ଦାନା ବାନ୍ଧିପାରେ ଦୁଇଟି ଲଘୁଚାପ :୪ରୁ ବର୍ଷା ବଢ଼ିବ

ଭୁବନେଶ୍ୱର : ଓଡ଼ିଶା ଉପକୂଳ ପାଖରେ ଆସନ୍ତା ଦୁଇ ସପ୍ତାହ ଭିତରେ ଦୁଇଟି ଲଘୁଚାପ ଦାନା ବାନ୍ଧିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୩ ଦିନ ଭିତରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ।
Read More...

ଛାତ୍ର ବତ୍ସଳ ଶିକ୍ଷକଙ୍କ ଚାକିରୀରୁ ଅବସର ଗ୍ରହଣ

ଫୁଲବାଣୀ:-ଫୁଲବାଣୀ ଶିକ୍ଷକ ସମାଜରୁ ଜଣେ ନିଷ୍ଠାବାନ, କର୍ତ୍ତବ୍ୟ ପରାୟଣ, ଛାତ୍ରବତ୍ସଳ ଶିକ୍ଷକ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଅନନ୍ତ କିଶୋର ଦାଶ ଉକୁସୁଗଣ୍ଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ଅବସରରେ ଉକୁସୁଗଣ୍ଡା ଗ୍ରାମରେ ଶୋକର ଛାୟା
Read More...

ଅଧିକାରୀ ଆସିବାକୁ ଅମଙ୍ଗ,ତିନି ଦିନ ହେଲା ପ୍ରାଣୀଧନ ସହାୟକ କେନ୍ଦ୍ରରେ ତାଲା:ଗୋପାଳକ ହନ୍ତସନ୍ତ

ଜହ୍ନାପଙ୍କ,୩୦/୬: ପ୍ରାଣୀ ସଂପଦର ବିକାଶ ପାଇଁ ରାଜ୍ୟ ସରକାର ଗୋପାଳକ ମାନଙ୍କୁ ରିହାତିରେ ଗୋଖାଦ୍ୟ, ଘାସ ମଞ୍ଜି, ଗୁହାଳ ଯୋଗାଇ ଦେଉଥିବା ବେଳେ ପ୍ରାଣୀ ସମ୍ପଦର ଚିକିତ୍ସା ପାଇଁ ପ୍ରାଣୀ ସହାୟକ କେନ୍ଦ୍ର ଖୋଲା ଯାଇଛି । ଏହି ପରିପ୍ରେକ୍ଷୀରେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ
Read More...

ବିଜୟ ପ୍ରଧାନ ହେଲେ କିଆକଟା ସମବାୟ ସମିତିର ସଭାପତି

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ଭାବେ ହୃଦାନନ୍ଦ ମାଝୀ ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ । ସଭାପତି ପଦ ପାଇଁ କାଦପଡାର
Read More...

ଇନ୍ଦ୍ରଦ୍ୟୁମ୍ନ ମଲ୍ଲିକ ହେଲେ ଦୁତିପଡା ସମବାୟ ସମିତିର ସଭାପତି

ଫୁଲବାଣୀ/ଖଜୁରିପଡା:କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ଦୂତୀମେଣ୍ଡି ଠାରେ ଥିବା ଦୁତିପଡ଼ା ବହୁମୁଖୀ ସମବାୟ ସମିତି ଲିଃ କାର୍ଯ୍ୟାଳୟରେ ସଭାପତି ପାଇଁ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଏଥିରେ ନିର୍ବାଚନ ଅଧିକାରୀ ରାଧାକୃଷ୍ଣ ଆଚାରି ଯୋଗ ଦେଇ ନିର୍ବାଚନ ପ୍ରକ୍ରିୟା
Read More...

ପୁରୀକୁ ଗଡ଼ିଲା ରେଳ , ନୂଆଗାଁ ଷ୍ଟେସନ ହେଲା ଲୋକାର୍ପିତ

ଦଶପଲ୍ଲା,୩୦/୬: - ଖୋର୍ଦ୍ଧା - ବଲାଙ୍ଗିର ରେଳପଥରେ ଯୋଡ଼ିହେଲା ଆଉଏକ ନୂଆ ଅଧ୍ୟାୟ । ଆଜି ଅପରାହ୍ନ ଠିକ୍‌ ୫ ଘଟିକା ସମୟେ, ନୂଆଗାଁ ରେଳଷ୍ଟେସନକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କଲେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ
Read More...

ଭାରତ ବିପକ୍ଷ ଟେଷ୍ଟ ପାଇଁ ପ୍ଲେଇଙ୍ଗ ଏକାଦଶ ଘୋଷଣା କଲା ଇଂଲଣ୍ଡ

ବର୍ମିଙ୍ଗହାମ : ଆୟୋଜକ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଜୁଲାଇ ୧ ରୁ ଖେଳାଯିବାକୁ ଥିବା ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍‌ ଟେଷ୍ଟ ସିରିଜର ଶେଷ ଅବଶିଷ୍ଟ ମ୍ୟାଚ୍‌ ପାଇଁ ଏକାଦଶ ଖେଳାଳିଙ୍କ ନାମ ଘୋଷଣା କରିଛି । ଏଜବେଷ୍ଟନ୍‌ରେ ହେବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଜେମ୍ସ ଆଣ୍ଡରସନ ଇଂଲଣ୍ଡ ଦଳରେ
Read More...

ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ, ସଂଧ୍ୟାରେ ନେବେ ଶପଥ

ମୁମ୍ବାଇ : ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ହେବେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ । ରାଜ୍ୟର ପୂର୍ବତନ ସିଏମ ଦେବେନ୍ଦ୍ର ଫଡନାଭିସ୍‌ ଏହି ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି । ଏକନାଥ ସିନ୍ଦେ ଡେପୁଟି ସିଏମଙ୍କ ଏବଂ ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ହେବେ ଶପଥ ନେବେ ବୋଲି ବିଶ୍ୱାସ
Read More...

ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଞ୍ଚାୟତ ପିଇଓ । ଲାଞ୍ଚ ନେବା ବେଳେ ଧରାପଡିଲେ ପାତ୍ରପୁର ବ୍ଳକ୍‌ ତୁତୁବୁଡି ପଞ୍ଚାୟତ ପିଇଓ ରାଜେନ୍ଦ୍ର କୁମାର ବେହେରା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଘର ବାବଦର ଶେଷ ପର୍ଯ୍ୟାୟର ୩୦ ହଜାର ଟଙ୍କା ରିଲିଜ୍‌ କରିବାକୁ ୬ ହଜାର ଟଙ୍କା ଲାଞ୍ଚ
Read More...

ଶ୍ରୀଜୀଉଙ୍କ ଅପେକ୍ଷାରେ ତିନି ରଥ

ପୁରୀ : ଆରମ୍ଭ ହୋଇଛିଘୋଷଯାତ୍ରାର ଆଦ୍ୟ ପର୍ବ । ନବଦିନ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ସମସ୍ତ ପ୍ରସ୍ତୁତି ହୋଇଛି ଶେଷ ।ସିଂହଦ୍ୱାରରେ ବିଜେ କରିଛି ତିନି ରଥ । ରାତି ପାହାଲିରେ ରଥକୁ ବିଜେ କରିବେ ମହାପ୍ରଭୁ । ରଥ ପ୍ରସ୍ତୁତ ସାରଥୀ ବି ପ୍ରସ୍ତୁତ ।
Read More...