ପୁରୁଷ ହକି ବିଶ୍ୱକପ୍-୨୦୨୩ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪/୪ : ଆଗକୁ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍-୨୦୨୩ର ଲୋଗୋ ଉନ୍ମୋଚିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱର ଓ ରାଉରକେଲୋରେ ବିଶ୍ୱକପର ମ୍ୟାଚ୍ ଗୁଡିକ!-->…
Read More...
Read More...