ସିନ୍ଧୁଙ୍କୁ ରୁଚୁନି ଜେଲ ଖାଦ୍ୟ

ଚଣ୍ଡିଗଡ: ଜେଲରେ କଟୁଛି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ଦିନ। ତାଙ୍କୁ ପଞ୍ଜାବର ପଟିଆଲା ଜେଲର ବାରାକ୍ ନମ୍ବର ୧୦ରେ ରଖାଯାଇଛି। ତାଙ୍କର ପ୍ରଥମ ରାତି ଅନ୍ୟ ୮ କଏଦୀଙ୍କ ସହ କଟିଥିଲା। ସିଦ୍ଧୁଙ୍କୁ ଜେଲ ରୁଟିନ୍ ଅନୁସାରେ ରୁଟି ଓ ଡାଲି ଖାଇବାକୁ ଦିଆଯାଇଥିଲା। ହେଲେ ଏହି ଜେଲ୍‌
Read More...

କେବେ ସରିବ ତିଳାବାଡି ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ?

ଦଶପଲ୍ଲା : ଗର୍ଭବତୀ, ପ୍ରସୂତି ତଥା ଶିଶୁଙ୍କ ଶାରୀରିକ ତଥା ମାନସିକସ୍ତରରେ ବିକାଶ କରିବା ନିମନ୍ତେ ସରକାର ପ୍ରତି ଗାଁରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଛନ୍ତି କିନ୍ତୁ ଦଶପଲ୍ଲା ବ୍ଲକର ଅନେକ ଅଙ୍ଗନୱାଡି କେନ୍ଦ୍ର ବହୁବର୍ଷ ଧରି ଅଧପନ୍ତରିଆ ହୋଇ ରହିଛି । ନିଜସ୍ୱ ଗୃହ ନଥିବାରୁ ପିଲାମାନେ
Read More...

କୋମଳମତି ପିଲାଙ୍କୁ ଦେଖି ତରଳିଗଲେ ବିଡ଼ିଓ : ସ୍କୁଲ ଫେରାଇ ଆଣିବାକୁ ଦେଲେ ପ୍ରତିଶ୍ରୁତି

ପାଟଣାଗଡ଼- ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରାମପଞ୍ଚାୟତ ଗରଗଡ଼ଛାପର ପ୍ରାଥମିକ ବିଦ୍ୟାଳୟରେ ପିଲା କମ୍‌ ହେତୁ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହୋଇଥିଲା । ଗରଗଡ଼ଛାପର ସ୍କୁଲଟି ଢୋଡ଼ମହୁଲ ସ୍କୁଲଠାରୁ ୨.୫ କିଲୋମିଟର ଦୂର ହୋଇଥିବାବେଳେ ତାହାକୁ ଅଧ କିଲୋମିଟର ଦର୍ଶାଯାଇଥିବାରୁ
Read More...

ରାଜ୍ୟ ସରକାର ପେଟ୍ରୋଲିୟମ ଦର ହ୍ରାସରେ ସହଯୋଗ କରନ୍ତୁ: ଭାଜପା ଯୁବ ମୋର୍ଚ୍ଚା

ସମ୍ବଲପୁର : ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ପେଟ୍ରୋଲ ଓ ଡିଜେଲ ଦରହ୍ରାସ ପାଇଁ ଉତ୍ପାଦନ ଶୁଳ୍କରେ କ୍ରମଶଃ ୯.୫୦ ଟଙ୍କା ଓ ୭ ଟଙ୍କା ତଥା ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ରୂପେ ହ୍ରାସ କରାଯାଇଛି । ଏଣୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିଜ
Read More...

ଲାଞ୍ଚ ନେବା ଅଭିଯୋଗରେ ଫରେଷ୍ଟର ଏବଂ ଫରେଷ୍ଟଗାର୍ଡ ନିଳମ୍ବନ

ପାଟଣାଗଡ: ଲାଞ୍ଚ ନେବା ଅଭିଯୋଗରେ ଲରମ୍ଭା ବନବିଭାଗର ଫରେଷ୍ଟର ଭାଗବତିଆ ଦାସ ଏବଂ ଫରେଷ୍ଟଗାର୍ଡ ଗୋପାଳ ଗଡତିଆଙ୍କୁ ବଲାଙ୍ଗିର ଡି.ଏଫ.ଓ ନୀତିଶ କୁମାର ନିଲମ୍ୱିତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଭରତବାହାଲ ଗାଁର କରୁଣାକର ମିଶ୍ରଙ୍କ ସିଜ ହୋଇଥିବା ଟ୍ରାକ୍ଟରକୁ ମୁକୁଲାଇବା ପାଇଁ
Read More...

ଏହି ଦୁଇ ଟିମ୍‌ ଫାଇନାଲ ଖେଳିବେ, ଭବିଷ୍ୟବାଣୀ କଲେ ପଠାନ

ମୁମ୍ବାଇ : ଆଇପିଏଲର ୧୫ ତମ ସିଜନରେ, ଗୋଟିଏ ଲିଗ୍‌ ମ୍ୟାଚ୍‌ ସମେତ ମୋଟ ପାଞ୍ଚଟି ମ୍ୟାଚ୍‌ ବାକି ଅଛି, ଯେଉଁଥିରେ ଦୁଇଟି ଯୋଗ୍ୟତା, ଗୋଟିଏ ଏଲିମେଟର୍‌ ଏବଂ ଗୋଟିଏ ଫାଇନାଲ୍‌ ମ୍ୟାଚ୍‌ ରହିଛି । ଆଇପିଏଲ୍‌ ର ଏହି ସିଜିନର ପ୍ଲେ ଅଫ୍‌ ରେ ପହଞ୍ଚିଥିବା ଚାରିଟି ଦଳ ଘୋଷଣା କରାଯାଇଛି । ଏହି
Read More...

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ବୋଲେରୋ, ୮ ମୃତ

ନୂଆଦିଲ୍ଲୀ: ମୃତ୍ୟୁ କାହା ପାଇଁ କେତେବେଳେ ଆସେ, ତାହା କହିହେବ ନାହିଁ । ମୃତ୍ୟୁ ଦେଖେନି ବୟସ ସମୟ ଓ ଆବେଗ । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲାର ଜାତୀୟ ରାଜପଥ ୨୮ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଦୁର୍ଘଟଣାରେ ୮ଜଣଙ୍କ ଜୀବନ ଯାଇଛି ।ବିବାହ ସାରି ଫେରୁଥିବା ବାଟରେ
Read More...

ସମର କ୍ରିକେଟ, ଆଗୁଆ ସିରିଜ ଜିତିଲା ପୋଲିସ ଟିମ

ଫୁଲବାଣୀ : ଏଠାରେ ଚାଲିଥିବା ତିନିଟିକିଆ ସମର କ୍ରିକେଟ ସିରିଜର ଦ୍ୱିତୀୟ ମ୍ୟାଚରେ ମଧ୍ୟ ପୁଲିସ ଟିମ୍‌ ବିଜୟୀ ହୋଇଛି । ଏଥି ସହିତ ଦଳ ତିନିଟିକିଆ ମ୍ୟାଚରେ ଦ୍ୱିତୀୟ ବିଜୟ ସହ ସିରିଜକୁ ଆଗୁଆ କବଜା କରିଛି । ଶୁକ୍ରବାର ଠାରୁ ପୋଲିସ ଓ ପ୍ରେସ ମଧ୍ୟରେ ସମର କ୍ରିକେଟ ମ୍ୟାଚର ଆରମ୍ଭ ହୋଇଛି
Read More...

ମା’ ନାରାୟଣୀ ଯାତ୍ରାର ୧୯ତମ ଦିନରେ ବସଷ୍ଟାଣ୍ଡ ପକ୍ଷରୁ ବିରାଟ ଯାତ୍ରା ପରିଚାଳନା

ଫୁଲବାଣୀ: ମା' ନାରାୟଣୀ ଠାକୁରାଣୀ ଯାତ୍ରାର ୧୯ତମ ଦିନରେ ପହଞ୍ଚିଛି । ପଞ୍ଚ ଠାକୁରାଣୀଙ୍କ ସମେତ ମା' କାଳୀ ନଗର ପରିଭ୍ରମଣରେ ବାହାରିଥିଲେ । ଏହି ଅବସରରେ ବସଷ୍ଟାଣ୍ଡ ପକ୍ଷରୁ ବିରାଟ ବାଣ,ବାଦ୍ୟ, ଦଣ୍ଡନୃତ୍ୟ ପଟୁଆର ମାଧ୍ୟମରେ ମାଙ୍କ ଯାତ୍ରା ପରିଚାଳନା କରାଯାଇଥିଲା । ହଜାର ହଜାର
Read More...

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ଆଲୋଚନା ଚକ୍ର

ନବରଙ୍ଗପୁର : ଶନିବାର ପୂର୍ବାହ୍ନରେ ନବରଙ୍ଗପୁର ବ୍ଳକ୍‌ ଅନ୍ତର୍ଗତ ତାରାଗାଁ ସ୍ଥିତ ରଶ୍ମି ରଞ୍ଜନ ସିଦ୍ଧାଶ୍ରମ ପକ୍ଷରୁ ନବରଙ୍ଗପୁରର ସରସ୍ୱତୀ ଶିଶୁ ମନ୍ଦିରରେ ଆଶ୍ରମ ଅଧ୍ୟକ୍ଷ ଡ଼. ନୀଳ କଣ୍ଠ ପାଢ଼ୀଙ୍କ ପରିଚାଳନା ଓ ଡ଼ା. ବିପିନ ବିହାରୀ ମିଶ୍ରଙ୍କ ସଭାପତିତ୍ୱରେ ଭାରତୀୟ ସଂସ୍କୃତି ଓ
Read More...