ପୁଣି ଆହତ ହେଲେ ସିଏସକେ ଷ୍ଟାର ପେସର, ପୁରା ଆଇପିଏଲରେ ବାଦ ପଡିପାରନ୍ତି
ବାଙ୍ଗାଲରୋ : ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଇପିଏଲ ୨୦୨୨ରେ ଖରାପ ସମୟ ଦେଇ ଗତି କରୁଛି । ଲିଗର ପ୍ରଥମ ଚାରୋଟି ମ୍ୟାଚ୍ ହାରି ବ୍ୟାକଫୁଟ୍ରେ ଥିବା ବେଳେ ଷ୍ଟାର ପେସର ପୁଣି ଆହତ ହେବା ଦଳର ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଛି । ଦୀପକ ଚହର ଆହତରୁ!-->…
Read More...
Read More...