ରନ୍ୱେରେ ଜଳିଗଲା ବିମାନ
ବେଜିଂ: ଚୀନରେ ଆଜି ଶତାଧିକ ବିମାନଯାତ୍ରୀ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ତିବତ ଏୟାରଲାଇନ୍ସର ଏକ ବିମାନ ଚାଇନିଜ୍ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା । ବିମାନରେ ମୋଟ ୧୧୩ ଜଣ ଯାତ୍ରୀ ଓ ୯ ଜଣ କ୍ରୁ ସଦସ୍ୟ ଥିଲେ । ବିମାନ କ୍ଷତିଗ୍ରସ୍ତ!-->…
Read More...
Read More...