ବୌଦ୍ଧ ଜିଲ୍ଲା କଲଚରାଲ ଏକଡେମୀର ବିଷୁବ ମିଳନରେ “ଫେରାଇ ଦିଅ ମୋର ସବୁ ଶବ୍ଦ’ ପୁସ୍ତକ ଉନ୍ମୋଚିତ

ବୌଦ୍ଧ,୧୪/୪:- ବୌଦ୍ଧ ଜିଲ୍ଲା କଲଚରାଲ ଏକାଡେମୀର ବିଷୁବ ମିଳନ ଆସର ଏକାଡେମୀର ଉପସଭାପତି ତଥା ଶିଶୁ ସାହିତ୍ୟିକ ଓ ଫିଚର ଲେଖକ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଇଂରାଜୀ ଭାଷା…
Read More...

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌, ଜଣେ ମୃତ ୩ ଗୁରୁତର

ବୌଦ୍ଧ,୧୪/୪: ଆଜି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ମନ୍ଦିର ନିକଟରେ ୫୭ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଛି ଏକ କାର୍‌ । ଏଥରେ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ ଛତିଶଗଡ଼ ରାଇପୁର ନିବାସୀ…
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ

ପାଟଣାଗଡ : କେନ୍ଦୁପତ୍ର କର୍ମଚାରୀ, ତୋଲାଲି, ବନ୍ଧାଳୀମାନଙ୍କ ବୋନସ, ପ୍ରୋତ୍ସାହନ ଭତ୍ତା, ମଜୁରୀ,ଏବଂ ଅନ୍ୟାନ୍ୟ ଅକ୍ଷନୁସଙ୍ଗିକ ସୁବିଧା ପ୍ରଦାନ କରିବା ପାଇଁ ପଶ୍ଚିମ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ତରଫରୁ ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ଦାବୀ କରାଯାଇଥିଲା । କେନ୍ଦୁପତ୍ର ସଂସ୍ଥା ଏକ…
Read More...

କନ୍ଧମାଳରେ କାଳବୈଶାଖିର ତାଣ୍ଡବ, ୧୦ରୁ ଉର୍ଦ୍ଧ୍ୱ ପରିବାର କ୍ଷତିଗ୍ରସ୍ତ

ବାଲିଗୁଡ଼ା,୧୪/୪: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ଲେତିଙ୍ଗିଆ ଗ୍ରାମପଞ୍ଚାୟତରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ କାଳବୈଶାଖୀ ପ୍ରଭାବରେ ଝଡ ତୋଫାନ ହୋଇଥିବା ଜଣାପଡ଼ିଛି । ପ୍ରବଳ ବର୍ଷା ସହ ପବନ ହେବା ଫଳରେ ଲେତିଙ୍ଗିଆ ଗ୍ରାମର ବିନ୍ଧାଣି ସାହିର ୧୦ରୁ ଉର୍ଦ୍ଧ୍ୱ ଲୋକଙ୍କ…
Read More...

ଶ୍ରୀଶ୍ରୀ ମା’ ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ବୃକ୍ଷ ଛେଦନ

ଫୁଲବାଣୀ:- ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଅବସରରେ ଶ୍ରୀଶ୍ରୀ ମା' ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ନିମନ୍ତେ ସ୍ଥାନୀୟ ପେଞ୍ଜିସାହି ନିକଟସ୍ଥ ନବୀନ କଁହରଙ୍କ ବଗିଚା ଠାରେ ବୃକ୍ଷ ଛେଦନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସଭାପତି ପି.…
Read More...

ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା, ବନବାସ ଓ ଶ୍ରୀରାମ-ଭରତ ମିଳନ ମଞ୍ଚସ୍ଥ

ଦଶପଲ୍ଲା : ମହାବୀରକ୍ଷେତ୍ର ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ୪ର୍ଥ ଦିବସ ଖୁବ୍‌ ମନୋମୁଗ୍ଧକର ତଥା ହୃଦୟସ୍ପର୍ଶୀ, କରୁଣ ରସ ଓ ଭକ୍ତି ରସର ଏହି ମଧୁର ସମନ୍ୱୟ । ଦିନ ବେଳେ ଶ୍ରୀ ଶ୍ରୀ ରଘୁନାଥଙ୍କ ମନ୍ଦିରରେ ଶ୍ରୀରାମ ବନବାସ ରୀତିନୀତି ଅନୁଷ୍ଠିତ ହୁଏ । ରାତିରେ ମୁଖ୍ୟ ମଂଚରେ ଲୀଳା ଅଭିନୟ…
Read More...

ଘରେ ତାଲା ପକାଇ ନିଆଁ ଲଗାଇଦେଲେ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଭଦ୍ରକ : ନିଆଁ ଦାଉରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ । ଅଗ୍ନିକାଣ୍ଡରେ ୫ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ପୂର୍ବ ଶତ୍ରୁତା ଲାଗିରହିଥିବାରୁ ଆକ୍ରୋଶମୂଳକ ଭାବେ ଦୁବୃର୍ତ୍ତ ମାନେ ଏଭଳି କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ…
Read More...

ଭୁବନେଶ୍ୱରରେ ହେବ ଜୁନିୟର ମହିଳା ଫୁଟବଲ ବିଶ୍ୱ କପ

ଭୁବନେଶ୍ୱର,୧୩/୪(ସ୍ୱପ୍ର): ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ହେବ ଜୁନିୟର(୧୭ ବର୍ଷରୁ କମ)ମହିଳା ଫୁଟବଲ ବିଶ୍ୱ କପ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ଇଭେଣ୍ଟ । ଫୁଟବଲର ସର୍ବୋଚ୍ଚ ନିଷ୍ପତ୍ତି ନିର୍ଦ୍ଧାରଣକାରୀ…
Read More...

ପ୍ରାଜ୍ଞପୁରୁଷ କବି ଅଧ୍ୟାପକ ସଂଜୀବ କୁମାର ନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ସୁବର୍ଣ୍ଣପୁର : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ,ପଏଁରୀ, ନାଟ୍‌, ନାଟ୍ୟଚକ୍ର , ଭିମଭୋଇ କଳା ପରିଷଦ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ଟ୍ରେଣ୍ଡି ଏକାଡେମୀ ଓ କୋଶଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟା ୭.୦୦ ଘଟିକାରେ ମହାନଦୀ ସାହିତ୍ୟ…
Read More...

ଆଜାଦି କି ଅମୃତ ମହୋତ୍ସବ ଆଦର୍ଶ ସପ୍ତାହ ପାଳନ ଅବସରରେ ଶିଶୁସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଣ୍ଟାମାଳ/ପଲସାଗୋରା,୧୩/୪- ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ କଂଟାମାଳ ବ୍ଲକ ଅର୍ନ୍ତଗତପଲସାଗୋରା ପଂଚାୟତ କାଯ୍ୟାଳୟଠାରେ ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଶିଶୁ ସୁରକ୍ଷା ଓଲିଙ୍ଗଗତ ଭେଦଭାବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା ୟୁନିଟ୍‌ଦ୍ୱାରା…
Read More...