ସମ୍ଭାବ୍ୟ ବାତ୍ୟାକୁ ନେଇ ଏମିତି କହିଲେ ଆଇଏମ୍‌ଡି ଡିଜି

ନୂଆଦିଲ୍ଲୀ : ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ସକ୍ରିୟ ହେବାରେ ଲାଗିଛି । ଏହାର ପ୍ରଭାବରେ ଶୁକ୍ରବାର ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…
Read More...

ସମସ୍ୟା ଘେରରେ ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହିଛି । ଜିଲ୍ଲାର ବିକାଶ ସକାଶେ କେନ୍ଦ୍ର ଓ ରାଜ୍ୟ ସରକାର ଅର୍ଥ ଦେଉଥିବା ବେଳେ ଅର୍ଥର ସୁ ବିନିଯୋଗ ହୋଇପାରୁ ନ ଥିବା ଅଭିଯୋଗ ହେଉଛି ।…
Read More...

ଫୁଟବଲ ଖେଳରେ ପଣ୍ଟିଂଙ୍କ ପୁଅଠୁ ହାରିଗଲେ ପନ୍ତ, ଦେଖନ୍ତୁ ଭିଡିଓ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ୨୦୨୨ ସିଜନରେ ଋଷଭ ପନ୍ତଙ୍କ ଅଧିନାୟକତ୍ୱ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ପ୍ରଦର୍ଶନ କରିପାରୁନାହିଁ । ଦଳ ଏ ପର୍ଯ୍ୟନ୍ତ ୯ ମ୍ୟାଚରୁ ମାତ୍ର ୪ଟି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲରେ ୮ ଅଙ୍କ ସହ ସପ୍ତମ ନମ୍ବରରେ ରହିଛି । ଏହି ସବୁ ଚିନ୍ତା…
Read More...

ଏହି ସବୁ ଜିଲ୍ଲାରେ ହୋଇପାରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ରାଜ୍ୟର ୨୪ଟି ଜିଲ୍ଲାରେ ଆଜି ହୋଇପାରେ କାଳବୈଶାଖୀ ବର୍ଷା । ଏନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପ୍ରବଳ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଗୋଟିଏରୁ ଦୁଇଟି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି…
Read More...

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପୁରୀ : ଦୀର୍ଘ ଦୁଇବର୍ଷ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେଉଛି ରଥ ପ୍ରସ୍ତୁତି ବୈଠକ । ପୁରୀ ସର୍କିଟ ହାଉସ୍‌ରେ ଆରମ୍ଭ ହୋଇଛି ବୈଠକ । ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ଏସପି,…
Read More...

ବାତ୍ୟା ମୁକାବିଲା:ଆଜି ସମୀକ୍ଷା କରିବେ ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରାକ୍‌ ପ୍ରସ୍ତୁତି ବୈଠକ । ବାତ୍ୟା ଯୋଗୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର…
Read More...

ପଞ୍ଚ ଠାକୁରାଣୀଙ୍କ ଯାତ୍ରାରେ ଆରମ୍ଭ ହେଲା ସାଂସ୍କୃତିକ କାର୍ଯ୍ୟକ୍ରମ, ଶତାଧିକ ଲୋକଙ୍କ ଭିଡ଼

ଫୁଲବାଣୀ:ଫୁଲବାଣୀର ଆରାଧ୍ୟା ଦେବୀ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଶୁଭାରମ୍ଭ ହୋଇଛି । ପ୍ରଥମ ଦିନ ଠାକୁରାଣୀମାନଙ୍କୁ ରିତିନୀତି ଅନୁସାରେ ପୂଜାକମାନେ ପୂଜା ଅର୍ଚ୍ଚନା କରାଯାଇଥିଲେ । ତତ୍‌ ସହିତ ଠାକୁରାଣୀ ଯାତ୍ରାର ଅସ୍ଥାୟୀ ମଣ୍ଡପରେ ସୁସଜ୍ଜିତ କରାଯାଇଛି ।…
Read More...

ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ପୁରୀ: ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୁଭାଷ ଚନ୍ଦ୍ର ନାଥଶର୍ମାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ନାଥଶର୍ମା ଜଣେ ସରଳ, ଅମାୟିକ ଓ ଦକ୍ଷ ଅଧିକାରୀ ଥିଲେ । ଜିଲ୍ଲାରେ ତାଙ୍କ କାର୍ଯ୍ୟଶୈଳୀ ପ୍ରଶଂସନୀୟ ଥିଲା ବୋଲି ଉପସ୍ଥିତ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ ।…
Read More...

ସ୍ୱର୍ଣ୍ଣପଦକ ପ୍ରାପ୍ତ ରୁନିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଲେ ବ୍ରାହ୍ମଣୀଗାଁବାସୀ

ବାଲିଗୁଡ଼ା,୩/୫: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ତଥା ବ୍ରାହ୍ମଣୀଗାଁ ପାଇଁ ଗର୍ବ ଆଉ ଗୌରବ ଆଣିଥିବା ରୁନିତା ପ୍ରଧାନଙ୍କୁ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରୁନିତାଙ୍କ ଆସିବା ଖବରପାଇ ଗ୍ରାମବାସୀ ସ୍ଥାନୀୟ ରକ୍ତପଟା ଛକ ଠାରେ ଏକତ୍ରିତ ହୋଇଥିଲେ…
Read More...

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ସମାରୋହ

ଜଗତସିଂହପୁର,୩/୫- ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଖିମୁଠି ଅନୁକୂଳ ଅନୁଷ୍ଠିତ ହୋଇଯାଇଛି । ସକାଳୁ କୃଷକମାନେ ସୁସଜ୍ଜିତ ଗଉଣୀରେ ଚନ୍ଦନ ହଳଦୀ ବୋଳା ବିହନ ଆଣି କ୍ଷେତକୁ ଆସିବାସହ ପ୍ରଥମେ ଭୂମିପୂଜନ କରି ମା ଲକ୍ଷ୍ମୀଙ୍କୁ ସୁମରଣା କରିବାପରେ…
Read More...