Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲା ଶିକ୍ଷା ନିରୀକ୍ଷକ କମଳାକାନ୍ତଙ୍କ ନବରଙ୍ଗପୁର ଗସ୍ତ
ନବରଙ୍ଗପୁର : ପାପଡାହାଣ୍ଡି ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଦେସେନା ପ୍ରଧାନଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ଆଶ୍ରମ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ନେଇ ଏକ ବୈଠକ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି!-->…
Read More...
Read More...
ପଦ୍ମ ଧରିଲେ ହାର୍ଦ୍ଦିକ ପଟେଲ
ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ହାର୍ଦ୍ଦିକ ପଟେଲ । ଗାନ୍ଧିନଗରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ହାର୍ଦ୍ଦିକ ବିଜେପିରେ ଯୋଗଦେଇଛନ୍ତି । ଯୁବନେତା ହାର୍ଦ୍ଦିକ ପଟେଲ ନିକଟରେ କଂଗ୍ରେସ ଛାଡ଼ିଥିଲେ ।କିଛି ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନିଜ ଇସ୍ତଫା!-->…
Read More...
Read More...
ଗରିବ କଲ୍ୟାଣ ସମ୍ମିଳନୀ : ଭିଡ଼ିଓ କନଫରେନସିଂ ମାଧ୍ୟମରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଗଜପତି,୨/୬:- ସାରା ଦେଶ ପାଇଁ ଗରିବ କଲ୍ୟାଣ ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ସମ୍ମିଳନୀ ମାନ୍ୟବର ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ସିମଲା ଠାରୁ ଭିଡ଼ିଓ କନଫେରେସିଂ ମାଧ୍ୟମରେ ଶୁଭାରମ୍ଭ କରିଥିଲେ । ଏହି!-->…
Read More...
Read More...
ପଶ୍ଚିମବଙ୍ଗ ଦମ୍ପତିଙ୍କ ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୨୯ ତମ ଶିଶୁକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପୋଷ୍ୟ ସନ୍ତାନ ଭାବେ ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲାର ଗୋଟିଏ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି ।ଗତ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ସମୟରେ ଜିଲ୍ଲାର ବିଭିନ୍ନ!-->…
Read More...
Read More...
ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ
ଗଜପତି,୨/୬:- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ନୂତନ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଭାବେ ଡକ୍ଟର ସୁଶାନ୍ତ ରଞ୍ଜନ ଦାଶ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସହକାରୀ କୃଷି ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର!-->…
Read More...
Read More...
ବିପୁଳ ପରିମାଣର କାଠ ଜବତ୍, ଖସିଗଲା ଅଭିଯୁକ୍ତ
ବେଆଇନ ଭାବେ ଚାଲି ଆସିଥିବା କାଠ ବ୍ୟବସାୟୀଙ୍କ ଘର ଉପରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର ଶାଳ ସାଇଜ୍ ସହ ଶାଗୁଆନ ପଟ୍ଟା ଜବତ କରାଯାଇଛି । ଗ୍ରାମର ବ୍ରଜବିହାରୀ ସାହୁ ଦୀର୍ଘ ଦିନ ଧରି ଘରେ ଚୋରା ଭାବରେ କାଠ, ପଟ୍ଟା ରଖି ବ୍ୟବସାୟ ଚଳାଇ ଆସିଥିଲେ । ଏ ସମ୍ପର୍କରେ ଖବରପାଇ!-->…
Read More...
Read More...
ଶୀତଳଷଷ୍ଠୀ ଯାତ୍ରାର ନୃସିଂହ ନିଉତା ବିଧି ଅନୁସାରେ ସମସ୍ତ ଦେବଦେବୀ ନିମନ୍ତ୍ରିତ
ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ନୃସିଂହ ନିଉତା ବିଧି ଅନୁସାରେ ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ପକ୍ଷରୁ ଗତ ରାତିରେ ସମସ୍ତ ଦେବଦେବୀ ନିମନ୍ତ୍ରିତ ହୋଇଛନ୍ତି । କହିବାକୁ ଗଲେ ମହାଦେବ ଶିବଙ୍କ ସହିତ ଆଦିମାତା ମହାଶକ୍ତି ପାର୍ବତୀଙ୍କ ଏହି ବିବାହ ବାସ୍ତବରେ ଅଲୋକିକ!-->…
Read More...
Read More...
ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ହକି ପ୍ରଶିକ୍ଷଣ ଆରମ୍ଭ
ବୌଦ୍ଧ,୨/୬:- ବୌଦ୍ଧ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଖେଳପଡ଼ିଆ ଠାରେ ତୃଣମୂଳସ୍ତରୀୟ ଦିନିକିଆ ହକି ପ୍ରଶିକ୍ଷଣ ଆରମ୍ଭ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ଉଦୟ ନାଥ ମାଝୀ ଏହି ଶିବିରକୁ ଉଦଘାଟନ କରି ଆଗ୍ରହର ସହିତ ପିଲାମାନେ ଏହି ହକି ଖେଳ କୌଶଳ ଶିଖିବାକୁ ପରାମର୍ଶ ଦେଇଥିଲେ ।!-->…
Read More...
Read More...
ଦେଶରେ ଉପର ମୁହାଁ କରୋନା ଗ୍ରାଫ
ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ କରୋନା ଗ୍ରାଫ । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାରେ ଗୋଟିଏ ଦିନ କମ୍ ହେଲେ ପରଦିନ ବୃଦ୍ଧି ହେଉଛି। ଆଜି ତିନି ହଜାର ଉପରେ ରହିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୭୧୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବୃଦ୍ଧି!-->…
Read More...
Read More...
ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲ୍ଲାର ୪୧ଟି ହାଇସ୍କୁଲ ୫-ଟି ରେ ସାମିଲ
ସୁବର୍ଣ୍ଣପୁର : ଗତକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୫ ଟି ଜିଲ୍ଲାର ୫୩୨ ଟି ହାଇସ୍କୁଲ ୫-ଟି ଉପକ୍ରମରେ ରୂପାନ୍ତରଣ କରାଯାଇଥିବାରୁ ଏହାକୁ ଭର୍ଚୁୁଆଲ ମୋଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି । ଭିଡିଓ କନଫରେନ୍ସ ରେ ୫-ଟି ସଚିବ ଭି. କେ ପାଣ୍ଡିଆନ ଏହାକୁ!-->…
Read More...
Read More...