୩ ପରେ ବି ବଢ଼ିବ ଲକ୍‌ଡାଉନ୍ !

0 128

ନୂଆଦିଲ୍ଲୀ : ଚାଳିଶି ଦିନ ହେଲା ଲକ୍‌ଡାଉନ୍‌ରେ ଆବଦ୍ଧ ହୋଇ ରହିଥିବା ଭାରତବାସୀଙ୍କ ପାଇଁ ନିସ୍ତାର ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଘୋଷିତ ୪୦ ଦିନିଆ ଲକ୍‌ଡାଉନ୍ ଅବଧି ଆସନ୍ତା ୩ ତାରିଖରେ ଶେଷ ହୋଇଯାଉଥିଲେ ମଧ୍ୟ ମହାମାରୀ କରୋନା ନିୟନ୍ତ୍ରଣ ରୋକି ହୋଇପାରୁ ନାହିଁ । ଏହାକୁ ନଜର ରଖି ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଙ୍କେତ ଦେଇଛନ୍ତି । କିନ୍ତୁ ଏଥର ଲକ୍‌ଡାଉନ୍ ପୂର୍ବ ଭଳି ଟିକିଏ କୋହଳ ହେଲା ଭଳି ମନେ ହେଉଛି । କେବଳ ହଟସ୍ପଟ୍ ଅଞ୍ଚଳରେ ଲକ୍‌ଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ । ଯେଉଁ ଜିଲ୍ଲା, ରାଜ୍ୟ, ଅଧିକ ସଂକ୍ରମିତ ଅଛନ୍ତି ସେଠାରେ ପୂର୍ବଭଳି ଲକ୍‌ଡାଉନ୍ ବଳବତ୍ତର ରହିବ ।

hiranchal ad1
Leave A Reply

Your email address will not be published.

18 + 15 =