Browsing Category

ରାଜ୍ୟ

ବର୍ଷା-ଅନୁଭବଙ୍କୁ ହାଇକର୍ଟଙ୍କ ତାଗିଦ

କଟକ: ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ସୋସିଆଲ ମିଡିଆରେ ମନ୍ତବ୍ୟ ନରଖିବାକୁୁ ଉଭୟଙ୍କୁ ହାଇକୋର୍ଟ ତାଗିଦ କରିଛନ୍ତି । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ
Read More...

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସହ ସଂଯୋଗୀକରଣ ନିମନ୍ତେ କର୍ମଶାଳା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ସହିତ ସଂଯୋଗୀକରଣ ୨୦୨୨- ୨୩ ଆର୍ଥିକ ବର୍ଷ ଏକ କର୍ମଶାଳା ମିଶନ ଶକ୍ତି ଜରିଆରେ ଅନୁଷ୍ଠିତ ହୋଇ ଯାଇଛି ।ଗତ ବର୍ଷ ଭଲ କାମ କରି ଥିବା
Read More...

ଗଜପତି ଜିଲ୍ଲାପାଳଙ୍କ ଆର ଉଦୟଗିରି ବ୍ଳକ ଗସ୍ତ, ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଆର ଉଦୟଗିରି ଗ୍ରାମର ଜନସ୍ୱାସ୍ଥ୍ୟ ବିଭାଗ ନିକଟରେ ନିର୍ମାଣ ହୋଇ ଥିବା ସିମେଣ୍ଟ ଇଟା ଫେକ୍ଟ୍ରିକୁ ଉଦଘାଟନ କରି ଏହାପରେ ରଣ୍ଡିବା କେ. ଏମ୍‌ ଭାଲିଆ ସାହି ଓ ମହେନ୍ଦ୍ରଗଡ଼ ୫-ଟି ରୂପନ୍ତିକରଣ ବିଦ୍ୟାଳୟ ରଣ୍ଡିବା ଗ୍ରାମରେ ବ୍ଳକ
Read More...

ଭୂ-ମାଫିଆଙ୍କ ଉପଦ୍ରବ ବିରୁଦ୍ଧରେ ମହିଳାଙ୍କ ପୁଲିସ ପାଖରେ ଗୁହାରି

ସମ୍ବଲପୁର: ସ୍ଥାନୀୟ ସିଟି ରେଲୱେ ଷ୍ଟେସନ ନିକଟସ୍ଥ ଅଞ୍ଚଳରେ ଭୂ-ମାଫିଆଙ୍କ ଉପଦ୍ରବ ବଢ଼ିବାକୁ ଲାଗିଛି ଓ ସେମାନଙ୍କ ଉପଦ୍ରବର ଶିକାର ହୋଇଥିବା ପରିବାରଙ୍କ ପକ୍ଷରୁ ବହୁସଂଖ୍ୟକ ମହିଳାମାନେ ଗୁହାରି କରିବା ପାଇଁ ଆଜି ଜିଲ୍ଲା ପୁଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ । କିନ୍ତୁ
Read More...

ପୁଅର କାଠ ଫାଳିଆ ମାଡ଼ରେ ମା’ର ଜୀବନ ଗଲା

ଫୁଲବାଣୀ:-ପୁଅର କାଠ ଫାଳିଆ ମାଡ଼ରେ ମା'ର ମୃତ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ସଦର ମହକୁମାର ବିଡ଼ାଙ୍ଗୀ ସାହିରେ । ଯାହା ସୂଚନା ରହିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ବିଡ଼ାଙ୍ଗୀ ସାହିରେ ମା' କସ୍ତୁରୀ କହଁର ଓ ପୁଅ ଜୀତେନ୍ଦ୍ର କହଁର, ଝିଅ କଳ୍ପନା କହଁର ରହି
Read More...

ଝାଟିପାବଲିର ଅବହେଳିତ ଶୈବପୀଠ କପିଳେଶ୍ୱର ମନ୍ଦିର

ବାଉଁଶୁଣି,୨୭/୫- ବୌଦ୍ଧବ୍ଲକ ମନୁପାଲି ପଞ୍ଚାୟତର ମହୁଲିଗ୍ରାମ ବାଘନଦୀ କୂଳ ନିକଟ ଝାଟିପାବଲି ପାହାଡ଼ ଉପରେ ଅବସ୍ଥିତ କପିଳେଶ୍ୱର ଶିବ ମନ୍ଦିର । ମନ୍ଦିର ନିର୍ମାଣର ସଠିକ ସମୟ ବିଷୟରେ କିଛି ଜଣାପଡିନଥିଲେହେଁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଘନ ବନାନୀ ମଧ୍ୟରେ ଅବସ୍ଥିତ ଏହି ମନ୍ଦିରକୁ ଦର୍ଶନ
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ଫୁଲବାଣୀ: ଫୁଲବାଣୀ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଭାସ୍କରଚନ୍ଦ୍ର ସାହୁ ଏକ ୧୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାର ବିଚାରଣା କରି ମାମଲାର ୧୩ ଜଣ ସାଖିଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୀଡ଼ିତାର ବୟାନକୁ ଆଧାର କରି ଘଟଣାର ଅଭିଯୁକ୍ତ
Read More...

ଡ଼ଃ ନୃସିଂହାନନ୍ଦ ପାଇଲେ ଉଡ୍ର ସମ୍ମାନ

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ଜନପ୍ରିୟ ସାହିତ୍ୟିକ ଡ଼ଃ ନୃସିଂହାନନ୍ଦ ମହାପାତ୍ରଙ୍କୁ ସମ୍ମାନଜନକ ଉଡ୍ର ସାହିତ୍ୟ ସମ୍ମାନ ୨୦୨୨ ପ୍ରଦାନ କରାଯାଇଛି । ମହାନଗର ନିଗମ ସମାରୋହ ଅବସରରେ ଗଂଜାମ ପିତଳର ଓଡ୍ର ସାହିତ୍ୟ ସଂସଦ ତରଫରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏଥିରେ ବହୁ ବିଶିଷ୍ଟ
Read More...

୩ ଶିକ୍ଷକ-ଶିକ୍ଷୟିତ୍ରୀରେ ଚାଲିଛି ୧୬୦ ପିଲାଙ୍କ ପାଠପଢା

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରାଇକଲା ପଞ୍ଚାୟତ କିଲକିଆ ଗ୍ରାମର ଆଶ୍ରମ ବିଦ୍ୟାଳୟ । ବହୁ ପୁରାତନ ଯାହା ୧୯୫୫ ମସିହାରେ ସ୍ଥାପିତ ହୋଇଥିଲା । ସ୍ୱତନ୍ତ୍ର ଭାବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ବିଦ୍ୟାଳୟ ନିର୍ମିତ
Read More...

ଗୋବିନ୍ଦ ଚନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ଦୟନୀୟ ଅବସ୍ଥା, ଅଫିସ୍‌ ଓ ଗୋଦାମ୍‌ ଗୃହରେ ପିଲା ପଢୁଛନ୍ତି ପାଠ

ଦଶପଲ୍ଲା : ଦଶପଲ୍ଲା ସହରର ସର୍ବ ପୁରାତନ ଗୋବିନ୍ଦ ଚନ୍ଦ୍ର ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୟନୀୟ ଚିତ୍ର ବେଶ୍‌ ବାରି ହୋଇପଡୁଛି । ୧୯୦୪ ମସିହାରୁ ପ୍ରତିଷ୍ଠିତ ଉକ୍ତ ବିଦ୍ୟାଳୟ ଅନେକ ମେଧାବୀ ଛାତ୍ରଙ୍କୁ ଉଚ୍ଚ ପଦ ପଦବୀରେ ଅବସ୍ଥାପିତ କରି ବେଶ୍‌ ସୁନାମ ଅର୍ଜନ କରି ପାରିଛି । ମାତ୍ର
Read More...