ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ୩୫୪ ଖଣ୍ଡ ପୋଷ୍ଟକାର୍ଡ ପ୍ରେରଣ
ବୌଦ୍ଧ,୨୧/୬:- ଅଲଓଡିଶା ଇପିଏଫ ପେନସନ ସଂଘ ବୌଦ୍ଧ ଶାଖା ତରଫରୁ ଆଜି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୩୫୪ ଖଣ୍ଡ ହାତଲେଖା ପୋଷ୍ଟକାର୍ଡ ପ୍ରେରଣ କରାଯାଇଛି । ବିଭିନ୍ନ ଦାବିନେଇ ସଭାପତି ତ୍ରିପୁରାରୀ ବେହେରାଙ୍କ ନେତୃତ୍ୱରେ ବୌଦ୍ଧ ମୁଖ୍ୟ ଡାକଘର ପୋଷ୍ଟ ବକ୍ସରେ ଗଳାଯାଇ ଏହି ପୋଷ୍ଟକାର୍ଡ ସବୁ!-->…
Read More...
Read More...