ଥାନା ସାମ୍ନାରେ ନିଜକୁ ଜାଳିଦେଲେ ଯୁବକ
ସାଲେପୁର : ଥାନା ସାମ୍ନାରେ ଜଣେ ଯୁବକ ଆତ୍ମହୁତି ଉଦ୍ୟମ କରିଛନ୍ତି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସାଲେପୁରର କିସନନଗରେ ଥାନା ନିକଟରେ। ଯୁବକ ଜଣଙ୍କ ଥାନା ସାମ୍ନାକୁ ଆସ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ନିଆଁରେ ପୋଡି ହୋଇ ସେ ଗୁରୁତର ହୋଇଛନ୍ତି ।!-->…
Read More...
Read More...