ଅପ୍ରେଲ୍ ୮ରେ ଦେଖନ୍ତୁ ସୁପର ପିଙ୍କ୍ ମୁନ୍‌

0 616

ନୂଆଦିଲ୍ଲୀ: ଆମେ ସମସ୍ତେ ସୁପର ମୁନ୍‌କୁ ଦେଖିଛେ । କିନ୍ତୁ ଆସନ୍ତା ୮ ତାରିଖରେ ସୁପର ପିଙ୍କ୍ ମୁନ୍‌କୁ ସମେସ୍ତ ଦେଖିବା । ଆଷ୍ଟ୍ରୋନମରମାନଙ୍କ କହିବା କଥା ଏହିଦିନ ଏହି ସୁପର ପିଙ୍କ୍ ମୁନ୍ ପୃଥିବୀ ନିକଟବର୍ତ୍ତୀ ହେବ । ଏହି ଦିନ ଅନ୍ୟ ଦିନମାନଙ୍କଠାରୁ ୩୦ ପ୍ରତିଶତ ବଡ଼ ଦେଖାଯିବ । ଯେଉଁଥିପାଇଁ ଏହାର ନାମକରଣ କରାଯାଇଛି ସୁପର ପିଙ୍କ୍ ମୁନ୍ । ଖାଲି ୩୦ ପ୍ରତିଶତ ବଡ଼ ନୁହେଁ ଆହୁରି ଉଜ୍ୱଳତମ ମଧ୍ୟ ଦେଖାଯିବ । ଅପ୍ରେଲ୍ ୭ ତାରିଖ ରାତି ଓ ୮ ତାରିଖ ଭୋର ସମୟରେ ପାଖାପାଖି ପୃଥିବୀର ୨୮୦୦୦ କିମି ନିକଟବର୍ତ୍ତୀ ହେବେ । ଚନ୍ଦ୍ର ପୃଥିବୀଠାରୁ ୩,୮୪,୦୦୦ କିମି ଦୂରରେ ଥିବା ବେଳେ ଉକ୍ତଦିନ ୩,୫୬,୦୦୦ରେ ରହିବେ ଏବଂ ୧୪ ପ୍ରତିଶତ ବଡ଼ ଏବଂ ୩୦ ପ୍ରତିଶତ ଉଜ୍ୱଳ ଭାବେ ଦେଖାଦେବେ ।

hiranchal ad1
Leave A Reply

Your email address will not be published.

four × four =