ଓହରିଲେ ଜାଡେଜା, ପୁଣି ସିଏସକେର ନେତୃତ୍ୱ ନେବେ ଧୋନୀ
ନୂଆଦିଲ୍ଲୀ: ପୁଣି ଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହେବେ ମହେନ୍ଦ୍ର ସିଂହ ଧୋନୀ। ଟୁର୍ଣ୍ଣାମେଣ୍ଟ ମଝିରେ ଅଧିନାୟକ ପଦ ଛାଡିବାକୁ ରବୀନ୍ଦ୍ର ଜାଡେଜା ନିଷ୍ପତ୍ତି ନେଇଛନ୍ତି। ତାଙ୍କର ଏମିତି ନିଷ୍ପତ୍ତି ସଭିଙ୍କୁ ଚକିତ କରିଛି। ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ଏହାର ଘୋଷଣା କରିଛି।!-->…
Read More...
Read More...