ବୌଦ୍ଧ: ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଇଂରାଜୀ ବିଷୟ ପରୀକ୍ଷା ଦେଲେ ୭୨୦୭ ଜଣ ଛାତ୍ରଛାତ୍ରୀ
ବୌଦ୍ଧ,୨୯/୪:- ଆଜିଠାରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବୌଦ୍ଧଜିଲ୍ଲାରେ ୭୯୯୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୭୮୭ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଜଣାପଡିଛି । ଜିଲ୍ଲାରେ ୩୩ଟି ପରୀକ୍ଷା କେନ୍ଦ୍ରରେ ଏହି!-->…
Read More...
Read More...