Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭବାନୀପାଟଣାଠାରେ ଯୁଗ୍ମ ଜନଶୁଣାଣି ଶିବିର
ଭବାନୀପାଟଣା : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ,କଳାହାଣ୍ଡି କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଯୁଗ୍ମ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ,!-->…
Read More...
Read More...
ପାଟଣାଗଡ଼ ବନବିଭାଗ ପକ୍ଷରୁ ୭୩ତମ ବନମହୋତ୍ସବ ପାଳିତ
ପାଟଣାଗଡ: ପାଟଣାଗଡ଼ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ୭୩ତମ ବନ ମହୋତ୍ସବ ପାଟଣାଗଡ଼ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ସୋମବାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୁପେ ରେଞ୍ଜ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶି, ସମ୍ମାନିତ!-->…
Read More...
Read More...
ନାରାୟଣନଗରରେ ଶ୍ରୀଜିଉଙ୍କ ବିଷ୍ଣୁ ଓ ନୃସିଂହ ଅବତାର
ଜହ୍ନପଙ୍କ:ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣନଗରରେ ଶ୍ରୀଜିଉଙ୍କ ଅବତାରର ଆଜି ଦ୍ୱିତୀୟ ଦିନ । ଆଜି ବିଷ୍ଣୁ ଓ ନୃସିଂହ ଅବତାରରେ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ଅବତାରକୁ ଦେଖିବାକୁ ମାଉସୀ ମନ୍ଦିରରେ ପ୍ରବଳ ଭିଡ ହୋଇଥିଲା ।
Read More...
Read More...
୬୦ ଗୋଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିଠାରେ ଗ୍ରାମ୍ୟମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିବା ଉଲ୍ଲେଖିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା!-->…
Read More...
Read More...
ବରାହ ବେଶରେ ଦର୍ଶନ ଦେଲେ ତିନି ଠାକୁର
ଘୁ ଉଦୟଗିରି:ସ୍ଥାନୀୟ ମାଉସୀ ମା’ ମନ୍ଦିର ପରିସରରେ ଆଜି ତିନିଠାକୁର ବରାହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମନ୍ଦିର ପୂଜକ ଅଚ୍ୟୁତାନନ୍ଦ ପଣ୍ଡା ଏବଂ ଭଗବାନ ପଣ୍ଡା ତିନି ଠାକୁରଙ୍କୁ ବରାହ ବେଶରେ ସଜେଇବା ପରେ ଧୂପଦୀପ ଆଳତି କରି ସନ୍ଧ୍ୟାରେ ତିନି ଠାକୁରଙ୍କୁ ଭକ୍ତ ମାନେ ଦର୍ଶନ!-->…
Read More...
Read More...
ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡ଼ି ଠାରେ ଠାକୁରଙ୍କର ମତ୍ସ୍ୟ ଓ କଚ୍ଛପ ଅବତାର ଦେଖିବାକୁ ମିଳିଛି । ଠାକୁରଙ୍କ ଦର୍ଶନ ସକାଶେ ସନ୍ଧ୍ୟା ହେଲେ ଭକ୍ତଙ୍କ ଭିଡ଼ ଜମୁଛି । ପାଗ ଅନୁକୂଳ ଥିବାରୁ ପୁରପଲ୍ଲୀରୁ ଭକ୍ତଙ୍କ ସୁଅ ଛୁଟିଥିବାର!-->…
Read More...
Read More...
ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼. ମନସ୍ୱିନୀ ଦାଶ, ଶିକ୍ଷା ବିଭାଗର ବରିଷ୍ଠ!-->…
Read More...
Read More...
ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର: ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ!-->…
Read More...
Read More...
ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଜାଗା ଚିହ୍ନଟ ନିମନ୍ତେ ତହସିଲଦାର ଓ ଏନଏସି ଅଧ୍ୟକ୍ଷା
ଘୁ. ଉଦୟଗିରି : ଘୁ. ଉଦୟଗିରି ଅଞ୍ଚଳ ନିମନ୍ତେ ବହୁବର୍ଷର ଆବଶ୍ୟକତା ବାଇପାସ୍ ରୋଡ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକଙ୍କ କିଛି ଦିନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରିବା ସହ ସବୁଜ ସଙ୍କେତ ଦେବା ପରେ ଆଜି ସ୍ଥାନୀୟ ତହସିଲଦାର ସୁଭ୍ରାଂଜଳି ପ୍ରଧାନ, ଆର ଆଇ, ଅମିନ ଓ ଅନ୍ୟ କର୍ମଚାରୀଙ୍କ!-->…
Read More...
Read More...
ଖପ୍ରାଖୋଲ ପଞ୍ଚାୟତକୁ ଚାଷୀଙ୍କ କୃଷି ବୀମା ଟଙ୍କା ନ ମିଳିବାରୁ ତହସିଲ ଅଫିସ ଘେରାଉ
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକରେ ଗତ ୨୦୨୦/୨୧ ବର୍ଷରେ ଭୟାବହ ମରୁଡି ଦେଖା ଦେଇଥିଲା । ଚାଷୀମାନେ କୃଷି ବୀମା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ଟଙ୍କା ପାଇ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଲୋକେ ଋଣ କରି ନିଜର!-->…
Read More...
Read More...