ଦାରିଙ୍ଗବାଡ଼ି ପାଇଁ ଗର୍ବ ଆଣିଲେ ରୁନିତା

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ପାଇଁ ଗର୍ବ ଆଉ ଗୌରବ ଆଣିଲେ ରୁନିତା ପ୍ରଧାନ । ଦାରିଙ୍ଗବାଡି ନୀଳକନ୍ଦର ସାହିର ନିବାସୀ ବିସିକେଶନ ପ୍ରଧାନ ଓ ମାତା ସନ୍ତୋଷିନି ପ୍ରଧାନଙ୍କ ଝିଅ ରୁନିତା ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟୟନ କରୁଥିଲେ…
Read More...

କିଆକଟା ପଞ୍ଚାୟତ ଜିଆରଏସଙ୍କ ବିୟୋଗରେ ଶୋକସଭା

କିଆକଟା : କିଆକଟା ଗ୍ରାମ ପଞ୍ଚାୟତର କାର୍ଯ୍ୟରତ ଗ୍ରାମ ରୋଜଗାର ସେବକ ସୁନୀଲ କୁମାର ଭୋଇଙ୍କ ଗତ୨୬ ତାରିଖରେ ଅକାଳ ବିୟୋଗ ହୋଇଯାଇଛି । ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆଜି କିଆକଟା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଗାୟତ୍ରୀ ବେହେରା କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର…
Read More...

ନୂଆ ସେନାମୁଖ୍ୟ ଭାବେ ଦାୟିତ୍ୱ ନେଲେ ମନୋଜ ପାଣ୍ଡେ

ନୂଆଦିଲ୍ଲୀ: ଆଜି ଭାରତର ନୂତନ ସେନାମୁଖ୍ୟ ଭାବେ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍‌ ମନୋଜ ପାଣ୍ଡେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସେନାମୁଖ୍ୟ ଜେନେରାଲ୍‌ ଏମ୍‌.ଏମ୍‌. ନରଭଣେଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଜେନେରାଲ୍‌ ପାଣ୍ଡେ ସେନାର ଉପମୁଖ୍ୟ ଦାୟିତ୍ୱ ନିର୍ବାହ…
Read More...

ନରଭଣେ ହୋଇପାରନ୍ତି ଦେଶର ନୂଆ ସିଡିଏସ

ନୂଆଦିଲ୍ଲୀ : ଦେଶର ପ୍ରଥମ ସିଡିଏସଙ୍କର ମୃତ୍ୟୁକୁ ଆଜିକୁ ଚାରିମାସ ବିତିଗଲାଣି;କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ସ୍ଥାନରେ ନୂଆ ସିଡିଏସ ନିଯୁକ୍ତି ହୋଇନାହିଁ । ପରବର୍ତ୍ତୀ ସିଡିଏସ କିଏ ହେବେ,ତାହାକୁ ନେଇ ଗତ ଜାନୁଆରୀ ମାସରେ ଖୁବ ଚର୍ଚ୍ଚା ହୋଇଥିଲା । କିନ୍ତୁ ପରେ ତାହା ଥମିଯାଇଥିଲା । ଆଜି…
Read More...

କେହି କାହା କାର୍ଯ୍ୟ କ୍ଷେତ୍ରରେ ହସ୍ତକ୍ଷେପ ନକରନ୍ତୁ : ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦାୟିତ୍ୱ ନିର୍ବାହ ସମୟରେ ଜଣେ ତାର ‘ଲକ୍ଷ୍ମଣରେଖା’ ବିଷୟରେ ଭଲଭାବେ ଅବଗତ ହେବା ଉଚିତ । ଗଣତନ୍ତ୍ରକୁ ମଜଭୁତ ଏବଂ ପରସ୍ପର ମଧ୍ୟରେ ସାମଞ୍ଜସ୍ୟ ରକ୍ଷା କରି କାମ କରିବାର ତରିକା ସମ୍ବିଧାନରେ ବୁଝାଇ ଦିଆଯାଇଛି । ତେଣୁ ଯେତେବେଳେ ଜଣେ ଦାୟିତ୍ୱ ନିର୍ବାହ କରୁଛି,ସେ ତାଙ୍କର…
Read More...

ବାଙ୍ଗାଲୋରକୁ ୬ ୱିକେଟରେ ହରାଇଲା ଗୁଜୁରାଟ

ମୁମ୍ବାଇ: ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ସହ ଗୋଟିଏ ପରେ ଗୋଟିଏ ମ୍ୟାଚ ଜିତି ଧମାଲ କରୁଛି ଗୁଜୁରାଟ ଟାଇଟନ୍ସ । ଆଜି ଅନୁଷ୍ଠିତ ମ୍ୟାଚରେ ମଧ୍ୟ ଏହା ବିଜୟୀ ହୋଇଛି । ଆଜି ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟର ୪୩ତମ ମ୍ୟାଚରେ ଗୁଜୁରାଟ ପ୍ରତିପକ୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ…
Read More...

ଗୋଷ୍ଠୀ କେନ୍ଦ୍ରରେ ହେବ ଜେଏମ୍‌ଏଫ୍‌ସି କୋର୍ଟ, ପରିଦର୍ଶନ କଲେ ଜିଲ୍ଲା ଜଜ୍‌

ପାଟଣାଗଡ଼:ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଜମିରେ ଜେଏମ୍‌ଏଫ୍‌ସି କୋର୍ଟ ନିର୍ମାଣ ପାଇଁ ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏହାସହ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଗୋଷ୍ଠୀ କେନ୍ଦ୍ରଠାରେ ଅସ୍ଥାୟୀ ଭାବେ…
Read More...

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ବୌଦ୍ଧ/ଜହ୍ନ ।ପଙ୍କ,୩୦/୪: ବୌଦ୍ଧ ବ୍ଳକ ତାଳସରଡା ପଂଚାୟତ ଅନ୍ତର୍ଗତ କନକପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରବିନ୍ଦ ମହାକୁଳଙ୍କ ଆଜି ଶିକ୍ଷକତା ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ସିଆରସିସି ସଂଜୟ କୁମାର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା…
Read More...

ଜଗତସିଂହପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକତ୍ସା ଦିବସ ପାଳିତ

ଜଗତସିଂହପୁର,୩୦/୪- ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ…
Read More...