ଭାରତ ବିପକ୍ଷ ସିରିଜ୍ ପାଇଁ ଓ୍ୱେଷ୍ଟ ଇଣ୍ଡିଜ ଦଳ ଘୋଷଣା

ନୂଆଦିଲ୍ଲୀ : ଭାରତର ଇଂଲଣ୍ଡ ଗସ୍ତ ଶେଷ ହୋଇଛି । ଏବେ ଦଳ ଓ୍ୱେଷ୍ଟଇଣ୍ଡିଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଦଳ ତିନୋଟି ଦିନିକିଆ ଓ ୫ଟି ଟି୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ତେବେ ଭାରତ ବିପକ୍ଷରେ ଇଣ୍ଡିଜ ୧୩ ସଦସୀୟ ଦଳ ଘୋଷଣା କରିଛି । ଦଳକୁ ଷ୍ଟାର୍
Read More...

ଖୋଲିଲା ହୀରାକୁଦ ଗେଟ, ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ

ସମ୍ବଲପୁର: ବିଶ୍ୱ ପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାରରୁ ଆଜି ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟା ଅନୁସାରେ କ୍ରମାନୁସାରେ ଗୋଟିଏ ପରେ ଗୋଟିଏ କରି ପାଞ୍ଚଟି ଗେଟ ଖୋଲାଯାଇ ୧ଲକ୍ଷ, ୧ହଜାର ୧୫୬ ଘନଫୁଟ ବନ୍ୟାଜଳ ନିଷ୍କାସିତ ହେଉଛି ଓ ଠିକ
Read More...

ପ୍ରେମିକ ସାଜିଲା ସଇତାନ୍‌,ଦୁଷ୍କର୍ମ ପରେ ହତ୍ୟା

ବାଲିଗୁଡ଼ା:ପ୍ରେମିକ ସାଜିଲା ସଇତାନ୍‌ । ଦୁଷ୍କର୍ମ ପରେ ପ୍ରେମିକାକୁ ହତ୍ୟା କଲା ସଇତାନ୍‌ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଦଡିଙ୍ଗିଆ ଗ୍ରାମ ପଞ୍ଚାୟତର ଆମ୍ବେଦକର ନଗର ନିକଟରେ । ଗତ ତା: ୧୪.୦୭.୨୦୨୨ ରିଖ ଗୁରୁବାର ଦିନ ହୋଇଥିବା ଯୁବତୀ ହତ୍ୟା
Read More...

ନଦୀକୁ ଖସିଲା ବସ୍‌, ୧୩ ମୃତ

ଧାର୍‍ : ମଧ୍ୟପ୍ରଦେଶର ଧାର୍‍ ଜିଲାର ଖଲଘାଟରେ ଆଜି ଏକ ବଡ ଅଘଟଣ ଘଟିଛି। ନର୍ମଦା ନଦୀକୁ ବସ୍‍ ଖସିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଏଯାଏଁ ନଦୀରୁ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାସହ ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ୨୫ ରୁ ୨୭ ଜଣ ଏବେ ମଧ୍ୟ ନିଖୋଜ
Read More...

ଅନ୍ତର୍ଜାତୀୟ ପେଞ୍ଚାକ ସିଲାଟ ଚମ୍ପିୟାନସିପ ନିମନ୍ତେ ରେଫେରି ଭାବେ ହରିଷଙ୍କ ମାଲେସିୟା ଗସ୍ତ

ନବରଙ୍ଗପୁର : ଜୁଲାଇ ୨୦ ରୁ ୩୧ତାରିଖ ପର୍ଯ୍ୟନ୍ତ ମାଲେସିୟାର ମେଲାକ ସହରରେ ଅନୁଷ୍ଠିତ ହେବାକୁ ଥିବା ୧୯ତମ ବିଶ୍ୱ ପେଂଚାକ ସିଲାଟ ଚମ୍ପିୟାନସିପ ନିମନ୍ତେ ରେଫେରି ଭାବେ ଭାରତର ତିନି ଜଣଙ୍କ ମଧ୍ୟରୁ ଓଡ଼ିଶାର ଜଣେ ମାତ୍ର ମନୋନୀତ ହୋଇଛନ୍ତି । ସେ ନବରଙ୍ଗପୁର ଗାନ୍ଧିନଗରର ହରିଷ ଚନ୍ଦ୍ର
Read More...

ଆରମ୍ଭ ହେଲା ମାସିକ ଶ୍ରାବଣୀ ଯାତ୍ରା, ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା: ଆରମ୍ଭ ହୋଇଛି ମାସିକ ଶ୍ରାବଣୀ ଯାତ୍ରା । ପବିତ୍ର ଗୁରୁ ପୁର୍ଣ୍ଣିମାରୁ ଆରମ୍ଭ ହୋଇଛି ଶ୍ରାବଣ ମାସ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ନିକଟରେ ଜଳଲାଗି କଲେ କୋଟି ପୁଣ୍ୟ ମିଳେ । ସେଇ ବିଶ୍ୱାସ ନେଇ ମାନସିକଧାରୀ ମହାଦେବଙ୍କ ନିକଟରେ ଜଳାଭିଷେକ କରନ୍ତି ଏହି
Read More...

ଦ୍ରୌପଦୀଙ୍କ ପାଇଁ ବିଜେପି ବିଧାୟକଙ୍କ ଦୀପଦାନ

ପୁରୀ : ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିବାକୁ ବିଜେପିର ସମସ୍ତ ବିଧାୟକ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦୀପଦାନ କରିଛନ୍ତି ।ଜଣେ ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଜାରି, ମତଦାନ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ବିଧାନସଭାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ଏନେଇ ଦିଲ୍ଲୀର ସଂସଦ ଭବନରୁ ଆରମ୍ଭ କରି ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ସବୁଠି ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି । ବିଧାନସଭାରେ ପ୍ରଥମେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଭୋଟ୍‌ ଦେଇଛନ୍ତି ।
Read More...

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ

ଭୁବନେଶ୍ୱର: ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟା ନାଇଡୁ ଗୃହର ଉପାଧ୍ୟକ୍ଷ ପ୍ୟାନେଲ୍‌ ପୁନଃଗଠନ କରିଛନ୍ତି । ଏଥିରେ ଓଡ଼ିଆ ସାଂସଦ ଡ. ସସ୍ମିତ ପାତ୍ରଙ୍କ ସମେତ ଭୁବନେଶ୍ୱର କାଲିତା, ଇନ୍ଦୁବାଳା ଗୋସ୍ୱାମୀ, ଡ. ଏଲ୍‌ ହନୁମନ୍ତିଆ, ତିରୁଚି ଶିବା ଓ ଭି ବିଜୟସାଇ ରେଡ୍ଡି
Read More...

ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ଦୀପ ପ୍ରଜ୍ଜ୍ୱଳନ

ଘୁ.ଉଦୟଗିରି : ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବା ପାଇଁ ସ୍ଥାନୀୟ ବିଜେପି ତରଫରୁ ଘୁ. ଉଦୟଗିରି ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନଗର ବିଜେପି ତରଫରୁ
Read More...