ମୃତ ଡ୍ରାଇଭର ପରିବାରକୁ ସହାୟତାର ହାତ ବଢାଇଲା ବୌଦ୍ଧ ବସ କର୍ମଚାରୀ ସଂଘ
କଣ୍ଟାମାଳ,୧୩/୪- ଗତ କିଛି ବର୍ଷ ହେଲା ରାଜ୍ୟସ୍ତରରେ ଓଡିଶା ଡ୍ରାଇଭର ସଂଘର ଏକତା ବୃଦ୍ଧି ସହ ସାଂଗଠନିକ କ୍ଷେତ୍ରରେ ଅଗ୍ରଗତି ହେବା ପରେ ଅସହାୟ ହ୍ରାଇଭରଙ୍କ ପରିବାରଙ୍କୁ ସଂଘ ସହାୟତାର ହାତ ବଢାଇ ବେଶ ଚର୍ଚ୍ଚାକୁ ଆସିଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ କେବଳ ଡ୍ରାଇଭର କାମ କରି ନିଜ!-->…
Read More...
Read More...