ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

ସୁବର୍ଣ୍ଣପୁର: ଆଜି ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା,
Read More...

କ୍ୱାଡ ସମ୍ମିଳନୀରେ ମୁମ୍ବାଇ ଆତଙ୍କୀ ଆକ୍ରମଣକୁ ନିନ୍ଦା

ଟୋକିଓ : ଟୋକିଓଠାରେ ଆଜି ଅନୁଷ୍ଠିତ କ୍ୱାଡ୍‌ ସମ୍ମିଳନୀରେ ଆତଙ୍କବାଦକୁ ଏକସ୍ୱରରେ ନିନ୍ଦା କରାଯାଇଛି । କ୍ୱାଡ୍‌ ସଦସ୍ୟ ରାଷ୍ଟ୍ର ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟମାନେ ଭାରତରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣ,ପଠାନକୋଟ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା
Read More...

ବିଶ୍ୱ ତମାଖୁ ବର୍ଜନ ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

ବାଉଁଶୁଣି,୨୪/୫ - ଆଜି ବୌଦ୍ଧବ୍ଲକ ବାଉଁଶୁଣି ମା ମାହେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ
Read More...

ରାଜ୍ୟସଭା ଯିବେ ପ୍ରିୟଙ୍କା!

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ରାଜ୍ୟସଭାକୁ ପଠାଇବା ପାଇଁ କଂଗ୍ରେସ ସ୍ଥିର କରିଛି । । ପ୍ରିୟଙ୍କା ଗାନ୍ଧୀ ୨୦୧୭ ଠାରୁ ସକ୍ରିୟ ରାଜନୀତିରେ ଅଛନ୍ତି ଏବଂ ଉତ୍ତରପ୍ରଦେଶକୁ ପରିଚାଳନା କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସେ କୌଣସି ସଦନର ସଦସ୍ୟ
Read More...

ଐତିହାସିକ ସ୍ଥାନର ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ପ୍ରସ୍ତୁତି ବୈଠକ

ଗଜପତି/ପାରଳାଖେମୁଣ୍ଡି,୨୪/୫: ଗଜପତି ଜିଲ୍ଲାର ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷଠାରେ ଐତିହାସିକ ସ୍ଥାନ ସଂରକ୍ଷଣ ଓ ସୁରକ୍ଷା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାର
Read More...

ଘୁ. ଉଦୟଗିରି ପ୍ରେସ୍‌ କ୍ଲବ ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଘୁ.ଉଦୟଗିରି,୨୪/୫: ଘୁ. ଉଦୟଗିରି ପ୍ରେସ କ୍ଲବ୍‌ ସଭାପତି ସମୀର ପାଢ଼ୀଙ୍କ ନେତୃତ୍ୱରେ କ୍ଲବ୍‌ ଗୃହ ନିର୍ମାଣ ନିମନ୍ତେ ଜାଗା ପ୍ରଦାନ କରିବାକୁ ଆଜି ଘୁ. ଉଦୟଗିରିର ସମସ୍ତ ସାମ୍ବାଦିକ ସ୍ଥାନୀୟ ତହସିଲଦାର ଶୁଭ୍ରାଞ୍ଜଳି ପ୍ରଧାନଙ୍କୁ ସାକ୍ଷାତକରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରେସ
Read More...

ବାଲ୍ୟବିବାହ ନିମନ୍ତେ ସଚେତନତା ଦକ୍ଷ ପିତାମାତା ପ୍ରସ୍ତୁତି ନିମନ୍ତେ କାର୍ଯ୍ୟକ୍ରମ

ଗଜପତି/ପାରଳାଖେମୁଣ୍ଡି,୨୪/୫: ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ଏକ ବାଲ୍ୟ ବିବାହର ସଚେତନତା କାର୍ଯ୍ୟକ୍ରମ ନାରାୟଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଗ୍ରାମ ସ୍ତରରେ ମହିଳା ସ୍ୱୟଂ
Read More...

କାଳବୈଶାଖୀର ପ୍ରଭାବ ଗଛ ଭାଙ୍ଗି ରାସ୍ତା ଅବରୋଧ

ଘୁ.ଉଦୟଗିରି,୨୪/୫:- କାଳବୈଶାଖୀ ବର୍ଷା ପବନରେ ଘୁ. ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ନିକଟରେ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯିବା ସହ ବିରାଟ ଆମ୍ବ ଗଛ ମଧ୍ୟ ଉପୁଡ଼ି ଯାଇଥିବାରୁ ରାଜ୍ୟ ରାଜପଥ ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଆଜି ଅପରାହ୍ନ ସମୟରେ ହଠାତ୍‌ କାଳବୈଶାଖୀ ବର୍ଷା ହେବାସହ
Read More...

ପେଟ୍ରୋଲ ଦରହ୍ରାସକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିକ୍ରେତା ସଂଘ

ସମ୍ବଲପୁର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ପାଦନ ଶୁକ୍ଳହ୍ରାସ ଫଳରେ ପେଟ୍ରୋଲ ଓ ଡିଜେଲ ଉଭୟଙ୍କ ଖାଉଟି ମୂଲ୍ୟ ହ୍ରାସ ପାଇଛି, ଏହାକୁ ନେଇ ଜନସାଧାରଣ ଖୁସି ଜଣାଇଛନ୍ତି କିନ୍ତୁ ଏହା ଉପରେ ପେଟ୍ରୋଲିୟମ ବିକ୍ରେତା ସଂଘ ନିଜ ଅସନ୍ତୋଷ ଜଣାଇଛନ୍ତି । ଏ ବିଷୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ
Read More...

ଦଣ୍ଡ ନୃତ୍ୟ ମାଧ୍ୟମରେ ଚାଷୀମାନଙ୍କୁ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ଼ : ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନଠାରୁ ଚାଷୀମାନେ ମୁଠିଛୁଆଁ ବା ମୁଠି ଅନୁକୂଳ କରି ସାରିଛନ୍ତି । ଚାଷୀ ମାନଙ୍କ ଚାଷ କରିବା ସମୟ ପାଖେଇ ଆସୁଥିବା ବେଳେ ଚାଷୀମାନେ ଚାଷ କରିବା ଆଗରୁ ଉତ୍କୃଷ୍ଟ ମାନର ତଥା ଅଧିକ ଅମଳକ୍ଷମ , ରୋଗସହନଶୀଳତା ଆଦି ବିଭିନ୍ନ କିସମର ମଞ୍ଜି ଧାନ, କପା,
Read More...