Browsing Category

ରାଜ୍ୟ

୭ପୁଲିସ କର୍ମଚାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସମ୍ବଲପୁର : ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ନିଜ କାର୍ଯ୍ୟକାଳ ସମାପ୍ତି ପରେ ୭ ଜଣ ପୁଲିସ କର୍ମଚାରୀ ଙ୍କୁ ସସମ୍ମାନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପୁଲିସ ସୂତ୍ରରୁ ଏବିଷୟରେ ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ପୁଲିସ ଅଧିକ୍ଷକ ବାଟୁଲା ଗଙ୍ଗାଧର ସେମାନଙ୍କୁ ସେବା ନିବୃତ୍ତି
Read More...

ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ: ଜଣେ ମୃତ

ସମ୍ବଲପୁର:ସ୍ଥାନୀୟ କାଏସିର ରୋଡ଼ ସ୍ଥିତ ଏକ ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଯୋଗୁଁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଓ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

ନାଇକେନପାଲିରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ସୁବର୍ଣ୍ଣପୁର - ସୋନପୁର ସଦର ବ୍ଲକ ସ୍ଥିତ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ବ୍ଲକସ୍ତରୀୟ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ ହୋଇଯାଇଛି । ବ୍ଲକ ତାଲିମ କେନ୍ଦ୍ରରେ ଅନୁଷ୍ଠିତ ଏହି ପାଳନ ଉତ୍ସବରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀଙ୍କ ଅଧ୍ୟକ୍ଷତା
Read More...

ପୁଣିଥରେ ଚୀନ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା

ଦଶପଲ୍ଲା,୩୧/୫: - ପ୍ରସିଦ୍ଧ ଚାଇନା କବି, ସମ୍ପାଦକ, ଅନୁବାଦକ ‘ଜାଙ୍ଗ ଜି' ଦ୍ୱାରା ଚୀନ ଭାଷାରେ ଅନୁଦିତ ହେଲା ଆନ୍ତର୍ଜାତିକ ଖ୍ୟାତନାମା କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା । ସୂଚନା ଯୋଗ୍ୟଯେ,କବି ତଥା ସମ୍ପାଦକ ଜାଙ୍ଗ ଜି ପ୍ରସିଦ୍ଧ ସାହିତ୍ୟ ପତ୍ରିକା ରେଡିସନ ଅଫ ଦି
Read More...

ନୂଆଗାଁରେ ଅନୁଷ୍ଠିତ ହେଲା ଜନଶୁଣାଣି ଶିବିର

ଦଶପଲ୍ଲା,୩୧/୫: - ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ରାଜୀବ ଗାନ୍ଧୀ ସଦଭାବନା ଗୃହ ପରିସରରେ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଉପ ଜିଲ୍ଲାପାଳ ଲଗ୍ନଯିତ୍‌ ରାଉତ , ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ , ଅତିରିକ୍ତ ଆରକ୍ଷୀ
Read More...

“ଗ୍ରୀଷ୍ମ କାଳୀନ ବାଇବଲ ସମ୍ମିଳନୀ’ ଅନୁଷ୍ଠିତ

ଘୁ.ଉଦୟଗିରି,୩୧/୫:- କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଡୁଗୁଡ଼ି ଗ୍ରାମ ଠାରେ ଖ୍ରୀଷ୍ଟୀୟ ସମ୍ପ୍ରଦାୟ, ଗୁଡନିଉଜ ମଣ୍ଡଳୀର ଆୟୋଜନରେ ଏକ "ଗ୍ରୀଷ୍ମ କାଳୀନ ବାଇବଲ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ଯାହା ୨୯ ମଇରୁ ଆରମ୍ଭ ହୋଇଥିବାବେଳେ ଜୁନ ୧ ତାରିଖରେ ଶେଷ ହେବ ବୋଲି ଆୟୋଜକଙ୍କ ଠାରୁ ସୂଚନା
Read More...

ଅବ୍ୟବସ୍ଥା ଘେରରେ କୁଆଁରିଆ ମୃଗ ବିହାର

ଦଶପଲ୍ଲା,୩୧/୫:- ଦଶପଲ୍ଲାର ଏକମାତ୍ର ପର୍ଯ୍ୟଟନସ୍ଥଳୀ କୁଆଁରିଆ ଡ୍ୟାମ ଓ ମୃଗ ବିହାର । ଏହି ମୃଗ ବିହାରରେ ଗୋଟିଏ ପରେ ଗୋଟିଏ ମୃଗ ମୃତ୍ୟୁବରଣ କରିବା ଘଟଣା ପରିବେଶ ତଥା ପଶୁ ପ୍ରେମୀମାନଙ୍କ ମଧ୍ୟରେ ଚିନ୍ତା ଓ ଉଦବେଗର କାରଣ ହୋଇଛି । ମୃଗ ବିହାରର ମୃଗମାନଙ୍କୁ ବାହାରୁ ଖାଦ୍ୟ ଆଣି
Read More...

ସିଭିଲ ସର୍ଭିସ ପରୀକ୍ଷାରେ ସୋନପୁର ର କାର୍ତ୍ତିକ ପାଣିଗ୍ରାହୀ ହେଲେ ଓଡ଼ିଶା ଟପ୍ପର

ସୁବର୍ଣ୍ଣପୁର,୩୧/୫- ୟୁପିଏସସି ଦ୍ୱାରା ପରିଚାଳିତ ୨୦୨୧ ବର୍ଷର ସର୍ବଭାରତୀୟ ପ୍ରଶାସନିକ ସେବାର ପରୀକ୍ଷାଫଳ ଗତକାଲି ପ୍ରକାଶ ପାଇଛି । ଏଥିରେ ସୋନପୁରର କାର୍ତ୍ତିକ ପାଣିଗ୍ରାହୀ ଓଡିଶା ଟପ୍ପର ଭାବେ ସର୍ବଭାରତୀୟ ସ୍ତରରେ ୬୩ତମ ସ୍ଥାନରେ ରହି ସୋନପୁର ପାଇଁ ଗୌରବ ଆଣିଛନ୍ତି । ସେ ଦିଲ୍ଲୀ
Read More...

କପିଳେଶ୍ୱର ମନ୍ଦିରକୁ ନାହିଁ ସବୁଦିନିଆ ରାସ୍ତା

ବାଉଁଶୁଣି : ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତର କରଡ଼ାପଡା ଗ୍ରାମ ନିକଟ ବାଘନଦୀ କୂଳରେ ରହିଛି ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ମନ୍ଦିର । ମନ୍ଦିରର ଅବସ୍ଥିତି ତଥା ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଜଙ୍ଗଲିଆ ପରିବେଶର ଶାନ୍ତ ସ୍ନିଗ୍ଧ ବାତାବରଣ ଏଠାକୁ ଶ୍ରଦ୍ଧାଳୁ ମାନଙ୍କୁ ସହଜରେ
Read More...

ରାତ୍ରୀକାଳୀନ ରକ୍ତଦାନ ଶିବିରରେ ୧୦୦ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଥର ପାଇଁ ଆୟୋଜିତ ଏକ ରକ୍ତଦାନ ଶିବିରରେ ଗତରାତି ୧୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଠାରେ ରକ୍ତଦାନ ଶିବିର ଆୟୋଜନ କିଛି ନୂଆ କଥା ନୁହେଁ, କିନ୍ତୁ ଗତରାତି ପ୍ରଥମ ଥର ପାଇଁ ଏକ ରାତ୍ରି କାଳୀନ ରକ୍ତଦାନ ଶିବିର ସଫଳତାର ସହିତ ଆୟୋଜିତ ହୋଇଛି, ଯାହାକି
Read More...