ଦାଦନ ଖଟିଯାଇଥିବା ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର, ଥାନାର ଦ୍ୱାରସ୍ଥ ହେଲେ ମାଆ
ଦଶପଲ୍ଲା : ଦିନକୁ ଦିନ ବଢ଼ି ଚାଲିଛି ଦାଦନ ଦୁଃଖ । ରାଜସ୍ଥାନ କାମ କରିବାକୁ ଯାଇଥିବା ପୁଅର କୌଣସି ସନ୍ଧାନ ପାଉ ନାହାନ୍ତି ପରିବାର । ସାଥୀ ହୋଇ ଯାଇଥିବା ସହଯୋଗୀ ମୃତ୍ୟୁ ସୂଚନା ଦେବା ପରେ ତାଙ୍କ ଫୋନ୍ ବନ୍ଦ ରହିଛି । ଏଥି ନେଇ ପରିବାରରେ କାନ୍ଦ ବୋବାଳି ପଡ଼ିବା ସହ ଥାନାର ଦ୍ୱାରସ୍ଥ!-->…
Read More...
Read More...