ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର

ବୌଦ୍ଧ,୬/୭- ବୌଦ୍ଧ ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ନିରାପତ୍ତା ସପ୍ତାହ ପାଳନ ଅବସରରେ ବିପର୍ଯ୍ୟୟ ପରିଚାଳନା ଓ ପ୍ରାଥମିକ ଚିକିତ୍ସା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର
Read More...

ମୋଡେଲ ଡିଗ୍ରୀ କଲେଜରେ ପୁରସ୍କାର ବିତରଣୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ

ବୌଦ୍ଧ,୬/୭- ଆଜି ବୌଦ୍ଧ ଜ଼ିଲ୍ଲା ମୋଡେଲ ଡିଗ୍ରୀ କଲେଜ ଠାରେ ମୋ କଲେଜ ଅଭିୟାନ ଅନ୍ତର୍ଗତ ପୁରସ୍କାର ବିତରଣୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାନ୍ତି ଏବଂ ସମ୍ମାନୀତ ଅତିଥିଭାବେ ଜିଲ୍ଲା
Read More...

ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଶ୍ରୀ ଶ୍ରୀ ଯୋଗେଶ୍ୱର ମନ୍ଦିର, ଯୋଗ ବିହାର, ଛନ ଛାନ ଡୁଙ୍ଗୁରି ପରିସରରେ ଶ୍ରୀ ଶ୍ରୀ ରୁଦ୍ରେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା ତଥା ଅଷ୍ଟପ୍ରହରୀ ନିମନ୍ତେ ଅଧିବାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ କଳସ ଶୋଭାଯାତ୍ରାରେ
Read More...

ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି ପଲ୍ଲିଶ୍ରୀ ମେଳା

ପୁରୀ : ରଥଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ଠାରେ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଆୟୋଜିତ ହୋଇଛି ପଲ୍ଲିଶ୍ରୀ ମେଳା । ରଥଯାତ୍ରା ପୂର୍ବ ସଂଧ୍ୟାରେ ଉଦଘାଟିତ ଏହି ମେଳାରେ ମୋଟ ୨୮୦ ଗୋଟି ଷ୍ଟଲ ହୋଇଛି । ତନ୍ମଧ୍ୟରୁ ୨୫୫ ଗୋଟି କାରିଗର ମାନଙ୍କର ଥିବା
Read More...

ପାତାଳି କ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଆର୍‌ଡିସି ଓ ଜିଲ୍ଲାପାଳ

ସୁବର୍ଣ୍ଣପୁର : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଆଜି ଜିଲ୍ଲାର କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିବାସହ ପୂଜାର୍ଚ୍ଚନା କରିଥିଲେ । ପରେ ଉକ୍ତ କ୍ଷେତ୍ରରେ ଚାଲିଥିବା ବିଭିନ୍ନ
Read More...

ଜିଲ୍ଲାର ପ୍ରଥମ ମଡେଲ ପଞ୍ଚାୟତ ଭାବେ ମାଲିକାପଡି ପଞ୍ଚାୟତକୁ ନେଲା ଟିପିଏସଓଡିଏଲ

ଘୁ ଉଦୟଗିରି: ଓଡ଼ିଶାରେ ବିଦ୍ୟୁତ ଆବଣ୍ଟନ ଦାୟିତ୍ୱ ଟାଟା କମ୍ପାନୀ ନେବା ପରେ କିଛି କିଛି ନୂଆ ପଦକ୍ଷେପ ନେଉଥିବା ବେଳେ ଟିପିଏସଓଡିଏଲ ପକ୍ଷରୁ ଆଉ ଏକ ସଂସ୍କାର ମୂଳକ କାର୍ଯ୍ୟକ୍ରମ ପରିଚାଳନା, ବ୍ୟବସାୟିକ ଏବଂ ସିଏସଆର ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟକୁ ନେଇ ଗ୍ରାମପଞ୍ଚାୟତ ସ୍ତରରୁ ନିଜ
Read More...

ସୋନପୁରରେ ଶ୍ରୀଜିଉଙ୍କ ରାମ-ଲକ୍ଷ୍ମଣ ବେଶ

ସୁବର୍ଣ୍ଣପୁର :ଆଜି ସୋନପୁର ବଡ଼ବଜାର ସ୍ଥିତ ଗୁଣ୍ଡିଚା ମନ୍ଦିରରେ ବଡ ଜଗନ୍ନାଥ ଓ ବଳଭଦ୍ରଙ୍କର ରାମ-ଲକ୍ଷ୍ମଣ ବେଶ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବିରଳ ଦୃଶ୍ୟକୁ ଦେଖିବା ପାଇଁ ସଂଧ୍ୟା ସମୟରୁ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି ଲାଗିରହିଥିଲା । ସମସ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ
Read More...

ସମ୍ବଲପୁରରେ ହେବ “ଅଗ୍ନିବୀର” ପାଇଁ ସେନା ନିଯୁକ୍ତି ରାଲି

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାପ୍ତ ଏକ ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୯ ରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହର ଉପକଣ୍ଠ ସ୍ଥିତ ଜମାଦାରପାଲି ଠାରେ ଅଗ୍ନିବୀର ପାଇଁ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ସଂକ୍ରାନ୍ତରେ ଆଜି ଅତିରିକ୍ତ ଜିଲ୍ଲାପାଳ
Read More...