ସୋରିଷ ତେଲ ପାଦରେ ମାରନ୍ତୁ, କ’ଣ ହେବ ଜାଣନ୍ତୁ

0 696

ସୋରିଷ ତେଲ ମନୁଷ୍ୟର ବିଭିନ୍ନ କାର୍ଯ୍ୟରେ ଲାଗିଥାଏ । ଖାଲି ରାନ୍ଧିବା ପାଇଁ ଯେ ଏହା ଦରକାର ପଡ଼େ ତା’ନୁହେଁ, ବିଭିନ୍ନ ଔଷଧୀୟ କାର୍ଯ୍ୟରେ ମଧ୍ୟ ଏହା ଲାଗିଥାଏ । ବିଶେଷଜ୍ଞଙ୍କ ମତ ଅନୁସାରେ ସବୁଦିନ ଶୋଇବା ପୂର୍ବରୁ ଯଦି ତଳିପାଦରେ ସୋରିଷ ତେଲ ଲଗାଇବେ ତେବେ ଦୃଷ୍ଟି ଶକ୍ତି ବଢ଼ିବା ସହିତ ନାଭିରେ ସୋରିଷ ତେଲ ପକାଇଲେ ମନୁଷ୍ୟର ମୁହଁରେ ହେଉଥିବା ଡାର୍କ ସର୍କଲ, କଳା ଦାଗ, ବ୍ରଣ, ଦାଗ ଇତ୍ୟାଦିରୁ ମୁକ୍ତ ପାଇଥାନ୍ତି ବୋଲି ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

1 × four =