ମାଁ ଭଣ୍ଡାରଘରଣୀ ଏଚପି ଗ୍ୟାସ ଏଜେନସିର ଏ ଆର ବି ସପ୍‌ ଉଦଘାଟିତ

ନବରଙ୍ଗପୁର,୧୦/୬- ମାଁ ଭଣ୍ଡାରଘରଣୀ ଏଚ଼ପି ଗ୍ୟାସ୍‌ ଏଜେନ୍ସିର ଏଆରବି ସପ ସ୍ଥାନକ୍ସୟ ଶାସ୍ତ୍ରୀଭବନ କଂପ୍ଲେକ୍ସର ସାରଳା ଲାଖ ହସ୍ତଶିଳ୍ପ ବିକ୍ରୟ କେନ୍ଦ୍ର ଠାରେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବକୁ ମୁଖ୍ୟଅତିଥି ଏଚପି ଗ୍ୟାସର ବିକ୍ରୟ ପରିଚ଼ାଳକ ଶ୍ରୀ ଅନୁରାଗ ଠାକୁର ଉଦଘାଟନ…
Read More...

ବିବାଦୀୟ ମନ୍ତବ୍ୟ ଦେଇଥିବା ନୁପୁର ଶର୍ମାଙ୍କୁ ଗିରଫ ଦାବୀ କଲା ବୌଦ୍ଧ ଜାମିୟା ମସଜିଦ କମିଟି

ବୌଦ୍ଧ,୧୦/୬- ବିଜେପିରୁ ନିଲମ୍ବିତ ହୋଇଥିବା ନୁପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେବା ପରେ ତାଙ୍କ ପାଇଁ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଲାଣି । ସେପଟେ ନୁପୁର ଶର୍ମାଙ୍କ ବିରୋଧରେ ସମସ୍ତ ମୁସଲିମ ଦେଶ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବହୁ ସ୍ଥାନରେ ତାଙ୍କୁ…
Read More...

ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ରାଜୁ ଭାଇଙ୍କୁ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି,୧୦/୬ - ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ମନ୍ତ୍ରୀ ପଦ ପାଇଥିବା ଖରିଆର ରୋଡ଼ ବିଧାୟକ ରାଜୁ ଭାଇ ଢୋଲକିଆଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନୂଆପଡା ଜିଲ୍ଲା ଖରିଆର ରୋଡ଼ ବିଧାୟକ ରାଜୁ ଭାଇ…
Read More...

ସାମୁହିକ ଅଭ୍ୟାସ ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର,୧୦/୬- ବିଗତବର୍ଷ ମାନଙ୍କ ପରି ଏବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ସାମୁହିକ ଅଭ୍ୟାସ ବା ମକଡ୍ରିଲ ଚଳିତ ମାସ ୧୯ ତାରିଖରେ ଅନୁଷ୍ଠିତ ହେବ । ସାମୁହିକ ଅଭ୍ୟାସ ଦ୍ୱାରା କମ୍ୟୁନିଟିକୁ ବିପର୍ଯ୍ୟୟରୁ ରକ୍ଷାକରିବା ଏହାର ଲକ୍ଷ୍ୟ ଅଟେ ।…
Read More...

ରାଜ୍ୟରେ ପ୍ରଥମ ଥର ପାଇଁ ରୋବୋର୍ଟିକ ଅସ୍ତ୍ରୋପଚାରରେ ଆପୋଲୋର ସଫଳତା

ଭୁବନେଶ୍ୱର, ୧୦/୦୬: ରାଜ୍ୟରେ ପ୍ରଥମ ଥର ପାଇଁ ଡା ଭିନ୍‌ସ ରୋବୋଟିକ୍‌ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ମିଳିଛି । ରୋବର୍ଟିକ ସର୍ଜରୀ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ହାସଲ କରିଛି ଭୁବନେଶ୍ୱର ସ୍ଥିତ…
Read More...

ହଳଦିଆ ପାହାଡରେ କ୍ରସର ବସାଇବାକୁ ବିରୋଧ କଲେ ଆଦିବାସୀ

ଦଶପଲ୍ଲା : ଖୋର୍ଦ୍ଧା–ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ରେଳ ପଥ ନିର୍ମାଣ ନିମନ୍ତେ ବହୁତ ପଥର ମେଣ୍ଟାଲର ଆବଶ୍ୟକ ପଡ଼ିଥାଏ ଏଣୁ ରେଳ ପଥ ନିର୍ମାଣ ପାଇଁ ନିଯୁକ୍ତି ପାଇଥିବା କନଷ୍ଟ୍ରକ୍‌ନ କମ୍ପାନୀ ବିଭିନ୍ନ ଜାଗାରେ କ୍ରସର ବସାଇଛି । ସେହିଭଳି ଦଶପଲା ବ୍ଳକ…
Read More...

ରା.ଉଦୟଗିରି ବ୍ଳକରେ ମିଶନ ଶକ୍ତିର ମହିଳାମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ମହିଳା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଟାଇକୋଣ୍ଡୁ ଏକାଡେମୀ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ପରିଚାଳନାରେ ମହିଳାଙ୍କୁ ମାଗଣାରେ ଏହି ତାଲିମ ପ୍ରଦାନ…
Read More...

ପାମ୍ପଡ, ଆଚାର ଓ ମସଲା ପ୍ରସ୍ତୁତି ତାଲିମ ଶିବିର

କଣ୍ଟାମାଳ : ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ସମାକୁପା ବନ ସୁରକ୍ଷା ସମିତି ଠାରେ ଆର.ଏସ୍‌ .ଇ.ଟି.ଆର ବୌଦ୍ଧ ସହାୟତାରେ ଦଶଦିନିଆ ପାମ୍ପଡ, ଆଚାର ଓ ମସଲା ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷକ ଭାବରେ ଅମର ମହାପାତ୍ର, ବିଚିତ୍ରା ମହାପାତ୍ର, ସୁଷମା…
Read More...

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ ।ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ୨ ତାରିଖରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ…
Read More...

ପୂର୍ବତନ ଜିିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର:ନବରଙ୍ଗପୁରର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭୂଜଙ୍ଗ ଭୂଷଣ ରାଓଙ୍କ ବିୟୋଗରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ୨୦୦୮ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରହିବା ସହ ଜିଲ୍ଲା…
Read More...