାଯାଇଛି ଓ ସ୍ଥାନୀୟ ବୁର୍ଲା ବଡ଼!-->…
Read More...
Read More...
ବାସ୍ତବତା ଠାରୁ ବହୁ ଦୂରରେ ସ୍ୱାସ୍ଥ୍ୟସେବା,ଖଟିଆରେ ବୁହାହେଲେ ରୋଗୀ
ଦଶପଲ୍ଲା : -ଖଟିଆରେ ବୁହାହେଲେ ରୋଗୀ । ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ । ଏମିତି ଏକ ଦାରୁଣ ଓ କରୁଣ ଚିତ୍ର ଦେଖୁବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଆଦିବାସୀ ବହୁଳ ଚଡେୟାପଲ୍ଲୀ ପଂଚାୟତର ମୁଜୁରୁବାଡି ଗ୍ରାମରେ । ଏହି ଗ୍ରାମର କିଶୋର ଚନ୍ଦ୍ର କହଁରଙ୍କ ପତ୍ନୀ!-->…
Read More...
Read More...
ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ
ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରା ଜଜ ଏବଂ ସ୍ୱତନ୍ତ୍ର ପୋସ୍କୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାରଣା କରି ଘଟଣାର ୮ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ସିପୁ ଦିଗାଲ (୩୧)କୁ!-->…
Read More...
Read More...
୫-ଟି ରୂପାନ୍ତରଣ ପାଇଁ ବିଭିନ୍ନ ସ୍କୁଲରେ ପ୍ରସ୍ତୁତି ବୈଠକ
ଜହ୍ନାପଙ୍କ: ବୌଦ୍ଧ ବ୍ଳକ ପଦ୍ମନପୁର ପଂଚାୟତ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ବୁଢ଼ୀପଦର ପରିସରରେ ୫ ଟି ରୂପାନ୍ତରଣ ପାଇଁ ଏକ ପ୍ରସ୍ତୁତି ବୈଠକ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ!-->…
Read More...
Read More...
ମହିଳା ଜୀବିକା ସୁରକ୍ଷା ମଞ୍ଚ ତରଫରୁ ସମାଜ ସାଥିଙ୍କ ଶିବିର
ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଦୁଇ ଦିନ ଧରି ସମାଜ ସାଥିଙ୍କ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ସମାଜ ସାଥିମାନେ ମାହାମାରି ସମୟରେ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ!-->…
Read More...
Read More...