ଏଠାରେ କୁଆଁରୀ ଝିଅଙ୍କୁ ବିବାହ ମନା

0 212

ପ୍ରଶାନ୍ତ ମହାସାଗରର ଅନ୍ୟତମ ଦ୍ୱୀପ ଦେଶ ହେଉଛି ଗୁଆମ୍ । ଯୁକ୍ତ ରାଷ୍ଟ୍ର ଆମେରିକା ଅଧିକ ସ୍ୱତନ୍ତ୍ର ଶାସିତ ଅଂଚଳ ଭାବେ ପରିଗଣିତ ଏହି ରାଷ୍ଟ୍ରରେ ଥିବା ଜନଜାତିଙ୍କର ଏକ ଅଜବ ପରଂପରା ରହିଛି । ଏଠି କୁମାରୀତ୍ୱ ହରାଇନଥିବା ଯୁବତୀଙ୍କୁ ବିବାହ କରାଇବା କଷ୍ଟକର ହୋଇପଡେ । କୁଆଁରୀ ଝିଅକୁ ବିବାହ କରିବା ଲାଗି ଏହି କେହି ରାଜି ହୋଇନଥାନ୍ତି । ଫଳରେ ଯୁବତୀମାନଙ୍କ କୁମାରୀତ୍ୱ ନଷ୍ଟ କରିବାକୁ ସ୍ଥାନୀୟ ଯୁବକମାନେ ରୋଜଗାର ପନ୍ଥା ଭାବେ ବାଛି ନେଇଛନ୍ତି । ଏହି ଅଂଚଳର ହୃଷ୍ଟପୃଷ୍ଟ ଯୁବକମାନେ ବିଭିନ୍ନ ସ୍ଥାନରେ ବୁଲି ଯୁବତୀମାନଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିବା ସହ ସେମାନଙ୍କ କୁମାରୀତ୍ୱ ନଷ୍ଟ କରିଥାନ୍ତି ।ଥରେ ଯୁବତୀର କୁମାରୀତ୍ୱ ନଷ୍ଟ ହେଲା ପରେ ତା’ର ବିବାହ ଶୀଘ୍ର ହୋଇଯାଏ ।

hiranchal ad1
Leave A Reply

Your email address will not be published.

nineteen + 10 =