ମୁରବି ବିହିନ ପାଟଣାଗଡ ଡାକ୍ତରଖାନା,ରୋଗୀକୁ ମିଳୁନି ଉପଯୁକ୍ତ ଚିକିତ୍ସା

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏବେ ମୁରବିହିନ ହୋଇପଡିଛି । ଜିଲ୍ଲା ତଥା ଜିଲ୍ଲା ବାହାରେ ନାଁ କରିଥିବା ଏହି ଡାକ୍ତରଖାନାରେ ଦୀର୍ଘଦିନ ହେବ ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦ ଖାଲିପଡିଥିବାରୁ ପୁରା ଭୁଷୁଡି ପଡିଛି ଚିକିତ୍ସା ସେବା । ଲୋକ ମାନଙ୍କୁ ଠିକ…
Read More...

ଟି-୨୦ ବିଶ୍ୱକପ ପୂର୍ବରୁ ଏହି ୪ ସମସ୍ୟା ରୋହିତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ : ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବଡ ଟୁର୍ଣ୍ଣାମେଣ୍ଟ ପାଇଁ ମାତ୍ର କିଛି ମାସ ବାକି ଥିବାବେଳେ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ରୋହିତ ଶର୍ମାଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜରେ ଟିମ…
Read More...

ସୋନପୁର ପୋଲିସକୁ ସଫଳତା, ୫ ଡ଼କାୟତ ଗିରଫ

ସୁବର୍ଣ୍ଣପୁର : ଜିଲ୍ଲାରେ ହେଉଥିବା ବିଭିନ୍ନ ଚୋରୀ ଘଟଣାର ପର୍ଦ୍ଦାଫାସ କରିବା ସହିତ ଏକ ପାଂଚଜଣିଆଁ ଡକାୟତ ଦଳକୁ ଗିରଫ କରିବାରେ ସଫଳ ହୋଇଛି ସୋନପୁର ପୋଲିସ । ଗତ କିଛି ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ଆଖ ପାଖ ଅଂଚଳରେ କ୍ରମାଗତ ଭାବରେ ଚୋରି,ରାହାଜାନୀ ଓ ଡକାୟତି…
Read More...

୧୨ ଘଣ୍ଟିଆ ରେଢାଖୋଲ ବନ୍ଦ

ରେଢାଖୋଲ:ସମ୍ବଲପୁର- ଅନୁଗୋଳ ୫୫ଜାତୀୟ ରାଜପଥର ମରାମତି ଓ ସଂପୂର୍ଣ୍ଣ ନିର୍ମାଣ ଦାବିରେ ଆଜି ୧୨ ଘଣ୍ଟିଆ ରେଢାଖୋଲ ବନ୍ଦ ଡାକରା ଦିଆଯାଇଛି । ରେଢାଖୋଲ ନାଗରିକ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି । ବନ୍ଦ ଯୋଗୁ…
Read More...

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ

କଟକ: ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ଘର ଓ ଅଫିସ୍‌ରେ ଆଜି ସକାଳୁ ପଶିଛି ସିବିଆଇ ଟିମ୍‌ । କଟକ ଓ ପାରାଦୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ଏନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା…
Read More...

ଆଦିବାସୀ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସମ୍ବଲପୁର : ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆଗାମୀ ଅଗଷ୍ଟ ନ'ତାରିଖ ସ୍ଥାନୀୟ କୁଚିଣ୍ଡାଠାରେ ଏକ ଉପଖଣ୍ଡସ୍ତରୀୟ ବିରାଟ ଆଦିବାସୀ ସମାବେଶ ଅନୁଷ୍ଠିତ କରାଯିବା ପାଇଁ ସ୍ଥିର କରାଯାଇଛି । ଆଜି କୁଚିଣ୍ଡା ଆଦିବାସୀ ଭବନରେ ସ୍ୱତନ୍ତ୍ର ଭାବେ କୁଚିଣ୍ଡା ଉପଖଣ୍ଡରେ ବିଶ୍ୱ ଆଦିବାସୀ ଦିବସ…
Read More...

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ସୁବର୍ଣ୍ଣପୁର : ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୁମରକେଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଭଜବଳପୁର ଗ୍ରାମର ଏକ ନବବିବାହିତ ଅନୁରୀ ମହାନନ୍ଦ ତିନିବର୍ଷ ତଳେ କୁମରକେଳୀ ଗ୍ରାମରେ ବିବାହ କରିଥିଲେ । ଶ୍ୱଶୁର ଘର କହିବା ମୁତାବକ ଆଜି ସିଏ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଛନ୍ତି କିନ୍ତୁ…
Read More...

ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ

ରାୟଗଡା : ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସରେ ବଳି ପଡିଲା ଆଉ ଏକ ଜୀବନ । ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହାରିଛି ବାପା ଓ ବର୍ତ୍ତି ଯାଇଛନ୍ତି ୨ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡୁଦୁକାବାହାଲ ପଂଚାୟତର ଟିଟିଗୁଡା…
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ…
Read More...

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ନୋଡାଲ ବୈଠକ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । ଏଥିରେ କୃଷକ ପଞ୍ଜିକରଣ,…
Read More...