ଯୁବତୀଙ୍କୁ ଅପହରଣ ଅଭିଯୋଗରେ ଯୁବକଙ୍କୁ ଜେଲ୍‌

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଫାଷ୍ଟ ଟ୍ରାକ କୋର୍ଟର ଅତିରିକ୍ତ ଦୌରାଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଆଜି ଏକ ମାମଲାର ବିଚାର କରି ଅଭିଯୁକ୍ତକୁ ଯୁବତୀଙ୍କୁ ଅପହରଣ ଓ ବେଆଇନଭାବେ ଅଟକ ରଖିଥିବା ଅଭିଯୋଗରେ ଯୁବକଙ୍କୁ ଜେଲ୍‌ ଓ ଜୋରିମାନା ରାୟ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୧-
Read More...

ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଶିବରାମ ସାହୁଙ୍କ ଅଧ୍ୟକ୍ଷତାରେ ୮ ଦିନିଆ ଆତ୍ମ ସୁରକ୍ଷା ତାଲିମ ଶିବିରର ଆଜି ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରରେ ୨୫୬ ଜଣ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ନେବେ ଓ ପ୍ରତିଦିନ ଏକ
Read More...

ୟୁକ୍ରେନର ଇଚ୍ଛା, ଭାରତ ସମାଧାନ ପାଇଁ ମଧ୍ୟସ୍ଥତା କରୁ

ନୂଆଦିଲ୍ଲୀ: ମାସେରୁ ଊର୍ଦ୍ଧ୍ୱ ଦିନ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟେ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ କିଭ୍‌ ଦଖଲ ମିସନ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ମଇଦାନରୁ ରୁଷ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ୍‌ ଶୁଣାଇଛି । ରୁଷର ଘନ ଘନ ଆକ୍ରମଣରେ
Read More...

ଐତିହାସିକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା

ଗଞ୍ଜାମ : କୃଷ୍ଣପ୍ରସାଦ ବ୍ଲକ ପଞ୍ଚଦୋଳ ମେଳଣ ଅବସରରେ ଆୟୋଜିତ ହୋଇଯାଉଛି ରାଜ୍ୟସ୍ତରୀୟ ଆମ ପୁସ୍ତକ ମେଳା-୨୦୨୨ । ଏହାକୁ ୨୪ମୌଜା ମାର୍ଫଦଦାରର ସଂଗ୍ରାମ କେଶରୀ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଏବଂ ଏହା ଦୀର୍ଘ ତିନିଦିନ ବ୍ୟାପି ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର
Read More...

ଖଲିକୋଟ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତାଙ୍କ ସହ ଶିକ୍ଷକ ମଣ୍ଡଳୀର…

ଖଲିକୋଟ : ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ,ଖଲିକୋଟର ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତା ଅସିତ କୁମାର ପଟ୍ଟନାୟକ, ଡ. ରେବତୀ କାନ୍ତ ମହାରଣା, କାଳୀ ଚରଣ ପାଢୀ, ପ୍ରିୟରଞ୍ଜନ ସାମନ୍ତ ତଥା ଅନ୍ୟାନ୍ୟ ସଭ୍ୟ ମାନଙ୍କ ସହିତ ମହାବିଦ୍ୟାଳୟର ଶିକ୍ଷକ ମଣ୍ଡଳୀର ଏକ ବୈଠକ ଅଧ୍ୟକ୍ଷ
Read More...

ବଢିଲା ବସ୍‌ ଭଡା, ଜାଣନ୍ତୁ କେତେ

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ୍‌ ଭଡା । ତୈଳଦର ବଢୁଥିବାରୁ ରାଜ୍ୟ ସରକାର ବସ ଭଡା ବଢାଇଛନ୍ତି । ଅର୍ଡିନାରୀ ବସ ଭଡା କି.ମି ପିଛା ୮୭ ପଇସାରୁ ୯୦ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ଭଡା କିମି ପିଛା ୯୧ରୁ ୯୪ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଲକ୍ସ ଭଡା କି.ମି ପିଛା
Read More...

ନବରଙ୍ଗପୁର ପୌରାଧ୍ୟକ୍ଷ ଭାବେ କୁନୁ ନାୟକଙ୍କ ଦାୟିତ୍ୱ ଗ୍ରହଣ

ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକାର ନୂତନ ଅଧ୍ୟକ୍ଷ ଭାବେ ଭାରତୀୟ ଜନତା ପାର୍ଟିର ବିଜୟୀ ପ୍ରାର୍ଥୀ କୁନୁ ନାୟକ ପଦ ଭାର ସମ୍ଭାଳିଛନ୍ତି । ବୁଧବାର ଦିନ ସ୍ଥାନୀୟ ଚାଉଁରିଆଗୁଡ଼ା ଠାରେ ଥିବା ବିଜେପି କାର୍ଯ୍ୟାଳୟ ଠାରୁ ବାଜା ବାଜଣା ନାଚ ଗୀତ ସହ ବିରାଟ ଶୋଭଯାତ୍ରାରେ ପୌର କାର୍ଯ୍ୟାଳୟରେ
Read More...

ଶାଶୁ–ବୋହୂଙ୍କୁ ଗଳାକାଟି ହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ତୁଷୁରା ଥାନା ନୂଆପଡାରେ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବୋଲି ଆଜି ଖବର ମିଳିଛି। ଘର ଭିତରେ ଶାଶୁ –ବୋହୂଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଉଭୟ ଶାଶୁ ଓ ବୋହୂଙ୍କୁ କିଏ ଓ କାହିଁକି ହତ୍ୟା କରିଛି ସେନେଇ କୌଣସି ସୂଚନା ମିଳି ନାହିଁ। ଖବର ପାଇ ତୁଷୁରା ପୁଲିସ
Read More...

ଦୀର୍ଘଦିନଧରି ବନ୍ଦଥିବା ଆଦର୍ଶ ଶୌଚାଳୟ ଖୋଲିଲେ ନୂତନ ସରପଞ୍ଚ

ଗଣିଆ: ଗଣିଆ ବ୍ଲକ ଅନ୍ତର୍ଗତ ଗଣିଆ ବାଜ଼ରର ମୁଖ୍ୟ ରାସ୍ତାରେ ୦୬/୧୨/୨୦୨୦ ମସିହାରେ ସୁଲଭ ଆଦର୍ଶ ଶୌଚାଳୟର ଶୁଭ ଉଦଘାଟନ ହୋଇଥିଲା । ବଜ଼ାରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ଲୋକଙ୍କ ସୁବିଧା ପ୍ରତି ବିଶେଷ କରି ରୋଗୀଙ୍କ ସମ୍ପର୍କୀୟ ଓ ବସ ଯାତ୍ରୀଙ୍କ ସୁବିଧା ପାଇଁ ଏହି ଶୌଚାଳୟ ଖୋଲା
Read More...

ଓଏଏସସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଏଏସ ଅଫିସରସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି । ଓଏଏସ ଅଫିସର କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
Read More...