Browsing Category

ରାଜ୍ୟ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା

ଭୁବନେଶ୍ୱର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କୁ ମିଳିଛି ଜେଡ୍‌ ପ୍ଲସ ସୁରକ୍ଷା । ଏନଡିଏ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ଏହି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି । ଯେଉଁଥିରେ ୧୦ରୁ ଅଧିକ ଏନ୍‌ଏସଜି ସହ ସିଆରପିଏଫ୍‌ କମାଣ୍ଡୋ
Read More...

ଘୂର୍ଣ୍ଣିବଳୟ:ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ପୂର୍ବାନୁମାନ

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ହେଉଛି ମୌସୁମୀ । ଆସନ୍ତା ୨୪ ତାରିଖରେ ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓ ଉପକୂଳ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ପକ୍ଷରୁ ପୂର୍ବାନୁମାନ
Read More...

ପାଟଣାଗଡ଼ ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରର ଚଳିତ ବର୍ଷ ରଥଯାତ୍ରା ପାଇଁ ସୁଭଦ୍ରା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦାନ କରି କାର୍ଯ୍ୟକୁ ଆଗେଇ ନେଇଥିଲେ । ସମ୍ମାନିତ ଅତିଥି ଭାବେ
Read More...

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହା ବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ଅଧ୍ୟାପକ ଡକ୍ଟର ସୁମନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବାଇକ-କାର ଧକ୍କାରେ ବାଇକ ଅରୋହୀଙ୍କ ମୃତ୍ୟୁ

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ରତଙ୍ଗ ପଂଚାୟତର ଡାଙ୍ଗିଡିକିଆ ଗ୍ରାମର କଂସ କହଁର ଫିରିଙ୍ଗିଆ ହାଟକୁ ଆସି ଘରକୁ ଫେରୁଥିବା ବେଳେ ଡାଙ୍ଗିଡ଼ିକିଆ ଛକ ଠାରେ ଏକ ହୁଣ୍ଡାଇ କାର ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ କଂସଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହା
Read More...

ଆଇନସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବୌଦ୍ଧ,୨୧/୬ : - ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉପଲକ୍ଷେ ଏକ ଯୋଗ ଶିକ୍ଷା ଏବଂ ଧ୍ୟାନ ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ବିକ୍ରମ କୁମାର ପ୍ରଧାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୋଗ ଶିବିରରେ ପରିବାର
Read More...

ମୃତ୍ୟୁ ଏପରି ମଧ୍ୟ ଆସେ : ଟ୍ରକ ଚକ ଫାଟି ମାଡି ଯିବାରୁ ଯୁବକ ମୃତ, ମାଉସୀ ପୁଅ ଭାଇ ଗୁରୁତର

ସୁବର୍ଣ୍ଣପୁର: ମୃତ୍ୟୁ ଯେ କେତେବେଳେ କିଭଳି ଆସିବ କଳନା କରିବା ଅସମ୍ଭବ । ଟ୍ରକ ଚକ ଫାଟି ଦୁଇ ଯୁବକଙ୍କ ଉପରେ ମାଡି ଯିବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଘଟଣାରେ ଅଭିନବ ଗୁରୁ(୧୮)ଙ୍କ ମୃତ୍ୟୁ ହୋଇଥିବା ବେଳେ ମାଉସୀ ପୁଅ ରଶ୍ମିରଞ୍ଜନ
Read More...

ସୁବର୍ଣ୍ଣପୁର ଠାରେ ବିଶ୍ୱ ଯୋଗଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ସନ୍ଥ ଭୀମ ଭୋଇ ସେବା ଶ୍ରମ ଓ ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଆୟୋଜିତ ଜ଼ିଲ୍ଲା ପ୍ରଶାସନର ଏହି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳ
Read More...

ନକ୍ସଲ ଆକ୍ରମଣରେ ୩ ଯବାନ ସହିଦ

ନୂଆପଡ଼ା : ନକ୍ସଲ ଆକ୍ରମଣରେ ଆଜି ୩ ଜଣ ଯବାନ ସହିଦ ହୋଇଛନ୍ତି । ସେମାନେ ସିଆର୍‌ପିଏଫ୍‌ର । ନୂଆପଡା ଜିଲ୍ଲା ବୋଡେନ୍‌ ବ୍ଲକ୍‌ ପାଟଧରା ସଂରକ୍ଷିତ ଜଙ୍ଗଲରେ ମଙ୍ଗଳବାର ଯବାନମାନେ ଗୋଟିଏ କ୍ୟାମ୍ପରୁ ଅନ୍ୟ କ୍ୟାମ୍ପକୁ ଯିବା ବେଳେ ହୋଇଥିଲା ହମଲା । ସହିଦ ଯବାନମାନେ ହେଲେ ଶିଶୁପାଳ ସିଂହ,
Read More...

ଦଶପଲ୍ଲା ଆଦର୍ଶ ବିଦ୍ୟାଳୟ ନୂତନ ଗୃହ ଉଦଘାଟିତ

ଦଶପଲ୍ଲା,୨୧/୬ : - ଆଜି ଦଶପଲ୍ଲାରେ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଉଦଘାଟିତ ହୋଇଯାଇଛି । ଦଶପଲ୍ଲା-ଗଣିଆଁ ରାସ୍ତାର ଦୁଆର ଗାଁଠାରେ ପ୍ରତିଷ୍ଠିତ ଏହି ଆଦର୍ଶ ବିଦ୍ୟାଳୟକୁ ଆଜିଠାରୁ ପିଲାମାନଙ୍କ ପାଠପଢା ପାଇଁ ଉତ୍ସର୍ଗ କରାଯାଇଛି । ଉଦଘାଟନୀ ଉତ୍ସବରେ ବିଧାୟକ ରମେଶଚନ୍ଦ୍ର ବେହେରା,
Read More...