ଆଇପିଏଲରୁ ବାଦ୍ ପଡ଼ିଲେ ଜାଡେଜା
ମୁମ୍ବାଇ: ଅବଶିଷ୍ଟ ଆଇପିଏଲରୁ ରବିନ୍ଦ୍ର ଜାଡେଜାଙ୍କୁ ବାଦ୍ ଦିଆଯାଇଛି । ଏହି ଅଲରାଉଣ୍ଡର ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ ବବଲରୁ ବାହାରିଛନ୍ତି । ଚେନ୍ନାଇ ଦଳ ସିଇଓ କହଇଛନ୍ତି ଯେ "ତାଙ୍କ ପିଠିରେ ଆଘାତ ଲାଗିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ସେ ଆଘାତ ପାଇଥିଲେ!-->…
Read More...
Read More...