Browsing Category

ରାଜ୍ୟ

‘ଆରୋଗ୍ୟ ରତ୍ନ’ ସମ୍ମାନରେ ସମ୍ମାନିତ ହେଲେ ଯୁବ ଡକ୍ଟର ନରସିଂହ ପ୍ରସାଦ ଚରତି

ପାରଳାଖେମୁଣ୍ଡି :ହାଲିଷ୍ଟିକ୍‌ ମେଡିସିନ ରିସର୍ଚ୍ଚ ଫାଉଣ୍ଡେସନ(ଏଚ୍‌ଏମ୍‌ଆର୍‌ଏଫ)ଦ୍ୱାରା ଆୟୋଜିତ ୨ୟ ପାରମ୍ପରିକ ଔଷଧ ବିଶ୍ୱ ସମ୍ମିଳନୀର ଏକ ବର୍ଣ୍ଣାଢ଼୍ୟ ସମାବର୍ତ୍ତନ କାର୍ଯକ୍ରମରେ ଏସ୍‌ଆଇଏଫ୍‌ଏ ଆନ୍ତର୍ଜାତୀୟ ପୁରସ୍କାର ଓ ସମାବର୍ତ୍ତନ ଉତ୍ସବରେ ଯୁବ ଡକ୍ଟର ନରସିଂହ ପ୍ରସାଦ
Read More...

ଥାନା ସାମ୍ନାରେ ନିଜକୁ ଜାଳିଦେଲେ ଯୁବକ

ସାଲେପୁର : ଥାନା ସାମ୍ନାରେ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଲେପୁରର କିସନନଗରେ ଥାନା ନିକଟରେ। ଯୁବକ ଜଣଙ୍କ ଥାନା ସାମ୍ନାକୁ ଆସ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁରେ ପୋଡି ହୋଇ ସେ ଗୁରୁତର ହୋଇଛନ୍ତି ।
Read More...

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଭଉଣୀ ବିନ୍ଦୁ ବରିହାଙ୍କ ଅକାଳ ବିୟୋଗ

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ଦାବମାଲ ଗ୍ରାମର ସ୍ୱର୍ଗତ ବିଶିଷ୍ଟ ନାଏବ ସରପଞ୍ଚ ତଥା ବିଂଝାଲ ସମାଜ ସଭାପତି ଦୁର୍ଯ୍ୟେଧନ ବରିହାଙ୍କ ବଡ଼ ବୋହୂ ତଥା ଟଙ୍କଧର ବରିହାଙ୍କ ଧର୍ମପତ୍ନୀ ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହା ଭଉଣୀ ବିନ୍ଦୁ ବରିହା(୫୩) ଙ୍କ ଗତ ବୁଧବାର
Read More...

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପିର ସମ୍ବର୍ଦ୍ଧନା

ଚଣ୍ଡିଖୋଲ : ଏନଡିଏ ସମର୍ଥିତ ରାଷ୍ଟ୍ରପତି ପ୍ରାଥିନି ଦ୍ରୌପଦୀ ମୁର୍ମୁ ବୁଧବାର ଅପରାହ୍ନରେ ମୟୂରଭଞ୍ଜରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବଡ଼ଚଣା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାନସଭା ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଅମର ନାୟକଙ୍କ ନେତୃତ୍ୱରେ ଜିଲ୍ଲା
Read More...

ବିଜେଡିର ଏହି ଦୁଇମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ନୂଆଦିଲ୍ଲୀରେ ବିଜେଡିର ଦୁଇ ମନ୍ତ୍ରୀ ଉପସ୍ଥିତ ରହିବେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟ୍ବିଟରରେ ସୂଚନା ଦେଇଛନ୍ତି। ଏଥିସହ ସେମାନେ ଶ୍ରୀମତୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ
Read More...

ମରଣଯନ୍ତା ପାଲଟିଛି କୁଆଁରିଆ ସେତୁ

ଦଶପଲ୍ଲା :ଦଶପଲ୍ଲାର ପ୍ରାଣକେନ୍ଦ୍ର ତଥା ବ୍ୟବସାୟିକ ପେଣ୍ଠସ୍ଥଳ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଦୁର୍ଗାବଜାରଠାରେ ଥିବା କୁଆଁରିଆ ସେତୁ ଖାଲଖମାରେ ଭର୍ତ୍ତି ହୋଇଛି । ପାଣି ନିଷ୍କାସନ ହୋଇ ପାରୁନଥିବା ହେତୁ ଅସରାଏ ବର୍ଷା ହେଲେ ସେତୁ ଉପରେ ଆଣ୍ଠୁଏ ପାଣି
Read More...

ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ନେଇ ୧୨
Read More...

ବାଲ୍ୟ ବିବାହ ନିରାକରଣ ନିମନ୍ତେ ଟେଣ୍ଟ ହାଉସ ମାଲିକ, ପୂଜକ ଓ ବିଭିନ୍ନ ସମାଜ ନେତୃବୃନ୍ଦଙ୍କ ସହଯୋଗ ଲୋଡିଲା ପ୍ରଶାସନ

ସୁବର୍ଣ୍ଣପୁର: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲପାଳଙ୍କ ସଭା ଗୃହରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଜିଲ୍ଲାର ଟେଣ୍ଟ ହାଉସ ମାଲିକ,ପୂଜକ ଓ ବିଭିନ୍ନ ସମାଜ ନେତୃବୃନ୍ଦଙ୍କ ସହ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଏକ ବୈଠକ
Read More...

ସମ୍ବଲପୁରର ନୂତନ ଜିଲ୍ଳାପାଳ ଅନନ୍ୟା ଦାସଙ୍କ ଯୋଗଦାନ

ସମ୍ବଲପୁର: ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ଅନନ୍ୟା ଦାସ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୨୦୧୫ ବ୍ୟାଚର ଆଇଏଏସ ଅଫିସର ଓ ଭାରତୀୟ ପ୍ରଶାସନିକ ସେବାରେ ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନ ଅଧିକାର କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ନୂତନ ଜିଲ୍ଲାପାଳଙ୍କୁ ଦାୟିତ୍ୱ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତୀୟ ବିଶ୍ୱ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପାତାଞ୍ଜଳି ଯୋଗ ପୀଠର ଗୁରୁ ବିଶ୍ୱେଶ୍ୱର ଦାସ, ପ୍ରଶିକ୍ଷଣ ମୁରଲୀ ପ୍ରଧାନ,
Read More...