Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୁଲିସ ପକ୍ଷରୁ ମକଡ୍ରିଲ
ପୁରୀ: ଭକ୍ତମୟ ପରିବେଶରେ ହେବ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା । ଆଉ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ଭିଡନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୁଲିସ ଓ ରାପିଡ ଆକ୍ସନ ଫୋର୍ସଙ୍କର ହୋଇଛି ମକଡ୍ରିଲ । ଆରଏଏଫର ଗୋଟିଏ କମ୍ପାନୀ ଅର୍ଥାତ ୨୨୨ଜଣ ଓ!-->…
Read More...
Read More...
୫୨ଟି ଜୀବନ୍ତ କଇଛ ଜବତ, ୨ଜଣ ଅଭିଯୁକ୍ତ ଗିରଫ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ତରଫରୁ ୫୨ଟି କଇଛ ଜବତ ହୋଇଛି ଓ ଦୁଇ ଜଣ ଗିରଫ ହୋଇଛନ୍ତି ।ଉମରକୋଟ ବାନାଞ୍ଚଳ ଅଧିକାରୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ବନବିଭାଗ ପକ୍ଷରୁ ଦୁଇ କଇଛ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ।!-->…
Read More...
Read More...
ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ
ବୌଦ୍ଧ,୮/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରା ଗ୍ରାମରେ ସରସରା ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା କୁଲୁତା ସମାଜ ଆନୁକୂଲ୍ୟରେ ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି । ୩ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି!-->…
Read More...
Read More...
ମହାନଦୀରେ ଫସି ରହିଛନ୍ତି ୨ ହାତୀ
କଟକ: ମହାନଦୀରେ ଫସି ରହିଛନ୍ତି ୨ ହାତୀ। ଗତକାଲି ବିଳମ୍ବିତ ରାତ୍ରୀରେ ଆଠଗଡ ବନଖଣ୍ଡ ପଟରୁ ମହାନଦୀ ପାରି ହୋଇ ଭାଗୀପୁର ନିକଟରେ ଦୁଇ ହାତୀ (ଗୋଟିଏ ଦନ୍ତା ସହ) ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ସକାଳ ହୋଇଯିବାରୁ ଆଉ ଯାଇ ନପାରି ଵାଙ୍କୀ କଟକ ମୁଖ୍ୟ ରାସ୍ତା ସନ୍ନିକଟ ଭାଗୀପୁର!-->…
Read More...
Read More...
ମଦକୁ ବିରୋଧ, ତାତିଲେ ମହିଳା
ଦଶପଲ୍ଲା : ନୟାଗଡ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁଛି ମଦର ବନ୍ୟା, ଗାଁ ଗାଁରେ ଚୋରା ଦେଶୀ ଓ ବିଦେଶୀ ମଦବେପାର, ମଦୁଆଙ୍କ ସଂଖ୍ୟା ସହିତ ସେମାନଙ୍କର ଉପଦ୍ରବ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଗାଁର ଛୋଟଛୋଟ ପିଲାମାନେ ମଧ୍ୟ ଘରୁ ଟଂକା ଚୋରିକରି ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି ।!-->…
Read More...
Read More...
ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା
ଗଜପତି,୮/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରାକୁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ । ଏହି ଶୋଭାଯାତ୍ରା ସହର ପରିକ୍ରମା କରି ବିଭିନ୍ନ!-->…
Read More...
Read More...
ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଫକୀରମୋହନ ପଠନଶାଳା, ଉମରକୋଟ ଓ ବନ ସୁରଭି ପ୍ରକାଶନ, ଧୋଡ୍ରା ଆନୁକୂଲ୍ୟରେ ସାରସ୍ୱତ ସମାରୋହ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତଙ୍କ ତତ୍ତ୍ୱାବଧାନରେ!-->…
Read More...
Read More...
ସମ୍ବଲପୁର ନଗର ନିଗମ ଅଞ୍ଚଳରେ ପାଣି ପାଇଁ ହାହାକାର
ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଓ ନଗର ଉପକଣ୍ଠ ଅଞ୍ଚଳ ସ୍ଥିତ ଶଙ୍କର୍ମା ଗାଁରେ ପିଇବା ପାଣି ସମସ୍ୟାକୁ ନେଇ ଗୁହାରି କରିବା ପାଇଁ ସେଠାକାର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଜି ଆସିଥିଲେ । ଜିଲ୍ଲାପାଳ ସେତେବେଳେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିବାରୁ!-->…
Read More...
Read More...
ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମଦର ଟେରେସା ସମ୍ମାନ
ଫୁଲବାଣୀ: ସମାଜ ସେବା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଡ଼ଃ ନୃସିହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦାଜନକ ଜାତୀୟ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି । ମୁମ୍ବାଇର ଆମ୍ବେଦକର ରୋଡ଼ ସ୍ଥିତ ଦାମୋଦର ନାଟ୍ୟ ହଲରେ!-->…
Read More...
Read More...
ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ
ପାଟଣାଗଡ଼ : ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ । ଏହା କୌଣସି ନାଟକର ଡାଇଇଗ୍ ନୁହେଁ, ତାହା ସତ୍ୟ ଘଟଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ପାଟଣାଗଡ଼ ସହର କଚେରି କୋର୍ଟ ପରିସରରେ । ସତରେ ଭଗବାନ କାହାକୁ କେଉଁ ବୁଦ୍ଧି ବିବେକ ଦେଇଛନ୍ତି ତାହା ଜାଣିବା ମୁସ୍କିଲ ।!-->…
Read More...
Read More...