ଭାରତକୁ ଝଟକା : ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ବାଦ୍ ପଡ଼ିଲେ ରୋହିତ
ଲଣ୍ଡନ: ଆସନ୍ତା ୧ ତାରିଖରୁ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୫ମ ତଥା ଶେଷ ମ୍ୟାଚ ଖେଳାଯିବାକୁ ଥିବାବେଳେ ତାପୂର୍ବରୁ ଭାରତକୁ ଝଟକା ଲାଗିଛି । ପୂରା ମ୍ୟାଚରୁ ବାଦ ପଡ଼ିଛନ୍ତି ଅଧିନାୟକ ରୋହିତ ଶର୍ମା । କରୋନା ସଂକ୍ରମଣ କାରଣରୁ ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି!-->…
Read More...
Read More...