ସଚ୍ଚୋଟତା କାର୍ଯ୍ୟ ପାଇଁ ତାପସ କୁମାର ସ୍ୱାଇଁଙ୍କୁ ପୁରସ୍କୃତ କଲା ସମ୍ବଲପୁର ପୁଲିସ
ସମ୍ବଲପୁର : ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ତାପସ କୁମାର ସ୍ୱାଇଁଙ୍କୁ ତାଙ୍କର ମହତ କାର୍ଯ୍ୟ ପାଇଁ ସମ୍ବଲପୁର ପୁଲିସ ପୁରସ୍କୃତ କରିଛି । ଶ୍ରୀ ସ୍ୱାଇଁଙ୍କୁ ସମ୍ବଲପୁର ପୁଲିସ ପକ୍ଷରୁ ନଗତ ଏକ ହଜାର ଟଙ୍କା ପୁରସ୍କାର ପ୍ରଦାନ!-->…
Read More...
Read More...