ବିଶ୍ୱ ପୃଥିବୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ: ବିଶ୍ୱ ପୃଥିବୀ ଦିବସ ଆସନ୍ତା ୨୨ ତାରିଖରେ ପାଳନ ହେବ । ଏହି ଉପଲକ୍ଷେ ଏନସିସି ୬ଷ୍ଠ ବାଟାଲିୟନ ପକ୍ଷରୁ 'ପୁନିତ ସାଗର ଅଭିଯାନ' ଅନୁଷ୍ଠିତ ହେବ । ବେଳାଭୂମି ସଫେଇ ତଥା ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ଏହାକୁ ପୁନଃ ବ୍ୟବହାରକ୍ଷମ କରାଯିବା ଏହି ଅଭିଯାନର ଲକ୍ଷ୍ୟ ରହିଛି । ଏହି!-->…
Read More...
Read More...