୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ- ପଶ୍ଚିମ ମୋସୁମୀ ବାୟୁ ସମଗ୍ର ରାଜ୍ୟକୁ ଅଗ୍ରସର ହୋଇ ଯାଇଥିବା ବେଳେ ଗତକାଲି ଠାରୁ ତମାମ୍‌ ରାଜ୍ୟରେ ମୌସୁମୀ ବର୍ଷା ଲାଗିରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ସହ ପାଖାପାଖି ୧୭.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହା ଗତ ୨୪ ଘଣ୍ଟାର ସ୍ୱାଭାବିକ…
Read More...

ରାଷ୍ଟ୍ରପତି ନିର୍ବାଚନ: ବିରୋଧୀଙ୍କ ପ୍ରାର୍ଥୀ ହେବେ ଯଶୱନ୍ତ ସିହ୍ନା, ୨୭ରେ କରିପାରନ୍ତି ପ୍ରାର୍ଥୀପତ୍ର ଦାଖଲ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପ୍ରାର୍ଥୀ ଚୟନ ପାଇଁ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସୂଚନାନୁସାରେ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି…
Read More...

ସୁବର୍ଣ୍ଣଶ୍ରୀ ମହିଳା ଉତ୍ପାଦକ ଗୋଷ୍ଠୀ ଦ୍ୱାରା ସ୍ୱତନ୍ତ୍ର ମ୍ୟାଙ୍ଗୋ ଆଇସକ୍ରିମ ପ୍ରସ୍ତୁତିର ଶୁଭାରମ୍ଭ

ସୁବର୍ଣ୍ଣପୁର - ସହର ନିକଟସ୍ଥ ହିକୁଡିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ କାଫେଟେରିଆଠାରେ ସୁବର୍ଣ୍ଣଶ୍ରୀ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମ୍ୟାଙ୍ଗୋ ଆଇସକ୍ରିମର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଦ୍ୱାରା ସ୍ୱତନ୍ତ୍ର ଆଇସକ୍ରିମ…
Read More...

ଦଶପଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

ଦଶପଲ୍ଲା : ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ ଶରୀର ଓ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ହେଉଛି ଏକ ଶ୍ରେଷ୍ଠ ମାଧ୍ୟମ । ଏହି ଅବସରରେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଦ୍ୟାଳୟ ମହାବିଦ୍ୟାଳୟ ସମେତ ଦଶପଲ୍ଲାର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ ହୋଇଯାଇଛି । ଆଜି ସକାଳୁ ସକାଳୁ…
Read More...

ନିଖିଳ ଓଡିଶା ଆଶାକର୍ମୀ ସଂଘ ପକ୍ଷରୁ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିକ୍ଷୋଭ

ପାଟଣାଗଡ଼: ନିଖିଳ ଓଡିଶା ଆଶାକର୍ମୀ ସଂଘ ପକ୍ଷରୁ ଆଗରୁ ବିଭିନ୍ନ ସମସ୍ୟା ସମ୍ପର୍କରେ କିଛି ଦିନ ତଳେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଧାରଣା ଦେବା ସହ ଦାବୀପତ୍ର ପ୍ରଦାନ କରାଯାଇଥିଲା । ହେଲେ ତାହା କୌଣସି ସୁଫଳ ମିଳିନଥିଲା । ଏହାର ପ୍ରତିବାଦରେ ପାଟଣାଗଡ଼ ବ୍ଲକ ଘସିଏନ ଗୋଷ୍ଠୀ…
Read More...

ନିୟତୀ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି : ନିୟତି ଭିନ୍ନକ୍ଷମ ପାଇଁ ସେବାରତ ଅନୁଷ୍ଠାନ ରଣିପେଣ୍ଠ ପକ୍ଷରୁ ଗୁମ୍ମା ରୋଡ ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଯୋଗ ଶିବିରରେ ଯୋଗଗୁରୁ ବିଘ୍ନେଶ୍ୱର ପଣ୍ଡା ସହଯୋଗୀ ଗୁରୁ ସୁରେନ୍ଦ୍ର ନାଥ ରଥ, ଭିନ୍ନକ୍ଷମ ପିଲାଙ୍କୁ ଯୋଗର ଆବଶ୍ୟକତା ସହ ଦୈନିକ…
Read More...

ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ୩୫୪ ଖଣ୍ଡ ପୋଷ୍ଟକାର୍ଡ ପ୍ରେରଣ

ବୌଦ୍ଧ,୨୧/୬:- ଅଲଓଡିଶା ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ଆଜି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୩୫୪ ଖଣ୍ଡ ହାତଲେଖା ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି । ବିଭିନ୍ନ ଦାବିନେଇ ସଭାପତି ତ୍ରିପୁରାରୀ ବେହେରାଙ୍କ ନେତୃତ୍ୱରେ ବୌଦ୍ଧ ମୁଖ୍ୟ ଡାକଘର ପୋଷ୍ଟ ବକ୍ସରେ ଗଳାଯାଇ ଏହି ପୋଷ୍ଟକାର୍ଡ ସବୁ…
Read More...

ବିଶେଷଜ୍ଞ କମିଟି (ଶିଶୁ ସୁରକ୍ଷା)ର ସୋନପୁର କାରାଗାର ପରିଦର୍ଶନ

ସୁବର୍ଣ୍ଣପୁର: ଗୃହ ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି ( ଶିଶୁ ସୁରକ୍ଷା )ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଜି ସୋନପୁର ଉପ କାରାଗାର ପରିଦର୍ଶନ କରିଛନ୍ତି । ଜିଲ୍ଲା ଆଇନ ସେବାପ୍ରାଧିକରଣ ସମ୍ପାଦିକା ସସ୍ମିତା ମିଶ୍ରଙ୍କ ତତ୍ତ୍ୱାବଧାନରେ କମିଟିର…
Read More...

ବହୁ ପ୍ରାନ୍ତୀୟ ସାହିତ୍ୟ ସମ୍ପାନରେ ଆସାମୀରୁ ଓଡ଼ିଆରେ ଅନୁବାଦିତ ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏକ ବହୁ ପ୍ରାନ୍ତୀୟ ସାହିତ୍ୟ ସମ୍ପାନରେ ଆସାମୀରୁ ଓଡ଼ିଆରେ ଅନୁବାଦିତ କ୍ଷୁଦ୍ରଗଳ୍ପ ସଂକଳନ "ଜେଜେମାଙ୍କ ଗପପେଡି' ଆଜି ଉନ୍ମୋଚିତ ହୋଇଯାଇଛି । ଆସାମରେ ସାହିତ୍ୟ ରଥୀ ରୂପେ ପରିଚିତ ପ୍ରଖ୍ୟାତ ସାହିତ୍ୟିକ…
Read More...

ବୌଦ୍ଧ:ବିଭିନ୍ନ ସ୍ଥାନରେ ଅଷ୍ଟମ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ

ବୌଦ୍ଧ,୨୧/୬:- ସମଗ୍ର ବିଶ୍ୱରେ ଅଷ୍ଟମ ବିଶ୍ୱ ଯୋଗ ଦିବସ ପାଳନ କରିବା ପାଇଁ ଆୟୋଜିତ ହୋଇଥିବା ବେଳେ ବୌଦ୍ଧଜିଲ୍ଲା ବିଭିନ୍ନ ସ୍ଥାନରେ ମହାସମାରୋହରେ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ପରିସରରେ ରହିଥିବା ଭିକାରୀ ମଣ୍ଡପ ଠାରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧିନରେ ଥିବା ନେହେରୁ…
Read More...