ଭୟାବହ ଅଗ୍ନିକାଣ୍ଡ,୧୩ ଜୀବନ୍ତ ଦଗ୍ଧ
ବ୍ୟାଙ୍କକ୍: ଥାଇଲ୍ୟାଣ୍ଡର ଚୋନବୁରୀ ପ୍ରାନ୍ତର ଏକ ନାଇଟ୍ କ୍ଲବରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ଦୟନୀୟ ମୃତ୍ୟୁ ହୋଇଛି । ଏଥିରେ ପୋଡିଯିବାରୁ ୩୫ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ସ୍ଥାନୀୟ ପୋଲିସ ପକ୍ଷରୁ ଏହି ସୂଚନା ମିଳିିଛି । ଥାଇଲ୍ୟାଣ୍ଡ ରାଜଧାନୀ ବ୍ୟାଙ୍କକ୍ ଦକ୍ଷିଣ!-->…
Read More...
Read More...