ସୁବର୍ଣ୍ଣପୁର ଦିଶା କମିଟିର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁପାର…
Read More...

ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଅଖ ଉପରେ ପକା ଯାଇଥିବା ଦଣ୍ଡାରେ କମାର ସେବକ କଣ୍ଟା ବାଡଉଛନ୍ତି । ପରମ୍ପରା ଅନୁଯାୟୀ ତିନିରଥ ମୁଖ୍ୟ କମାର ଦଣ୍ଡାରେ ମାଳ ମହାପ୍ରସାଦ ଲାଗି କରିବା ସହ ନଡିଆ ବାଡେଇ କଣ୍ଟା ବାଡିଆ ଅନୁକୂଳ କରିଛନ୍ତି । ତାଳଧ୍ୱଜ ରଥ ଦଣ୍ଡାରେ…
Read More...

ଡୁମରପଦରରେ କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଜରୁରୀକାଳୀନ ବୈଠକ

ପାଟଣାଗଡ: ପାଟଣାଗଡ଼ ଉପଖଣ୍ଡ ଯୋଗିମୁଣ୍ଡା ରେଞ୍ଜର କେନ୍ଦୁପତ୍ର ସିଜିନାଲ କର୍ମଚାରୀଙ୍କ ଏକ ଜରୁରୀକାଳୀନ ବୈଠକ ଡୁମେରପଦର ଗ୍ରାମର ପତ୍ରଫଡିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପାଟଣାଗଡ଼ ଡିଭିଜନର ସଂପାଦକ ଶିବାନନ୍ଦ ପରିଚ୍ଛାଙ୍କ ଅଧ୍ୟକ୍ଷତାରେ…
Read More...

ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗରେ ନାଗାର୍ଜୁନ ବେଶ ପଟ୍ଟଚିତ୍ର ପ୍ରଦର୍ଶନ କଲେ ପୁରୀ ପୁଅ ଚିନ୍ମୟ

ପୁରୀ: ପୁରୀ ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍‌ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ କରିଛନ୍ତି । ଗୁରୁବାର ଦିନ ଚିନ୍ମୟ ଏହି ଶୃଙ୍ଗ ଆରୋହଣ କରି ନାଗାର୍ଜୁନ ବେଶ ସହ ଜାତୀୟ ପତାକା…
Read More...

ବୌଦ୍ଧ ଏନଏସି ପକ୍ଷରୁ ଦୁଇ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର

ବୌଦ୍ଧ: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ପକ୍ଷରୁ ଏକ ଦୁଇ ଦିନିଆ ଦକ୍ଷତା ବିକାଶ ତାଲିମ ଶିବିର ଭିକାରୀ କଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋରଞ୍ଜନ ପଣ୍ଡା, କ୍ଲଷ୍ଟର ସଂଯୋଜକ ନରେନ୍ଦ୍ର ସ୍ୱାଇଁ…
Read More...

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ : ଜୁଲାଇ ୨୪ ତାରିଖରେ ଭାରତର ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବ । ଏହା ପୂର୍ବରୁ ସମ୍ବିଧାନର ଧାରା ୬୨ ଅନୁସାରେ ନୂଆ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ ଓ…
Read More...

ରଜରେ ଓଡିଶା ଛୁଇଁନପାରେ ମୌସୁମୀ

ଭୁବନେଶ୍ୱର: ତାତି ଭିତରେ ଆହୁରି ଦରଦୀ ତଥା ଯନ୍ତ୍ରଣାଯୁକ୍ତ ଖବର ସାମନାକୁ ଆସିଛି । ତାହା ହେଲା ରଜ ସୁଦ୍ଧା ଓଡ଼ିଶାକୁ ମୌସୁମୀ ଛୁଇଁବା ସମ୍ଭାବନା କ୍ଷୀଣ । ଏନେଇ ଆଇଏମଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ…
Read More...

ନୃଶଂସ ସ୍ୱାମୀ, ସ୍ତ୍ରୀକୁ ମାରି ଛଅବର୍ଷର ଝିଅର ତଣ୍ଟି କାଟିଲା

ଭୁବନେଶ୍ୱର: ମଦ ଉଜାଡି ଦେଲା ସଂସାର । ମଦ ପାଇଁ ଅନେକ ଅଭାବନୀୟ କାଣ୍ଡ ଘଟିଯାଉଛି । ମଦ ନିଶାରେ ଲୋକେ ନିଜର ହିତାହତ ଜ୍ଞାନ ହରାଇ ବସୁଛନ୍ତି । ଆଜି ପୁଣି ମଦ ପାଇଁ ଏକ ନାରକୀୟ କାଣ୍ଡ ଘଟିଯାଇଛି । ନିଶା ପାଇଁ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ’କୁ ମାରିଦେବା ସହ ୬ବର୍ଷର ଝିଅର ତଣ୍ଟିକୁ କାଟି…
Read More...

ଲିଡ଼ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା

ଗଜପତି,୯/୬- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ୟୁନିଅନ ବ୍ୟାଙ୍କର ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରଠାରେ ଲିଡ଼ବ୍ୟାଙ୍କ ପକ୍ଷରୁ ଋଣ ବଣ୍ଟନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗ ଦେଇ…
Read More...

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ :ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ଗୁରୁବାର ଦିନ ଅପରାହ୍ନ ୩ ଟାରେ ନିର୍ବାଚନ ତାରିଖ ଘୋଷଣା କରିବେ । ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୫ ରେ ଶେଷ ହେବ ।ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା…
Read More...