ଏସିଆ କପ ହକି : ଫାଇନାଲ ରେସ୍ରୁ ବାଦ ପଡିଲା ଭାରତ
ଜାକର୍ତ୍ତା,୩୧/୫ : ଏସିଆ କପ ହକିର ସୁପର-୪ରେ ସୁପର ଶୋ’ ସତ୍ତେ୍ୱ ଭାରତକୁ ନିରାଶ ହେବାକୁ ପଡ଼ିଛି । ବୀରେନ୍ଦ୍ର ଲାକ୍ରାଙ୍କ ଭାରତୀୟ ଟିମ୍ ଲଢୁଆ ପ୍ରଦର୍ଶନ ସତ୍ତେ୍ୱ ଫାଇନାଲରେ ପହଞ୍ଚିପାରି ନାହିଁ । ଆଜି ଅନୁଷ୍ଠିତ ଅତି ଗୁରୁତ୍ୱପୂର୍ଣ୍ଣ ଓ ନିର୍ଣ୍ଣାୟକ ମ୍ୟାଚ ଡ୍ର ରହିଛି । ଏହି!-->…
Read More...
Read More...