ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

ସମ୍ବଲପୁର:କୋମଳମତି ଶିଶୁମାନଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଣୁ ଶିଶୁ ଶ୍ରମିକ ନିରାକରଣ ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରିବା ପାଇଁ ଆଜି ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସଚେତନତା ରଥକୁ
Read More...

ପ୍ରଧାନଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନାପଙ୍କ ,୩୧/୫:- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କଉଡ଼ିଆତୋଳା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶେଷଦେବ ମିଶ୍ରଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଆୟୋଜିତ ସଭାରେ ସି ଆର ସି ସି ସନ୍ତୋଷ କୁମାର ଶତପଥି ସଭାପତିତ୍ୱ କରିଥିଲେ ।
Read More...

୪ ଦମ୍ପତିଙ୍କୁ ବିବାହ ସହାୟତା ପ୍ରଦାନ

ପୁରୀ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଜଣେ ସାବାଳକ ଭିନ୍ନକ୍ଷମ ବ୍ୟକ୍ତି ଜଣେ ସକ୍ଷମ ବ୍ୟକ୍ତିଙ୍କୁ ବିବାହ କରେ ତେବେ ତାଙ୍କୁ ବିବାହ ସହାୟତା ପ୍ରଦାନ କରାଯିବ । ସେହି ଆଧାରରେ ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମା ୪ ଦମ୍ପତିଙ୍କୁ ସହାୟତା
Read More...

ପୋଖରୀରେ ବୁଡି ବାଳକ ମୃତ

ଦଶପଲ୍ଲା : ପୋଖରୀରେ ବୁଡି ୮ ବର୍ଷ ନାବାଳକର ମୃତ୍ୟୁ ଘଟିଛି । ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡାପିଠା ଗାଁରେ । ମୃତ ନାବାଳକ ଜଣକ ନୂଆଗାଁ ଥାନା ଡିମିରିଝରି ଗାଁର ମନୁ ନାହାକଙ୍କ ପୁଅ ରମେଶ ନାହାକ ବୋଲି ଜଣାପଡିଛି
Read More...

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ

ଫୁଲବାଣୀ :ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କନ୍ଧମାଳ ଜିଲ୍ଲା ଖଜୁରୀପଡା ଥାନା ଅଂଚଳର ଗଣ୍ଡାକାଠୀ ଗାଁର ସିଗ୍‌ନେ ବେହେରାକୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି । ଜରିମାନା ଅନାଦୟେ ତାକୁ ଅଧିକ ୬ ମାସ ଜେଲ
Read More...

ସର୍ବ ଭାରତୀୟ ପବ୍ଲିକ୍‌ ସର୍ଭିସ ପରୀକ୍ଷାରେ ଦୁର୍ଗାଙ୍କ କୃତିତ୍ୱ

ଗଜପତି,୩୧/୫- ସର୍ବ ଭାରତୀୟ ୟୁପିଏସ୍‌ସି ତଥା ପବ୍ଲିକ୍‌ ସର୍ଭିସ ପରୀକ୍ଷାରେ ପାରଳାଖେମୁଣ୍ଡିର ମୂଳ ବାସିନ୍ଦା ତଥା ବ୍ରହ୍ମପୁର ଠାରେ ରହୁଥିବା ଦୁର୍ଗା ପ୍ରସାଦ ଅଧିକାରୀ ୨୦୫ ତମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ବ୍ରହ୍ମପୁର ସ୍ଥିତ ବିଦ୍ୟା ନଗରରେ ରହୁଥିବା ଚଣ୍ଡି ପ୍ରସାଦ ଅଧିକାରୀ
Read More...

ସ୍ୱାମୀର ଗୁଳି ମାଡ଼ରେ ସ୍ତ୍ରୀର ମୃତ୍ୟୁ

ହରଭଙ୍ଗା: ହରଭଙ୍ଗା ଥାନା ଅନ୍ତର୍ଗତ ମହାଳିକପଡା ପଞ୍ଚାୟତ ଗେରେଡିସାହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପ୍ରକାଶ ଥାଉକି ଗେରେଡିସାହି ଗ୍ରାମର ରୋହିତ ମଲ୍ଲିକ (୨୫) ଆଜି ଦିନ ୧ଘଣ୍ଟା ସମୟରେ ଅତ୍ୟଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକ (୨୦)ଙ୍କୁ ଦେଶୀ
Read More...

ମା’ ଛେଉଣ୍ଡ ୯ ମାସର ଶିଶୁକୁ ଜିଲ୍ଲା ପ୍ରଶାସନ ତରଫରୁ ସହାୟତା

ସୁବର୍ଣ୍ଣପୁର : ୧୫ ଦିନ ତଳେ ନିଜ ମାଆକୁ ହରାଇଥିବା ୯ ମାସର ଶିଶୁକୁ ଜିଲ୍ଳା ପ୍ରଶାସନ ତରଫରୁ ଆବଶ୍ୟକ ସହାୟତା ସ୍ୱରୂପ ଶିଶୁ ଖାଦ୍ୟ ପ୍ରଦାନ କରିଛନ୍ତି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭୁଦୋବର ଗ୍ରାମର ଶଙ୍କର କୁମ୍ଭାର,୧୫ ଦିନ ତଳେ ନିଜ ମାଆକୁ ହରାଇ ଥିବା
Read More...

ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର : ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ, ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନକଚ ନିଷେଧ କରିବା ଉଦେଶ୍ୟରେ ଆଜି ଜିଲ୍ଳାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ସଚେତନତା
Read More...

ସଚିନଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ଶିଖର ଧାୱନ

ମୁମ୍ବାଇ : ଆଇପିଏଲ-୨୦୨୨ ଗତ ରବିବାର ଦିନ ଶେଷ ହୋଇଛି । ପ୍ରଥମ ଥର ଆଇପିଏଲରେ ଭାଗ ନେଇଥିବା ଗୁଜରାଟ ଟାଇଟନ୍ସ ଟ୍ରଫି ଜିତି ସମସ୍ତଙ୍କୁ ଚକିତ କରିଛି । ଦଳରେ ସେମିତି ଷ୍ଟାର ଖେଳାଳି ନଥିଲେ କିନ୍ତୁ ଅଲରାଉଣ୍ଡରଙ୍କ ବଳରେ ଦଳ ଟ୍ରଫି ହାତେଇବାରେ ସଫଳ ହୋଇଛି । ଆଇପିଏଲ ଶେଷ ହେବା ପରେ
Read More...