ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ

ପୁରୀ : ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ପୁରୀରେ ପହଞ୍ଚିଲା ବଉଳ କାଠ । ମହାପ୍ରଭୁଙ୍କ ପାଇଁ ପ୍ରତିବର୍ଷ ସତ୍ୟବାଦୀ ଅଂଚଳରୁ ବଉଳ ଗଛ ଚିହ୍ନଟ କରାଯାଇ କାଠ ଅଣାଯାଏ । ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ ଯାଇ ଗଛ ଚିହ୍ନଟ କରିବା ପରେ ପୂଜା କରିବା ପରେ ଗଛକୁ କଟାଯାଇଥିଲା । ଆଜି…
Read More...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ : ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିବାହ ଓ ରୁକ୍ମଣୀ ହରଣ ଏକାଦଶୀ । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ପାଳିତ ହୋଇଛି । ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ଅନୁଷ୍ଠିତ ହୋଇଥିଲା । ପରେ ମଦନମୋହନ ରତ୍ନ…
Read More...

ଶିକାର କରିବା ପଡିଲା ମହଙ୍ଗା, ତିନି ଶିକାରୀ ଗିରଫ୍‌

ଦଶପଲ୍ଲା : ନୟାଗଡ ଜିଲ୍ଲା ମହିପୁର ବନ ବିଭାଗକୁ ମିଳିଛି ବଡ଼ ସଫଳତା । ଆଜି ଭୋର୍‌ ସମୟରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଚଢ଼ାଉ କରି ୩ ଜଣ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତ୍ରରେ ମାଇଛେଳି ସଂରକ୍ଷିତ ଜଙ୍ଗଲରେ ଶିକାରୀମାନେ…
Read More...

ଜଣଙ୍କ ପଟ୍ଟାଜମି ଅନ୍ୟ ଜଣଙ୍କ କବ୍‌ଜାରେ; ଅଭିଯୋଗ କଲେ ବି ମିଳୁନି ସୁଫଳ, ଅନଶନ ଧମକ

ଫୁଲବାଣୀ: ଜଣଙ୍କ ପଟ୍ଟା ଜମି ଓ ଘର ଅନ୍ୟ ଜଣଙ୍କ ବେଆଇନ କବଜାରେ । ପ୍ରଶାସନର ନିର୍ଦ୍ଦେଶ ସତ୍ତେ୍ୱ ଜାଗା ଖାଲି କରୁନି ଜବରଦଖଲକାରୀ ଜଣଙ୍କ । ଖାଲିକରିବାକୁ କହିଲେ ଓଲଟା ଧମକ ଦେଉଛି କୁଆଡେ ଜବରଦଖଲକାରୀ ଜଣଙ୍କ । ଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା ଚକାପାଦ ଅଂଚଳରୁ । ଅଭିଯୋଗ ପ୍ରକାରେ…
Read More...

୫-ଟି ସଚିବଙ୍କୁ ସାକ୍ଷାତ କଲେ ବ୍ଳକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ରାୟଗଡ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ୫-ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଭେଟି ବ୍ଳକର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ସଚିବ ବ୍ଳକର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ନିର୍ମାଣଧୀନ…
Read More...

ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ କଲୋନୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିୟତ୍ରୀଙ୍କ ବିରୋଧରେ ସଙ୍ଗୀନ୍‌ ଅଭିଯୋଗ । ଛାତ୍ରଛାତ୍ରୀଙ୍କୁ ନିମ୍ନ ମାନର ସାମଗ୍ରୀ ଦେବା ସହ ବିଲ୍‌ ହେରଫେର କରିଥିବା ଅଭିଯୋଗ ଆଣିଲେ ସ୍କୁଲ…
Read More...

ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଭା

ଗଜପତି,୧୧/୬- “ଶିଶୁଶ୍ରମ ମୁକ୍ତ ଓଡିଶା ଆମର ସଙ୍କଳ୍ପ” ଏହି ଉଦ୍ଦେଶ୍ୟ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ସଭା, ଶୋଭାଯାତ୍ରା, ସଚେତନା ସନ୍ଦେଶ ପ୍ରଦାନ କରାଯାଉଛି । ଆଜି ଗଜପତି ଜିଲ୍ଲାରେ ଶ୍ରମ କାର୍ଯ୍ୟାଳୟ ତରଫରୁ ସଚେତନା ସଭା…
Read More...

କୋଶଳ ଆବାସିକ ବିଦ୍ୟାଳୟରେ ତିନିଦିନିଆ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ

ସୁବର୍ଣ୍ଣପୁର,୧୧/୬- ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସୋନପୁରସ୍ଥିତ କୋଶଳ ଆବାସିକ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆଜି ପ୍ରଥମ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ସୋନପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ…
Read More...

ରାଜ୍ୟସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ସରକାରୀ ବିଦ୍ୟାଳୟର ନବୀକରଣ

ଗଜପତି,୧୧/୬- ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିରେ ୫ଟି ଅନ୍ତର୍ଭୁକ୍ତ ହାଇସ୍କୁଲ ରୁପାନ୍ତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପର୍ଯ୍ୟାୟରେ ଗଜପତିର ୩୧ଟି ରୁପାନ୍ତରିତ ହାଇସ୍କୁଲ ଭିଡିଓ କନଫରେନ୍ସ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ…
Read More...

ପାଣ-ଗଣ୍ଡା ବିକାଶ ପରିଷଦ ତରଫରୁ ସାତ ଦଫା ଦାବିପତ୍ର

ବୌଦ୍ଧ,୧୧/୬:- ବିଭିନ୍ନ ଦାବି ନେଇ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ସଭାପତି ବଟକୃଷ୍ଣ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୃଥକ୍‌ ପୃଥକ୍‌ ଭାବେ ହରଭଂଗା ବ୍ଲକ୍‌ ଏବଂ ତହସିଲ୍‌ କାର୍ଯ୍ୟାଳୟ ଘେରାଉ…
Read More...