Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରାବଣର ପ୍ରଥମ ସୋମବାରରେ ଶ୍ରୀଲୋକନାଥଙ୍କ ପୀଠରେ କାଉଡିଆଙ୍କ ଭିଡ
ପୁରୀ : ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପାଖରେ ଶ୍ରାବଣ ପ୍ରଥମ ସୋମବାରରେ ୨୦ ହଜାରରୁ ଅଧିକ ବୋଲବମ ଭକ୍ତ ଜଳଲାଗି କରିଛନ୍ତି । ବୋଲବମ ଭକ୍ତଙ୍କ ସହ ପ୍ରଥମ ଥର ପାଇଁ ସାଧାରଣ ଭକ୍ତ ଶ୍ରଦ୍ଧାଳୁ ଶ୍ରୀଲୋକନାଥଙ୍କ ଦର୍ଶନ କରିଥିଲେ ।ଶୃଙ୍ଖଳିତ ଦର୍ଶନ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ!-->…
Read More...
Read More...
ପିଆଜ ସଂରକ୍ଷଣ ଘର ବାଟବଣା, ପିଆଜ ଘରେ ଚାଲିଛି କୁକୁଡ଼ା ଚାଷ
ବୌଦ୍ଧ/ଜହ୍ନାପଙ୍କ,୧୮/୭- ରାଜ୍ୟରେ ପିଆଜ ଉତ୍ପାଦନ ବୃଦ୍ଧି ନେଇ ସରକାର ଯୋଜନା କରିଛନ୍ତି । ଆଗ୍ରହୀ ଚାଷୀଙ୍କୁ ବିହନ ଠାରୁ ଆରମ୍ଭ କରି ପିଆଜ ଘର ପାଇଁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ବୌଦ୍ଧ ବ୍ଲକରେ ଚାଷୀ ବାରମ୍ବାର କ୍ଷତି ସହିବାରୁ ପିଆଜ ଚାଷ ପ୍ରତି ବିମୁଖ ହେଲେଣି । ସରକାରୀ!-->…
Read More...
Read More...
ଏନଏସି କାର୍ଯ୍ୟାଳୟ ଠାରେ ବୁଲି ଭାଇଙ୍କ ବିୟୋଗରେ ଶୋକସଭା
ଘୁ.ଉଦୟଗିରି/୧୮/୭:- କନ୍ଧମାଳର ଜଣେ ବରିଷ୍ଠ ରାଜନୀତିଜ୍ଞ, ଆଇନଜୀବୀ, ସାମାଜିକ କର୍ମୀ, ଅନ୍ୟାୟ ବିରୋଧରେ ପ୍ରତିବାଦର ସ୍ୱର ତଥା ବିଜୁ ଜନତା ଦଳର କାଉନସିଲର ଲେକଚରର ବୁଲିଆନଙ୍କ ଗତ ୧୫ ତାରିଖରେ ଘୁ. ଉଦୟଗିରି ବାସଗୃହରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ପରେ ତାଙ୍କୁ ନିଜ ଗାଁର ଦଙ୍ଗିଆ!-->…
Read More...
Read More...
ଘୁ. ଉଦୟଗିରିରେ ଜୁଆ ଆଡ୍ଡା ଉପରେ ଚଢ଼ାଉ; ନଗଦ ୬୯୭୩୦ ଟଙ୍କା,୩ ବାଇକ୍ ସହ ୪ ଅଟକ
ଘୁ ଉଦୟଗିରି: ଦୀର୍ଘ ଦିନ ହେଲା ସହରର ୨ନଂ ୱାର୍ଡ ସ୍ଥିତ ଶଙ୍ଖସାହି ନିକଟରେ କିଛି ଦିନ ହେଲା ଏକ ଘରେ ଜୁଆ ଆଡ୍ଡା ଚାଲିଥିବା ବିଷୟରେ ସ୍ଥାନୀୟ ଏସଡିପିଓ ଡି ତିରୁପତି ରାଓ ପଟ୍ଟନାୟକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ନିଜେ ଯାଇ ଖବରର ସତ୍ୟାସତ ଜାଣିବା ନିମନ୍ତେ ସେଇ ସ୍ଥାନରେ!-->…
Read More...
Read More...
ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ପ୍ରଶିକ୍ଷଣ ଉଦଘାଟିତ
ବୌଦ୍ଧ,୧୮/୭:- ବୌଦ୍ଧ ଜିଲ୍ଲାସ୍ତରୀୟ ହାଇସ୍କୁଲ ହିନ୍ଦୀ ଶିକ୍ଷକ ମାନଙ୍କର ୧୨ ଦିନିଆ ହିନ୍ଦୀ ଶିକ୍ଷକ ନବୀକରଣ ପାଠ୍ୟକ୍ରମ ତାଲିମ ସ୍ଥାନୀୟ ଯୋଗେନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ଘିବେଲା ଆୟୋଜିତ ସଭାରେ ସଭାପତିତ୍ୱ!-->…
Read More...
Read More...
ଦେଶରେ ଦ୍ୱିତୀୟ ମଙ୍କିପକ୍ସ ପଜିଟିଭ ଚିହ୍ନଟ
କୋଚି: କରୋନା ଭୂତାଣୁ କବଳରୁ ଭାରତ ସଂପୂର୍ଣ୍ଣ ଭାବେ ମୁକ୍ତ ହୋଇନଥିବା ବେଳେ ଦେଶରେ ମଙ୍କିପକ୍ସ ଆତଙ୍କ ଦେଖାଦେଲାଣି । ଗତ ୧୪ ତାରିଖରେ କେରଳରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ସେହି କେରଳରୁ ଦ୍ୱିତୀୟ ମାମଲା ଚିହ୍ନଟ ହୋଇଛି । କେରଳର କୁନ୍ନୁର ଜିଲ୍ଳାରେ ଜଣେ ୩୧!-->…
Read More...
Read More...
ଗ୍ରାହକଙ୍କ ମୁଣ୍ଡରେ ଚଡ଼କ : ଚାଉଳ ଓ ଗହମ ସମେତ ଏକାଧିକ ସାମଗ୍ରୀରେ ଲାଗିଲା ୫% ଜିଏସ୍ଟି
ନୂଆଦିଲ୍ଲୀ,୧୮/୭: ଦରଦାମ ବୃଦ୍ଧିକୁ ନେଇ ଲୋକେ ଛଟପଟ ହେଉଥିବା ବେଳେ ଏବେ ସେମାନଙ୍କ ଉପରେ ପଡ଼ିଛି ଚଡ଼କ । କେନ୍ଦ୍ର ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି,ଯାହା ସେମାନଙ୍କୁ ଆହୁରି କଲବଲ କରାଇବ । ଆଜିଠୁ ମହଙ୍ଗା ହୋଇଛି ନିତିଦିନିଆ ଖାଉଟି ସାମଗ୍ରୀ । ନିତିଦିନିଆ ଖାଦ୍ୟ ସାମଗ୍ରୀ ଆଜିଠୁ!-->…
Read More...
Read More...
ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ପ୍ରଶାସନର ସଚେତନତା ସଭା
ଖପ୍ରାଖୋଲ : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗାଁରେ ରାଜସ୍ୱ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଉଦ୍ୟମରେ ଜବରଦଖଲ ଗୋଚର ଜମି ଉଦ୍ଧାର ପାଇଁ ସଚେତନତା ସଭା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ଖପ୍ରାଖୋଲ ବ୍ଲକ୍ ପ୍ରାଣୀ ସମ୍ପଦ!-->…
Read More...
Read More...
କନ୍ଧମାଳ ଜିଲ୍ଲାରେ ଆଉ ୭ ନୂଆ ପଜିଟିଭ ଚିହ୍ନଟ
ଫୁଲବାଣୀ- ସୋମବାର କନ୍ଧମାଳ ଜିଲ୍ଲାରେ ପୁଣି ୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ରବିବାର ୭ ନୂଆପଜିଟିଭକୁ ମିଶାଇ ଏଯାଏ ପଜିଟିଭ ସଂଖ୍ୟା ୨୪ରେ ପହଞ୍ଚିଛି । ଜିଲ୍ଲା ପ୍ରଶାସନର କଟକଣା ନଥିବାରୂ ମାସ୍କ ପିନ୍ଧିବା, ସାମାଜିକ ଦୂରତା କଥା ସମସ୍ତେ ଭୁଲିଗଲେଣି । କେହିବି କୋରାନା!-->…
Read More...
Read More...
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ, କହିଲେ ଏମିତି
ଭୁବନେଶ୍ବର : ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ତେବେ ଦଳ ନିଷ୍ପତ୍ତି ବାହାରକୁ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ମହମ୍ମଦ ମୋକିମ୍ । ଓଡିଆ ଭାବାବେଗ ଓ ଓଡିଆ ଝିଅକୁ ସମ୍ମାନ ଦେଇ ସେ ଭୋଟ୍!-->…
Read More...
Read More...