ଟାକରା ଘାଟି ନିକଟରୁ ଅଜଣା ବାଇକ୍‌ ଉଦ୍ଧାର

0 197

ଦଶପଲ୍ଲା,୨୬/୪: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ଟାକରାଘାଟି ନିକଟସ୍ଥ ଅସିନିବେରେଣା ଖାଲ ନିକଟରୁ ପୁଲିସ ଏକ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଉଦ୍ଧାର କରିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଘାଟି ତଳେ ପ୍ରାୟ ୫ ଦିନ ହେଲା ( ଓଆର୍‌ ୧୨ ୯୦୫୯ ) ବାଇକଟି ସେହିଭଳି ରହିଛି । ଏହି ବାଇକ୍‌ରେ ଫୁଲବାଣୀ ନମ୍ବର ଥିବାରୁ ବାଇକଟି କାହାର ତାହା ଜଣାପଡିନି । ଖବରପାଇ ଦଶପଲ୍ଲା ପୁଲିସ ଏହାକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

hiranchal ad1
Leave A Reply

Your email address will not be published.

nineteen − 11 =