ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ ଉପଲକ୍ଷେ ସାମାଜିକ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଜୁ ଜନତା ଦଳର ରାଜ୍ୟ ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମ ଦିନରେ ଭିଏସଏସନଗରରେ ଯୁବନେତା ଡ଼ଃ ପ୍ରକାଶ ତ୍ରିପାଠୀଙ୍କ ସଂଯୋଜନାରେ ସ୍କୁଲ୍‌ ପିଲାମାନଙ୍କୁ ପେନ୍‌, ଚକୋଲେଟ ବଣ୍ଟନ କରାଯିବ ସହିତ ବୃକ୍ଷ ରୋପଣ କରାଯାଇଥିଲା । ବବି ଭାଇଙ୍କ ନେତୃତ୍ୱରେ
Read More...

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ, ଶ୍ରୀକ୍ଷେତ୍ର ଚଳଚଞ୍ଚଳ

ପୁରୀ: ଆଉ ମାତ୍ର ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ୧୫ଦିନର ଅନବସର ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ସେଠାରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।ଦୁଇବର୍ଷ ପରେ ନବଯୌବନ ଦର୍ଶନ ଲାଗି ଏଥର ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର
Read More...

ଫ୍ଲୋର ଟେଷ୍ଟକୁ ଚାଲେଞ୍ଜ: ସୁପ୍ରିମକୋର୍ଟ ଗଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ସରକାରଙ୍କୁ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ କରିଥିବା ଆମନ୍ତ୍ରଣକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛି ଶିବସେନା । ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ଶିବସେନା ନେତା ସୁପ୍ରିମକୋର୍ଟ ଯାଇଛନ୍ତି । ଆବେଦନରେ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଲାଗୁ
Read More...

ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚର ବୈଠକ ଓ ଦାବିପତ୍ର ପ୍ରଦାନ

ଘୁ ଉଦୟଗିରି: ଜିଲ୍ଲାର ଅଗ୍ରଣୀ ଲୋକ ସଙ୍ଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା କନ୍ଧମାଳ ଏକ ନିଆରା ଏବଂ ଭିନ୍ନ ଏକ ଆଦରଣୀୟ ଲୋକ ସଙ୍ଗଠନ ଯାହାକି ୨୦୦୯ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଗରିବ ଆଦିବାସୀ, ଦଳିତ, ନିଷ୍ପେସିତ ଓ ପଛୁଆ
Read More...

ଦିବ୍ୟାଙ୍ଗ ସରକାରୀ ଶିକ୍ଷକଙ୍କୁ ଗାଁରେ ବାସନ୍ଦ ଅଭିଯୋଗ

ଗଞ୍ଜାମ :ପୁରୁଷୋତ୍ତମପୁର ପୋଇରାସି ପଞ୍ଚାୟତ ତାରିଣୀପଲି ଗାଁରେ ବାସ କରି ରହିଥିବା ଦିବ୍ୟାଙ୍ଗ ସରକାରୀ ସ୍କୁଲ ଶିକ୍ଷକ ଏବଂ ଜନଜାତି ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଗାଁରେ ମାନସିକ, ଆର୍ଥିକ ନିର୍ଯାତନା ସହିତ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।ଜଣେ ଦିବ୍ୟାଙ୍ଗ ସରକାରୀ ଶିକ୍ଷକ
Read More...

ବଟଲର ଓ ମଲାନ ଯୋଡିଙ୍କ ବିଶ୍ୱ ରେକର୍ଡ ଭାଙ୍ଗିଲେ ହୁଡା-ସାମସନ ଯୋଡି

ନୂଆଦିଲ୍ଲୀ : ମଙ୍ଗଳବାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ୱିକେଟ୍‌ ପାଇଁ ଦୀପକ ହୁଡା ଏବଂ ସଞ୍ଜୁ ସାମସନ ୧୭୬ ରନ୍‌ ଭାଗିଦାରୀ କରିଥିଲେ । ଏହି ସହଭାଗୀତା ସହିତ ଉଭୟ ଏକ ବଡ଼ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ଟି -୨୦ ଇଣ୍ଟରନ୍ୟାସନାଲରେ ଦ୍ୱିତୀୟ
Read More...

ଟୁଙ୍ଗୁରୁ ଓ ବର୍ଷାଙ୍କ ବିରୋଧରେ ଏତଲା

ନିଶ୍ଚିନ୍ତକୋଇଲି: ଟୁଙ୍ଗୁରୁ-ବର୍ଷାଙ୍କ ପ୍ରେମ ନାଟକ ସାମଜ ଉପରେ କୁ-ପ୍ରଭାବ ପକାଉଛି ବୋଲି ଥାନାରେ ଅଭିଯୋଗ କଲେ ଲୋକେ । ଏବେ ସୋସିଆଲ ମିଡିଆରେ ହିରୋ ହିରୋଇନ ପାଲଟିଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଓ ବର୍ଷାଙ୍କ ବିରୋଧରେ ଥାନାକୁ ଗଲେ ଲୋକେ । ଏସବୁ ନାଟକ ଓ ପ୍ରହସନକୁ ବନ୍ଦ କରିବା ପାଇଁ
Read More...

ମହାରାଷ୍ଟ୍ର ସଙ୍କଟ: ଆସନ୍ତାକାଲି ଫ୍ଲୋର ଟେଷ୍ଟ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗି ରହିଥିବା ସଙ୍କଟ ମଧ୍ୟରେ ଆସନ୍ତାକାଲି(ଗୁରୁବାର) ବହୁମତର ପ୍ରମାଣ ଦେବ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ସରକାର । ଗୃହରେ ଫ୍ଲୋର ଟେଷ୍ଟ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିୟାରୀ । ଗତକାଲି ପୂର୍ବତନ
Read More...

ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା

ମାଲକାନଗିରି : ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା। ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା। ମୃତକ ହେଉଛନ୍ତି ମୋରମେଡ଼ ପଞ୍ଚାୟତର ସରପଞ୍ଚ ପତିରାମ କୁଡିଆମ। ସୂଚନାନୁଯାୟୀ, ତୈନାଡ ଥାନା ଅନ୍ତର୍ଗତ ମୋରମେଡ଼ ଗ୍ରାମ ପଞ୍ଚାୟତର
Read More...

ଇସ୍ତଫା ଦେଲେ ମୁକେଶ ଅମ୍ବାନୀ : ପୁଅ ହାତକୁ ଟେକିଦେଲେ ରିଲାଏନସ ଜିଓ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଇନମ୍‌ଫୋଟେକ୍‌ ଲିମିଟେଡର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ
Read More...