କୋଭିଡ୍ ହସ୍ପିଟାଲ୍ ପରିଦର୍ଶନରେ ଯିବେ ୫-ଟି ସଚିବ

0 105

ଭୁବନେଶ୍ୱର: ୫-ଟି ସଚିବ ଭିକେ ପାଣ୍ଡିଆନ୍ କେନ୍ଦୁଝର, ମୟୁରଭଂଜ ଓ ବାରିପଦା ଯାଇ ସେଠାରେ ଚିକିତ୍ସାର ଭିତ୍ତିଭୂମି, କାର୍ଯ୍ୟଦକ୍ଷତା ନେଇ ସ୍ଥିତି ପରଖିବେ । ଏହା ପୂର୍ବରୁ ସଚିବ ମହାଶୟ କେନ୍ଦ୍ରାପଡ଼ା ଓ ଯାଜପୁର ଗସ୍ତ କରି ଏ ସଂପର୍କରେ ସ୍ଥିତି ପରଖିଥିଲେ । ପ୍ରକାଶଯୋଗ୍ୟ ଯେ, ଓଡ଼ିଶା ଏକମାତ୍ର ରାଜ୍ୟ ଯେକି ଦେଶରେ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠାରେ ଏକ ନମ୍ବର ହୋଇପାରିଛି । ଏପର୍ଯ୍ୟନ୍ତ ରାଜ୍ୟରେ ୨୧ଟି କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା ହୋଇପାରିଛି ।

hiranchal ad1
Leave A Reply

Your email address will not be published.

one × 4 =